fbpx
Browsing Category

Top Stories

ମଦ, ମାଂସମୁକ୍ତ ହେଉ ବଡ଼ଦାଣ୍ଡ: ବିରୋଧୀ ଦଳ ନେତା

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଚିଠି ଲେଖିଛନ୍ତି । ସେ ବଡ଼ଦାଣ୍ଡକୁ ମଦ ଓ ମାଂସମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଚିଠିରେ ଦର୍ଶାଇଛନ୍ତି…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ, ବୋଲିଂ କରିବ ଭାରତ

ଇନ୍ଦୋର, ୭ା୧: ଇନ୍ଦୋରରେ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବା ନେଇ ନିଷ୍ପତ୍ତି ନେଇଛି । ଉଲ୍ଲେଖଯୋଗ୍ୟ ଯେ ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ ବାତିଲ…

ନିର୍ଭୟା ଦୁଷ୍କର୍ମୀଙ୍କୁ ଫାଶୀ ପାଇଁ ତିହାର ଜେଲରେ ପ୍ରସ୍ତୁତି ସରିଯାଇଛି : ଏଆଇଜି

ନୂଆଦିଲ୍ଲୀ, ୭ା୧: ନିର୍ଭୟା ମାମଲାର ଆଜି ଶୁଣାଣୀ ହୋଇଛି । ସେଥିରେ ସମସ୍ତ ଦୁଷର୍ମୀଙ୍କୁ ମୃତ୍ୟୁର ପରୱାନା ଜାରି ହୋଇଛି । ସେମାନଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ । ଏନେଇ ତିହାର ଜେଲର ଏଆଇଜି ପ୍ରତିକ୍ରିୟା…

ନିର୍ଭୟା ମାମଲା, ମୃତ୍ୟୁର ପରୱାନା ଜାରି

ନୂଆଦିଲ୍ଲୀ, ୭ା୧: ନିର୍ଭୟା ମାମଲାରେ ଦୋଷୀଙ୍କ ନାମରେ ଡ଼େଥ୍ ୱାରେଣ୍ଟ ଜାରି ହୋଇଛି । ସମସ୍ତ ୪ଦୋଷୀଙ୍କ ନାମରେ ଡ଼େଥ ୱାରେଣ୍ଟ ଜାରି ହୋଇଛି । ଏହି ଡ଼େଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିୟାଲା ହାଉସ କୋର୍ଟ । ଜାନୁଆରୀ ୨୨…

ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୭ ।୧(ଓଡିଶା ଭାସ୍କର): ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ବୋରିଗୁମ୍ମା ବ୍ଲକର ଗ୍ରାମ୍ୟ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଏମ ଭେଙ୍କେଟେଶ୍ୱର ରାଓଙ୍କ ମୃତଦେହ ପୋଲିସ ଉଦ୍ଧାର…