fbpx
Browsing Category

Top Stories

ଆଜି ରାଜ୍ୟ ସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୧ା୧୨: ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବ । ଦିନ ୧୨ଟାରେ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା କରାଯିବ । ଏହି ବିଲ୍ ଉପରେ ୬ଘଣ୍ଟା ଧରି ଚର୍ଚ୍ଚା ହେବ । ରାଜ୍ୟସଭାରେ ଉପସ୍ଥିତ ରହିବାକୁ…

କଟକରେ ଏନକାଉଣ୍ଟର

କଟକ,୧୧ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ଅପରାଧୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି କଟକ ନରାଜ ଅଞ୍ଚଳରେ ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ଼ ମିଳିତ ଭାବେ ଏକ ଅପରାଧୀକୁ ଏନକାଉଣ୍ଟର କରିଥିବା…

ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ମିଳୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୧୨(ଓଡ଼ିଶା ଭାସ୍କର): ବିଶ୍ୱ ମାନବାଧିକାର ଦିବସରେ ଜୟଦେବ ଭବନରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଏକ ତୃତୀୟାଂଶ ସଂସଦୀୟ ଆସନରେ ମହିଳାଙ୍କୁ ସ୍ଥାନ ମିଳିଛି । ଏହା…

ସାରା ବିଶ୍ୱକୁ ବାଟ ଦେଖାଇଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୧୨(ଓଡ଼ିଶା ଭାସ୍କର): ଜାଗା ମିଶନ ଟିମ୍ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାଗା ମିଶନକୁ ବିଶ୍ୱ ବାସସ୍ଥାନ ପୁରସ୍କାର ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ବିଶ୍ୱକୁ ବାଟ ଦେଖାଇଛି…

ଆସନ୍ତାକାଲିଠୁ ଭଙ୍ଗା ହେବ MLA କ୍ୱାର୍ଟର୍ସ

ଭୁବନେଶ୍ୱର, ୧୦ା୧୨(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ବିଧାନସଭା ଆଗରୁ ବିଧାୟକଙ୍କ କ୍ୱାର୍ଟର୍ସ ଭଙ୍ଗାହେବ ବୋଲି ସୂଚନା ମିଳିଛି । ୪୨ଟି କ୍ୱାର୍ଟର ଭାଙ୍ଗି ୧୦ମହଲା ଆପର୍ଟମେଣ୍ଟ ଗଢ଼ା ହେବ ବୋଲି ଜଣାପଡ଼ିଛି ।…

୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

କୁଜଙ୍ଗ,୧୦ ।୧୨(ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ପଶିଆ ହତ୍ୟାକାଣ୍ଡ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ । ଏହି ମାମଲାରେ ଜଡିତ ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୁଜଙ୍ଗ…

ଅଚାନକ୍ ଭଦ୍ରକ ମେଡିକାଲ ଗସ୍ତରେ ୫-ଟି ସଚିବ

ଭଦ୍ରକ,୧୦ ।୧୨(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ୍ ଗସ୍ତ କରିଛନ୍ତି ୫-ଟି ସଚିବ ଭି.କେ.କାଣ୍ଡିଆନ୍ । ଡାକ୍ତରଖାନାରେ ରୋଗୀଙ୍କ ମତାମତ ନେବା ସହ ‘ମୋ ସରକାର’ କାର୍ଯ୍ୟକ୍ରମର…

ବିଦ୍ୟୁତ ବିଲ୍ ପୈଠ ନ କଲେ କଟିବ ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର, ୧୦ା୧୨(ଓଡ଼ିଶା ଭାସ୍କର): ସେସୁ ସିିଇଓ ଅରୁଣ ବୋଥ୍ରା ବିଦ୍ୟୁତ ବିଲକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବକେୟା ଟଙ୍କା ପୈଠ କରିବାକୁୁ ଗ୍ରାହକ ମାନଙ୍କୁ ମହଲତ ଦେଇଥିବା ସମ୍ମିଳନୀରୁ ସୂଚନା…

ଆସନ୍ତା କାଲି କମିଶନରଙ୍କ ସହ ବୈଠକ ପରେ ନିଆଯିବ ଲିଙ୍ଗରାଜ ମନ୍ଦିର ଉଚ୍ଛେଦ ନିଷ୍ପତ୍ତି

ଭୁବନେଶ୍ୱର, ୧୦ା୧୨(ଓଡ଼ିଶା ଭାସ୍କର): ଆଜି ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ କରାଯାଇଛି । ସ୍ତାନୀୟ ବ୍ୟବସାୟୀ ସଙ୍ଘ, ମନ୍ଦିର ପୂଜାରୀ, ସେବାୟତ ସଙ୍ଘ ଓ ବ୍ୟବସାୟୀମାନଙ୍କ ବିରୋଧ ପରେ ଏହିପରି…

ପିତା ହେଲେ କମେଡିଆନ୍ କପିଲ ଶର୍ମା

ମୁମ୍ବାଇ,୧୦ ।୧୨: ବଲିଉଡ୍ ଜଗତର ଲୋକପ୍ରିୟ କମେଡିଆନ୍ କପିଲ ଶର୍ମାଙ୍କ ଘରକୁ ଆସିଛି ଖୁସି ଖବର । ନିଜର ପ୍ରଥମ ବିବାହ ବାର୍ଷିକ ପୂର୍ବରୁ ପିତା ହୋଇଛନ୍ତି କପିଲ । ତାଙ୍କ ପତ୍ନୀ ଗିନ୍ନୀ ଚତରଥ ଏକ କନ୍ୟା ସନ୍ତାନକୁ…