fbpx
Browsing Category

Top Stories

କାଲି ବନ୍ଦ ରହିବ ଘରୋଇ ବସ୍ ଚଳାଚଳ

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ଭାରତ ବନ୍ଦ ପାଇଁ ଆସନ୍ତାକାଲି ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । କାଲି ସନ୍ଧ୍ୟା ୬ଟା ପରେ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା…

ବନ୍ଦ ପାଇଁ ଘୁଞ୍ଚିଲା ପରିକ୍ଷା

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ଆସନ୍ତାକାଲି ଭାରତ ବନ୍ଦ ପ୍ରଭାବରେ ୮ ତାରିଖରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ସବୁ ପରୀକ୍ଷା ଘୁଞ୍ଚାଯାଇଛି । ପରୀକ୍ଷାର ନୂଆ ତାରିଖ ପରେ ଘୋଷଣା କରିବେ ବିଶ୍ୱବିଦ୍ୟାଳୟର…

ଭାରତ ବନ୍ଦ ଡାକରା, ରାଜଧାନୀ ଜଗିବେ ୧୫ପ୍ଲାଟୁନ ପୋଲିସ

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ୨୪ଘଣ୍ଟିଆ ଭାରତ ବନ୍ଦ ହେବ । ଏହି ବନ୍ଦ ଡାକରା ନେଇ ଭୁବନେଶ୍ୱର ଡିସିପି ପ୍ରତିକ୍ରିୟା ରଖିଛନ୍ତି ।  ସେ କହିଛନ୍ତି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି  ।…

ଜେଲରେ କଏଦୀଙ୍କ ଚୋରା ମୋବାଇଲ ଜଗିବ ଫୋନ ଡିଟେକ୍ଟର

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ଜେଲରେ କଏଦୀମାନେ ମୋବାଇଲ ଚୋରାରେ ନେଇଯାଇଥାନ୍ତି । ଏଣିକି ଏପରି ଆଉ ହୋଇପାରିବ ନାହିଁ । ଜେଲରେ କଏଦୀଙ୍କ ଚୋରା ମୋବାଇଲକୁ ଜଗିବ ଫୋନ ଡିଟେକ୍ଟର । ଅପରାଧୀ ସଂଖାକୁ ଦେଖି ରାଜ୍ୟର…

ଝାରସୁଗୁଡାରେ ୫-ଟି ସଚିବ

ଝାରସୁଗୁଡା,୭ ।୧(ଓଡିଶା ଭାସ୍କର): ଅଚାନକ୍ ଝାରସୁଗୁଡା ଗସ୍ତ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ସ୍ୱାସ୍ଥ୍ୟସେବା ଓ ସୁବିଧାର ସମୀକ୍ଷା କରିଛନ୍ତି । ୫-ଟି ସଚିବଙ୍କ…

ବନ୍ଦ ଡାକରାକୁ ମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସ୍ୱାଇଁ କହିଛନ୍ତି ଯେ, ଦରଦାମ ଓ ବେକାରି ବଢିଛି । ଲୋକଙ୍କ ହାତରେ କାମ ନାହିଁ । ସବକା…