fbpx
Browsing Category

Top Stories

୩ ଫୁଟର ବରକୁ ୪ଫୁଟର କନିଆ

ଲକ୍-ଡାଉନରେ କେଉଁଠାରେ ବିବାହ ଘୁଞ୍ଚିଯାଉଛି ତ ଆଉ କେଉଁଠାରେ କିଛି ଅଲଗା ଉପାୟରେ ବିବାହ ହୋଇ ଚର୍ଚ୍ଚା ପରିସରକୁ ଆସୁଛି । ସେହିପରି ମହାରାଷ୍ଟ୍ରରେ ଏପରି ଏକ ଅଦ୍ଭୁଦ ବିବାହ ଦେଖିବାକୁ ମିଳିଛି ଯାହାକି ଏବେ ଚର୍ଚ୍ଚାର…

ବିଶ୍ୱକର୍ମାଙ୍କର ହେବ କରୋନା ଟେଷ୍ଟ

ପୁରୀ, ୮ା୫(ଓଡ଼ିଶା ଭାସ୍କର): ରଥ ନିର୍ମାଣ କରୁଥିବା ବିଶ୍ୱକର୍ମାଙ୍କର କରୋନା ଟେଷ୍ଟ କରାଯିବ । ୨୦୦ଫୁଟ୍ ନିଷିଧାଞ୍ଚଳ ଭିତରେ ରଥକାମ ହେବ । ୧୫୦ରୁ ଅଧିକ ବିଶ୍ୱକର୍ମୀ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ ।…

ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଗୁଳି କରି ହତ୍ୟା, ASI ଗିରଫ

ଅନ୍ତର୍ଜାତୀୟ କବାଡି ଖେଳାଳୀ ଅରବିନ୍ଦରଜିତ୍ ସିଂହ ପଡ୍ଡା ଓରଫ୍ ପହଲୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଅରବିନ୍ଦରଙ୍କ ଜଣେ ସାଙ୍ଗ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାଟି…

କେନ୍ଦ୍ରର ଗ୍ରୀନ ସିଗନାଲ ପରେ ବି, ରାଜ୍ୟ ସରକାରଙ୍କ ମର୍ଜିରେ ହେବ ମଦ ବିକ୍ରି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୮ା୫: କରୋନା ସତର୍କତା ନେଇ ଦେଶ ରାଜ୍ୟ ଲକ୍ ଡାଉନ ରହିବାରୁ ଅର୍ଥନୀତି ଉପରେ ବେଶ ପ୍ରଭାବ ପକାଇଛି । ଲକ୍ ଡାଉନ ୩.୦ରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଗ୍ରୀନ ସିଗନାଲ ଦେଇଥିଲେ । କିଛି ରାଜ୍ୟରେ ମଦ…

ଏସବିଆଇ ପକ୍ଷରୁ ଆଉ ଏକ ଖୁସିଖବର

ଲକ-ଡାଉନ ମଧ୍ୟରେ ନିଜ ଗ୍ରାହକମାନଙ୍କୁ ଆଉ ଏକ ଖୁସି ଖବର ଆଣିଦେଇଛି ଏସବିଆଇ । ବର୍ତ୍ତମାନର ସୁଧହାରକୁ ପୁଣି ଥରେ ହ୍ରାସ କରିବାକୁ ଏସବିଆଇ ନିଷ୍ପତ୍ତି ନେଇଛି, ଯାହାର ନୂଆ ହାର ମେ ୧୦ ତାରିଖରୁ ଲାଗୁ ହେବ । ଷ୍ଟେଟ୍…

କେନ୍ଦ୍ରରୁ ଅନୁମତି ମିଳିବା ପରେ ଆରମ୍ଭ ହୋଇଛି ରଥକାମ: ଆଇନମନ୍ତ୍ରୀ

ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ପୁରୀରେ ଆଜିଠାରୁ ରଥକାମ ନିର୍ମାଣ ଆରମ୍ଭ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରର ଅନୁମତି ମିଳିବା ପରେ ରଥକାମ ଚାଲିଛି ।…