Browsing Category
Top Stories
ମିଳୁନି ପଦୋନ୍ନତି, ବଢୁଛି ଅସନ୍ତୋଷ; ଜଳସେଚନ ବିଭାଗର ଗୁମର…
ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ୍ୟରେ ସବୁ ଠିକ୍ ଚାଲିଛି ବୋଲି ଡିଣ୍ଡିମ ପିଟା ଯାଉଛି । ହେଲେ କ୍ଷୁଦ୍ର ଜଳସେଚନ ବିଭାଗର ଗୁମର ଫିଟିବା ପରେ ଅସନ୍ତୋଷ ବଢ଼ି ଚାଲିଛି । ଅଭିଯୋଗ ହୋଇଛି ଯେ, କ୍ଷୁଦ୍ର ଜଳସେଚନ ବିଭାଗରେ…
ତୁର୍କୀରେ ଭୟଙ୍କର ନିଆଁ, ୬୦ ସ୍ଥାନରେ ବ୍ୟାପିଛି ଜଙ୍ଗଲି ନିଆଁ, ୪ ମୃତ
ନୂଆଦିଲ୍ଲୀ: ତୁର୍କୀର ଦକ୍ଷିଣ ଉପକୂଳରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧିପାଇଛି । ତୃତୀୟ ଦିନରେ ନିଆଁକୁ ଆୟତ୍ତ କରିବାକୁ ଯାଇ ଅଗ୍ନିଶମ କର୍ମଚାରୀ ପ୍ରାୟ ଏକ ଡଜନରୁ ଉଦ୍ଧ୍ୱର୍ ଗାଁ ଏବଂ କିଛି ହୋଟେଲକୁ…
ସ୍କ୍ରିନକୁ ଆସିଲା ସିଦ୍ଧାର୍ଥ ଓ କିଆରାଙ୍କ କ୍ୟୁଟ୍ କେମେଷ୍ଟ୍ରୀ, ରିଲିଜ୍ ହେଲା ‘ଶେରଶାହା’ର ପ୍ରଥମ ଟ୍ରାକ୍
ମୁମ୍ବାଇ: କାରଗିଲ୍ ଯୁଦ୍ଧ ହିରୋ ସହିଦ୍ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ "ଶେରଶାହା"ର ଗୀତ "ରାତା ଲମ୍ବିଆଁ"(ଜବବଗ୍ଧବବଦ୍ଭ ଖବଜ୍ଞଭସଚ୍ଚବଦ୍ଭ) ରିଲିଜ୍ ହୋଇଯାଇଛି । ଗୀତରେ କିଆରା ଆଡଭାନୀ…
ଅଗଷ୍ଟ ୧ରୁ ବଦଳିଯିବ ସବୁ ନିୟମ: ଏଟିଏମରେ ଏକ୍ସଟ୍ରା ଚାର୍ଜ ଓ KYC ନକଲେ ବନ୍ଦ ହୋଇଯିବ ଆକାଉଣ୍ଟ୍
ଓଡ଼ିଶା ଭାସ୍କର ବ୍ୟୁରୋ: ଅଗଷ୍ଟ ୧ ତାରିଖରୁ ବଦଳିବ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ । ଖାଲି ଏଟିଏମ୍ ରୁ ଟଙ୍କା ଉଠାଇବା ମହଙ୍ଗା ହେବ ନାହିଁ ବରଂ ସମୟ ପୂର୍ବରୁ ଯଦି KYC କରିବେନି ତାହେଲେ ଆପଣଙ୍କ ଆକାଉଣ୍ଟ୍ ବନ୍ଦ…
ଗୁଣ୍ଟୁର ମୃତକଙ୍କ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା
ଭୁବନେଶ୍ୱର(ଓଡିଶା ଭାସ୍କର): ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଥିବା ଏକ ମାଛ ଫ୍ୟାକ୍ଟ୍ରିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଣୁପୁରର ଛଅ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି…
ଦୁର୍ଘଟଣା କମିବା ପାଇଁ ନୂଆ ପ୍ଲାନ୍, ଜାଣନ୍ତୁ କଣ କରିବେ ସରକାର…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ଚଳାଇଛନ୍ତି ନୂଆ ଯୋଜନା । କେମିତି ବ୍ଲାକ୍ ସ୍ପଟ୍ ସବୁ ଚିହ୍ନଟ ହେବ ଓ ସେଠାରେ ଦୁର୍ଘଟଣାର କାରଣ ଖୋଜା ଯିବ । ସେହିପରି କଡ଼ାକଡ଼ି ଭାବେ ଚେକିଂକୁ…
ଦେଶର ୬୩ ଜିଲ୍ଲାରେ ନାହିଁ ବ୍ଲଡ୍ ବ୍ୟାଙ୍କ୍, ସଂସଦରେ ଏପରି କହିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଖାସ୍ କରି ଏହି ସମୟରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାରୀ ଓ ବେସରକାରୀ ସ୍ତରରେ ଅନେକ…
JIOର ଅଲ୍ ଇନ୍ ୱାନ୍ ପ୍ଲାନ୍ @ ମାତ୍ର ୭୫, ବୈଧତା …
ଓଡ଼ିଶା ଭାସ୍କର ବ୍ୟୁରୋ: ରିଲାଏନ୍ସ ଜିଓ ଏକ ନୂଆ ପ୍ଲାନ୍ ଲଞ୍ଚ୍ କରିଛି । ଅଲ୍ ଇନ୍ ୱାନ୍ ପ୍ଲାନ୍ କୁହାଯାଉଥିବା ଏହାର ଦାମ ମାତ୍ର ୭୫ ଟଙ୍କା । ୨୮ ଦିନର ବୈଧତାରେ ୩ ଜିବି ଡାଟା ଏବଂ ଅତିରିକ୍ତ ୨୦୦ ଏମବି ଡାଟା ମିଳିବ…
ହକି: ଜାପାନକୁ ହରାଇଲା ଭାରତ
ଟୋକିଓ ଅଲିମ୍ପିକ୍: ପୁରୁଷ ହକିରେ ଭାରତର ଦମଦାର୍ ବିଜୟ ହାସଲ କରିଛି । ଆୟୋଜନ ଜାପାନ୍ କୁ ୫-୩ ଗୋଲ୍ ରେ ହରାଇଛି ଭାରତ । ଭାରତୀୟ ପୁରୁଷ ହକି ଟିମ୍ ଅଗଷ୍ଟ ୧ ତାରିଖରେ କ୍ୱାଟର୍ ଫାଇନାଲ୍ ଖେଳିବ । ଜାପାନ ଟିମ୍ ଆଗରେ…
ପିଏସଙ୍କ ଘରୁ ମିଳିଲା ନଗଦ ୨୫ ଲକ୍ଷ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ସଦସ୍ୟଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣାରେ ଏବେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ଘର ରେଡ୍ ବେଳେ ମିଳିଲା ନଗଦ ୨୫ ଲକ୍ଷ ଟଙ୍କା । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ…