fbpx
Browsing Category

Top Stories

୬୦ ମୃତ ବିଦେଶୀ ପକ୍ଷୀ ଜବତ, ୨ଶିକାରୀ ଗିରଫ

ଖୋର୍ଦ୍ଧା, ୧୫ା୧୨(ଓଡ଼ିଶା ଭାସ୍କର): ଶୀତଦିନେ ଚିଲିକାକୁ ପ୍ରାୟ ବିଦେଶୀ ପକ୍ଷୀ ଆସିଥାନ୍ତି । ଏନେଇ ପର୍ଯ୍ୟଟକମାନେ ଚିଲିକାକୁ ଏହି ସମୟରେ ବୁଲିବାକୁ ଆସିଥାନ୍ତି । କିନ୍ତୁ ଏହାରି ମଧ୍ୟରେ ଆଜି ୬୦ମୃତ ବିଦେଶୀ ପକ୍ଷୀ…

ବସ୍ ଦୁର୍ଘଟଣାରେ ୧୨ ମୃତ

ନେପାଳ, ୧୫ା୧୨: ନେପାଳର ସିନ୍ଧୁପାଳଚୋକ ଜିଲ୍ଲାରେ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ସେଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେହି ବସରେ ୪୦ଜଣ ଯାତ୍ରୀ…

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଅମିତ ଶାହାଙ୍କୁ ରକ୍ତରେ ଚିଠି

ନୂଆଦିଲ୍ଲୀ, ୧୫ା୧୨: ନିର୍ଭୟା ଦୋଷୀଙ୍କୁ ନିଜେ ଘାତକ ସାଜି ଫାଶୀ ଖୁଣ୍ଟରେ ଝୁଲାଇବାକୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ତରେ ଏହିପରି ଚିଠି ଲେଖିଛନ୍ତି ଅନ୍ତର୍ଜାତୀୟ…

ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ଫତେପୁର,୧୫ା୧୨: ହାଇଦ୍ରାବାଦରେ ଯୁବତୀଙ୍କୁ ଗଣଦୁର୍ଷ୍କମ କରିବା ପରେ ଅଭିଯୁକ୍ତମାନେ ଜିଅନ୍ତା ଜାଳିଦେଇଥିବା ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ମନରୁ ନଲିଭିବା ପୂର୍ବରୁ ଆଜି ଆଉ ଏକ ସେଭଳି ଘଟଣା ସାମ୍ନାକୁ ଆସିଛି ।…

ନାଗରିକତା ସଂଶୋଧନ ଆଇନକୁ ନେଇ ଆସାମର ୧୦ଜିଲ୍ଲାରେ ଇଣ୍ଟରନେଟ ବନ୍ଦ

ଆସାମ,୧୪ା୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆସାମରେ ହିଂସାକାଣ୍ଡ ଦେଖା ଦେଇଛି । ଏନେଇ ଆସାମର ୧୦ଜିଲ୍ଲାରେ ସୋମବାର ସକାଳ ଯାଏଁ ଇଣ୍ଟରନେଟ ସେବା ବନ୍ଦ ହୋଇଛି । ୧୦ଜିଲ୍ଲାଗୁଡ଼ିକ ହେଉଛି ଲକ୍ଷ୍ମୀପୁର, ତିନସୁକିଆ,…

ଯେତେ କାଢ଼ିଲେ ବି ସରୁନି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା!

ପାଟଣାଗଡ଼, ୧୪ା୧୨(ଓଡ଼ିଶା ଭାସ୍କର): ପାଟଣାଗଡ଼ ତେଣ୍ଡାପଦରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ସେଠାରେ ଆକାଉଣ୍ଟରେ ଟଙ୍କା ନଥାଇ ମଧ୍ୟ ଖାତାଧାରୀମାନେ ଲକ୍ଷ ଲକ୍ଷ ଟଙ୍କା ଉଠାଇଛନ୍ତି । ଏହି କାର୍ଯ୍ୟକ୍ରମ…

ଇକୋ ରିଟ୍ରିଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ୧୪ା୧୨(ଓଡ଼ିଶା ଭାସ୍କର): ଆଜି କୋଣାର୍କ ପୁରୀ ସ୍ଥିତ କୁଶଭଦ୍ରା ନଦୀ ମୁହାଣରେ ଭାରତର ପ୍ରଥମ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉଦଘାଟନ ହୋଇଛି । ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସଲମାନଙ୍କ ଘରେ ବୋମା ! ପୋଲିସକୁ ଚିଠି ଲେଖି ଯୁବକ କହିଲା-୨ ଘଣ୍ଟାରେ ଫାଟିବ

ମୁମ୍ବାଇ,୧୪ ।୧୨: ଜଣେ ୧୬ ବର୍ଷର ଯୁବକ ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଘରେ ବୋମା ଥିବାର ଦାବି କରୁଛି । ଗାଜିୟାବାଦରେ ରହୁଥିବା ସଲମାନଙ୍କ ଆପାର୍ଟମଣ୍ଟେରେ ବମ୍ ଲାଗିଛି ବୋଲି ଏହି ବାଳକ ବାନ୍ଦ୍ରା ପୋଲିସ ଷ୍ଟେସନରେ…

ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ମୃତ୍ୟୁ

କୋରାପୁଟ, ୧୪ା୧୨(ଓଡ଼ିଶା ଭାସ୍କର): କୋରାପୁଟ ପଟାଙ୍ଗୀରେ ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୃ ହୋଇଥିବା ସୂଚନା ମିଳିଛି । ସହକାରୀ କୃଷି ଅଧିକାରୀ ଗୌରହରି ବେହେରାଙ୍କ ମୃତ୍ୟୁ ହୋଇଛି । ନିଜ…

ରାଜନଗରରେ ୩ ମୃତ ଡଲଫିନ୍

କେନ୍ଦ୍ରପଡା,୧୪ ।୧୨(ଓଡିଶା ଭାସ୍କର): କେନ୍ଦ୍ରପଡା ରାଜନଗର ବେଳାଭୂମିରେ ଲାଗିଲେ ୩ ମୃତ ଡଲଫିନ୍ । ପେଣ୍ଠ ସମୁଦ୍ର ବେଳାଭୂମିରେ ମୃତ ଡଲଫିନଙ୍କୁ କାଉ, କୁକୁର ଝୁଣି ଖାଉଥିବାର ଦେଖିବାକୁ ମିଳିଛି । ତେବେ ଟ୍ରଲର…