fbpx
Browsing Category

Top Stories

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁସଲିମ ସଙ୍ଗଠନର ସଦସ୍ୟ

ଭୁବନେଶ୍ୱର,୧୩ ।୧୨(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଆଜି ଭେଟ କରିଛନ୍ତି ମୁସଲିମ ସଙ୍ଗଠନର ସଦସ୍ୟ । ୪ ଜିଲ୍ଲାର ମୁସଲିମ ସଙ୍ଗଠନର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟ କରିଛନ୍ତି । ସେହି ୪ଟି…

ଲିଙ୍ଗରାଜରୁ ଜବରଦଖଲ ଉଚ୍ଛେଦ ଜାରି

ଭୁବନେଶ୍ୱର,୧୩ ।୧୨(ଓଡିଶା ଭାସ୍କର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାର ନିକଟରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିରର ନବୀକରଣ ଲାଗି ବିଏମସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ସୁରକ୍ଷା…

ଘୁଞ୍ଚିଲା ନିର୍ଭୟା ଶୁଣାଣି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା

ନୂଆଦିଲ୍ଲୀ,୧୩ ।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଘୁଞ୍ଚିଲା ଶୁଣାଣି । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆଜି ହୋଇଥାନ୍ତା ଶୁଣାଣି । ସୁପ୍ରିମକୋର୍ଟଙ୍କ ରାୟ ପରେ ମାମଲାର ଏହି ମାମଲାର ଶୁଣାଣି ହେବ ।…

ଟ୍ରକକୁ ପଛରୁ ପିଟିଲା ବାଇକ୍, ୩ ମୃତ

ସୁନ୍ଦରଗଡ,୧୩ ।୧୨(ଓଡିଶା ଭାସ୍କର): ସୁନ୍ଦରଗଡ ଜିଲ୍ଲା ତଳସରା ଥାନା କୁଲ୍ଲିହାଜୋର ନିକଟରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଯାଇଛି । ଟ୍ରକ ପଛ ପଟକୁ ବାଇକ୍ ପିଟିବା କାରଣରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି…

ମିଳିଲା ରାଷ୍ଟ୍ରପତିଙ୍କ ସ୍ୱୀକୃତି, ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୩ା୧୨: ନାଗରିକତା ସଂଶୋଧନ ବିଲ୍ ଉପରେ ରାଷ୍ଟପତି ରାମନାଥ କୋବିନ୍ଦ ଆଜି ମୋହର ମାରିଛନ୍ତି । ସେ ମୋହର ମାରିବା ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି । ଏହି ବିଲ୍ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ…

ମହାରାଷ୍ଟ୍ରରେ ବିଭାଗ ବଣ୍ଟନ: ଶିବସେନାକୁ ଗୃହ ତ ଏନସିପିକୁ ମିଳିଲା ଅର୍ଥ ମନ୍ତ୍ରାଳୟ

ମୁମ୍ବାଇ,୧୨ ।୧୨: ମହାରାଷ୍ଟ୍ରରେ ସରକାର ଗଢିବା ପରେ ଆଜି ମନ୍ତ୍ରିମଣ୍ଡଳ ବଣ୍ଟନ ହୋଇଛି । ନବଗଠିତ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର । ଶିବସେନାର ଏକନାଥ…

ଲିଙ୍ଗରାଜ ପାଇଁ ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମନ୍ଦିର ଚାରିପାଖର ଉନ୍ନତି ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି । ୬୬ ଏକର…

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଆଜି ଲୋକସେବା ଭବନରେ ପହଞ୍ଚିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ଭାବେ ସେଠାରେ ସାକ୍ଷାତ କରିଛନ୍ତି ଶଶିକାନ୍ତ…

ଡିସେମ୍ବର ୧୫ରୁ ତୋଷାଳି ମେଳା

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଆସନ୍ତା ୧୫ ତାରିଖରୁ ଜନତା ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି ଚତୁର୍ଦ୍ଦଶ ତୋଷାଳି ମେଳା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଛି ଏହି ଜାତୀୟ ହସ୍ତଶିଳ୍ପ ମେଳା ।…

ରାଜ୍ୟରେ ହେବ ୪ଟି ନୂଆ ଫ୍ୟାମିଲି କୋର୍ଟ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ଫ୍ୟାମିଲି ବା ପରିବାର କୋର୍ଟ । ଅନୁଗୁଳ, ରାୟଗଡ, ବୌଦ୍ଧ ଓ ଜଗତସିଂହପୁରରେ ହେବ ନୂଆ ଫ୍ୟାମିଲି କୋର୍ଟ । ଚଳିତ ଆର୍ଥିକ…