fbpx
Browsing Category

Top Stories

ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୧୦ା୧୨(ଓଡ଼ିଶା ଭାସ୍କର): ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସବୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ । ୨୦୨୦ରୁ ଏକକ…

‘ମେକ୍ ଇନ୍ ଇଣ୍ଡିଆ’ରୁ ‘ରେପ୍ ଇନ୍ ଇଣ୍ଡିଆ’ ହେଉଛି ଭାରତ: ଅଧୀର

ନୂଆଦିଲ୍ଲ,୧୦ ।୧୨: ଦେଶରେ ହେଉଥିବା ଗଣଦୁଷ୍କର୍ମକୁ ନେଇ ଆଜି ଲୋକସଭାରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ବିଜେପି ଯେଉଁ ଭାରତକୁ ‘ମେକ୍ ଇନ୍ ଇଣ୍ଡିଆ’ କହୁଛି, ତାହା ‘ରେପ୍ ଇନ୍…

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଗୋପାଳପୁର,୧୦ ।୧୨(ଓଡିଶା ଭାସ୍କର): ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ ।ଏହି ମହୋତ୍ସବ ୨୪ରୁ ୨୮ ପର୍ଯ୍ୟନ୍ତ ଚାଲିବ । ଲୋକଙ୍କ ଭିଡ଼ ଦୃଷ୍ଟିରୁ ଏ ବର୍ଷ ନୂତନ ସ୍ଥାନରେ ହେବ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଜାଣନ୍ତୁ କେଉଁ ପୁରସ୍କାରରେ କିଏ

ଭୁବନେଶ୍ୱର,୧୦ା୧୨(ଓଡ଼ିଶା ଭାସ୍କର): ଦୈନଦିନ ଜୀବନରୁ ଟିକେ ଟେନସନରୁ ମୁକ୍ତି ପାଇବା ପାଇଁ ପରିବାର ସହ ବସି ସିନେମା ଦେଖିଥାଉ । ସିନେମାରେ ଅଭିନୟ କରୁଥିବା ଅଭିନେତାମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥାଏ ।…

ରାଜ୍ୟରେ ଖୋଲିବ ୪୫ଟି ନୂଆ କୋର୍ଟ

ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ୪୫ଟି ନୂଆ କୋର୍ଟ ଖୋଲାଯିବ । ଏଥିରୁ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ପାଇଁ କାମ କରିବ ୨୧ଟି କୋର୍ଟ । ୨୪ଟି ପକସୋ କୋର୍ଟ ନାବାଳିକାଙ୍କୁ…

ଓଡିଶା ଆସିବେ ଉପ-ରାଷ୍ଟ୍ରପତି

ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଆସନ୍ତା ୨୭ ତାରିଖରେ ଉପରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିବେ ବୋଲି ଜଣାପଡିଛି । ଓଡିଶା ଗସ୍ତରେ ଆସି ବଲାଙ୍ଗୀରର ରାଜେନ୍ଦ୍ର…

ନିର୍ଭୟା ମାମଲା: ତିହାର ଜେଲକୁ ଗଲା ବିନୟ, ୧୬ରେ ହୋଇପାରେ ଫାଶୀ!

ନୂଆଦିଲ୍ଲୀ,୧୦ ।୧୨: ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ବିନୟ ଶର୍ମା ତିହାର ଜେଲକୁ ସ୍ଥାନାନ୍ତରିତ ହୋଇଛି । ମଣ୍ଡୋଲି ଜେଲରେ ଥିବା ବିନୟକୁ ଦିଲ୍ଲୀ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବରୁ ତିହାର ଜେଲରେ…

ସୂଚନା ଅଧିକାର କର୍ମୀଙ୍କୁ ଗୁଳି

ବାଲିଗୁଡା,୧୦ ।୧୨(ଓଡିଶା ଭାସ୍କର): କନ୍ଧମାଳ ଜିଲ୍ଲା ବାଲିଗୁଡା ପାତ୍ରସାହିରେ ଗୁଳିକାଣ୍ଡ । ଜଣେ ସୂଚନା ଅଧିକାର କର୍ମୀଙ୍କୁ ଘରୁ ଡାକିଆଣି ଗୁଳିକରି ହତ୍ୟା କରିଛନ୍ତି ୨ ଦୃବୁର୍ତ୍ତ । ଗୁରୁତର ଅବସ୍ଥାରେ ସୂଚନା…

ପରସ୍ପର ମଧ୍ୟରେ ଗୁଳିମାଡ: ୨ ଯବାନ ସହିଦ, ୨ ଗୁରୁତର

ଝାଡଖଣ୍ଡ,୧୦ ।୧୨: ଝାଡଖଣ୍ଡର ବୋକାରୋରେ ଥିବା କ୍ୟାମ୍ପରେ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିମାଡ ହୋଇଛି । କନେଷ୍ଟବଳଙ୍କ ଗୁଳିମାଡରେ ସହକାରୀ କମାଣ୍ଡାଣ୍ଡ ଓ ଏଏସଆଇ ମୃତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ ଜଣେ…

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ

ନୂଆଦିଲ୍ଲୀ,୧୦ ।୧୨: ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଏଣିକି ପଡୋଶୀ ଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ମିଳିବ । ହିନ୍ଦୁ, ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ…