fbpx
Browsing Category

Top Stories

ପୁରୀ ଗଣଦୁଷ୍କର୍ମ ମାମଲା, ଆଉ ଏକ ଅଭିଯୁକ୍ତ ଗିରଫ

ପୁରୀ,୬ା୧୨(ଓଡ଼ିଶା ଭାସ୍କର): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଥାନାରେ ମାମଲା ରୁଜୁ ହୋଇଥିଲା । ସେହି ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତକୁ କୁମ୍ଭାରପଡ଼ା ପୋଲିସ ଗିରଫ କରିଛି । ବ୍ରହ୍ମଗିରି ଆଳିପଟୁ ଗାଁର…

ଶ୍ରମନ୍ଦିରର ଏରିଅଲ ଭିଡ଼ିଓ ଅନଲାଇନରେ ବିକ୍ରି!

ପୁରୀ,୬ା୧୨(ଓଡ଼ିଶା ଭାସ୍କର): ପୁରୀ ଶ୍ରମନ୍ଦିରର ଏରିଅଲ ଭିଡ଼ିଓ ଅନଲାଇନରେ ବିକ୍ରି ଅଭିଯୋଗ ହୋଇଛି । ଜଗନ୍ନାଥ ଷ୍ଟକ ଭିଡ଼ିଓ ଫୁଟେଜ ସଟରଷ୍ଟକ ସାଇଟରେ ଏହି ଭିଡ଼ିଓ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସେହି ସରଇଟରୁ…

ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ମିଳିଲା ଜୀବନରୁ ମରିଦେବାର ଧମକ

ଉନ୍ନାଓ,୬ ।୧୨: ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କୁ କିରୋସିନି ଢାଳି ନିଆଁ ଲଗାଇବା ପରେ ଏବେ ତାଙ୍କ ପରିବାରକୁ ଜୀବନରୁ ମାରିଦେବାର ଧମକ ମିଳିଛି । ଏହା ସହ ତାଙ୍କ ସମ୍ପର୍କୀୟଙ୍କ ଦୋକାନରେ ନିଆଁ ଲଗାଇବାକୁ ମଧ୍ୟ ଧମକ…

ଉଡ଼ାନ୍-୪ରେ ସାମିଲ ହେବ ଓଡ଼ିଶାର ୩ ବିମାନବନ୍ଦର

ଭୁବନେଶ୍ୱର,୬ା୧୨(ଓଡ଼ିଶା ଭାସ୍କର): ମୁଖ୍ୟ ଶାସନ ସଚିବଙ୍କ ସହ ବେସାମରିକ ବିମାନ ଚଳାଚଳ ସଚିବ ଆଜି ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ଉଡ଼ାନ୍-୪ରେ ଓଡ଼ିଶାର ୩ ବିମାନବନ୍ଦର ସାମିଲ ହେବ ବୋଲି ଜଣାପଡ଼ିଛି । ଜୟପୁର,…

ହାଇଦ୍ରାବାଦ ଗଣଦୁଷ୍କର୍ମ ଅପରାଧୀଙ୍କ ମୃତଦେହ ନେବାକୁ ପରିବାର ନାରାଜ, ପୋଲିସ କରିବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୬ ।୧୨: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଆଜି ସକାଳେ ଏନଏଚ୍-୪୪ରେ ପୋଲିସ ଏନକାଉଣ୍ଟରରେ ସମସ୍ତ ଦୁଷ୍କର୍ମକାରୀଙ୍କ ମୃତ୍ୟୁ ଘଟିଛି ।…

ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କୋରାପୁଟ,୬ ।୧୨(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର ଜୟପୁର ସେବାଶ୍ରମର ଛାତ୍ରୀ ଗର୍ଭବତୀ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଉଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ୬୦ ବର୍ଷିୟ…

ଦିଶାଙ୍କ ପରେ ନିର୍ଭୟାଙ୍କୁ ମିଳିବ ନ୍ୟାୟ ! ରାଷ୍ଟ୍ରପତିଙ୍କୁ ପଠାଗଲା ଫାଇଲ୍

ନୂଆଦିଲ୍ଲୀ,୬ ।୧୨: ହାଇଦ୍ରାବାଦର ଦିଶାଙ୍କ ପରେ ଏବେ ନିର୍ଭୟାଙ୍କୁ ମିଳିପାରେ ନ୍ୟାୟ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ ଫାଇଲ୍ ପଠାଇଲା ଗୃହ…

ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା: ପୋଲିସ କମିଶନର

ହାଇଦ୍ରାବାଦ,୬ା୧୨: ଦିଶାଙ୍କ ମାମଲାରେ ସାଇବରାବାଦ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ପୋଲିସ କମିଶନର ଭିସି ସଜନାର ସମ୍ମିଳନୀରେ କ୍ରାଇମ ସିନକୁ ରିକ୍ରିଏଟ କରିବାକୁ ପୋଲିସ ନେଇଥିଲା ବୋଲି କହିଛନ୍ତି ।…

ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬ା୧୨(ଓଡ଼ିଶା ଭାସ୍କର): +୨ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଜି ଲାପଟପ୍ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟାଯାଇଛି । ବର୍ତ୍ତମାନ…

ହାଇଦ୍ରାବାଦ ଗଣଦୁଷ୍କର୍ମ, ଏନକାଉଣ୍ଟର ସ୍ଥଳରେ ଫରେନସିକ ଟିମ୍

ହାଇଦ୍ରାବାଦ,୬ା୧୨(ଓଡ଼ିଶା ଭାସ୍କର): ହାଇଦ୍ରାବାଦରେ ଗଣଦୁଷ୍କର୍ମମାନଙ୍କୁ ହୋଇଥିବା ଏନକାଉଣ୍ଟର ସ୍ଥଳରେ ଫରେନସିକ ଟିମ ତଦନ୍ତ ଆରମ୍ଭ କରିଛି । କିଛି ସମୟ ପରେ ମୃତକଙ୍କ ଶବବ୍ୟବଚ୍ଛେଦ କରାଯିବ । ଏହାସହ ହାଇଦ୍ରାବାଦ…