fbpx
Browsing Category

Top Stories

ଦ୍ୱୈତନଗରୀରେ ୨୦୦ଟି ରଙ୍ଗ-ରୁଟ୍ ପଏଣ୍ଟ ଚିହ୍ନଟ

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ୨୦୦ଟି ରଙ୍ଗରୁଟ୍ ପଏଣ୍ଟ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୬୦ଟି ରଙ୍ଗରୁଟ ପଏଣ୍ଟ ସମ୍ବେଦନଶୀଳ ହୋଇ ପଡିଛି । ସମ୍ବେଦନଶୀଳ ସ୍ଥାନରେ ହୋଡିଂ…

୪୫ଜଣ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

କର୍ଣ୍ଣାଟକ, ୪ା୧୨: କର୍ଣ୍ଣାଟକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ନିର୍ଯାତିତ ହେଉଥିବା ୪୫ଜଣ ଓଡ଼ିଆ ଦାଦନ ଶ୍ରମିକ ଆଜି ଉଦ୍ଧାର ହୋଇଛନ୍ତି । ସେହି ୪୫ଜଣ ଶ୍ରମିକଙ୍କୁ ସାନଖେମୁଣ୍ଡିର ଠିକାଦାର ଅଜୟ…

ସଂସଦରେ ତର୍କବିତର୍କ ଚାଲିଥିବା ବେଳେ ପ୍ରେମିକାକୁ ଅର୍ଥମନ୍ତ୍ରୀ କହିଲେ- ‘ବିବାହ କରିବ?’

ଆମ ସଂସଦ ଭବନରେ ତର୍କବିତର୍କ ଚାଲିଥିବା ବେଳେ ଅଧିକାଂଶ ସାଂସଦ ଶୋଇବାକୁ ଭଲ ପାଆନ୍ତି ତ କେତେକ ମୋବାଇଲରେ ଖେଳନ୍ତି । କିନ୍ତୁ ଇଟାଲି ସଂସଦରେ ଜଣେ ସାଂସଦ ଓ ଅର୍ଥମନ୍ତ୍ରୀ କିଛି ଏପରି କଲେ, ଯାହାକୁ ଶୁଣି ଆପଣ…

ଲୋକସେବା ଭବନରେ ତିନି MOU ସ୍ୱାକ୍ଷରିତ

ଭୁବନେଶ୍ୱର, ୪ା୧୨(ଓଡ଼ିଶା ଭାସ୍କର): ମିସନ ସୁବିଦ୍ୟାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଲୋକସେବା ଭବନରେ ଶୁଭାରମ୍ଭ କରାଯାଇଛି । ଏହାସହ ଏସସି, ଏସଟି, ଓବିସି ଛାତ୍ରଛାତ୍ରୀଙ୍କ ସୁବିଧା…

ଫ୍ରି ୱାଇ-ଫାଇ ଯୋଜନାର ଘୋଷଣା କଲେ କେଜରିୱାଲ, ପ୍ରତି ମାସରେ ମିଳିବ ୧୫ ଜିବି ଡାଟା ମାଗଣା

ନୂଆଦିଲ୍ଲୀ,୪ ।୧୨: ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବଡ ଘୋଷଣା କରିଛନ୍ତି । ଆଜି ଫ୍ରି ୱାଇ-ଫାଇର ଘୋଷଣା କରିଛନ୍ତି କେଜରିୱାଲ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ବସ୍…

ନାଗରିକତ୍ୱ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ, ୪ା୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ନାଗରିକତ୍ୱ ସଂଶୋଧନ ବିଲକୁ ମଞ୍ଜୁରି ଦିଆଯାଇଛି । ଆଗାମୀ ସପ୍ତାହରେ ସଂସଦରେ ଏହି ବିଲ୍ ଉପସ୍ଥାପିତ ହେବ । ନାଗରିକତ୍ୱ ଆଇନ ୧୯୫୫ରେ ସଂଶୋଧନ ପାଇଁ ବିଲରେ ପ୍ରସ୍ତାବ…

ଆଇଟିବିପିିି ଯବାନଙ୍କ ମଧ୍ୟରେ ସଂଘର୍ଷ, ୬ ମୃତ

ଛତିଶଗଡ,୪ ।୧୨: ଛତିଶଗଡ ନାରାୟଣପୁର ସ୍ଥିତ ଆଇଟିବିପି କ୍ୟାମ୍ପରେ ଯୁବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏହି ଘଟଣାରେ ଭାରତ-ତିଦ୍ଦତୀୟ ସୀମା ପୋଲିସର ୬ କର୍ମଚାରୀ ମୃତ୍ୟୁବରଣ କରିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି…

ପୁରୀ ଗଣଦୁଷ୍କର୍ମ ମାମଲା, ମିଳିଲା ଆଉ ଏକ ରହସ୍ୟମୟ ତଥ୍ୟ !

ପୁରୀ,୪ା୧୨(ଓଡ଼ିଶା ଭାସ୍କର): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ସେହି ଘଟଣାରେ ଆଜି ଆଉ ଏକ ନୂଆ ତଥ୍ୟ ମିଳିଥିବା ଜଣାପଡ଼ିଛି । ଯୁବତୀଙ୍କୁ କାରରେ ନୀମାପଡ଼ାରୁ ଆଣି ପୁରୀରେ ଗଣଦୁଷ୍କର୍ମ କରିଥିବା…

ପିଆଜ @ ୧୨୦

କଟକ, ୪ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ରୋଷେଇ ଘରେ ଅତି ଆବଶ୍ୟକୀୟ ଜିନିଷ ମଧ୍ୟରେ ପିଆଜ ରହିଛି । ବର୍ତ୍ତମାନ ପିଆଜ କାଟିଲେ ନୁହେଁ କିଣିଲା ବେଳେ ଆଖିରୁ ଲୁହ ବୋହୁଛି ।…

ପି.ଚିଦାମ୍ବରମଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୪ା୧୨: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଆଜି ଜାମିନ ମିଳିଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟରୁ ଆଇଏନଏକ୍ସ ମିଡ଼ିଆ ସମ୍ପର୍କିତ ଇଡ଼ି ମାମଲାରେ ତାଙ୍କୁ ଜାମିନ…