fbpx
Browsing Category

Top Stories

ରାଜ୍ୟର ଗ୍ରୀନ୍ ଜୋନରେ ଚାଲିବନି ବସ୍

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀନ୍ ଜୋନରେ ହେବନି ବସ୍ ଚଳାଚଳ । ଏନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ…

ହନ୍ଦୱାଡା ଏନକାଉଣ୍ଟର ସ୍ଥାନରେ ବିସ୍ଫୋରଣ, ୭ ଗୁରୁତର ଆହତ

ଶ୍ରୀନଗର,୩ ।୫: ଜମ୍ମୁ-କାଶ୍ମୀରର ହନ୍ଦୱାଡା ରାଜୱାର ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ସ୍ଥାନରେ ବିସ୍ଫୋରଣ ଘଟିଛି । ଏଥିରେ ପାଖାପାଖୀ ୭ ନାଗରିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ତୁରନ୍ତ ସ୍ଥାନୀୟ…

ଗୋଟିଏ ଶୌଚାଳୟରୁ ୪୧ ଜଣଙ୍କୁ କରୋନା !

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦକ୍ଷିଣ ପଶ୍ଚିମ ଦିଲ୍ଲୀର କାପସହେଡା ଅଞ୍ଚଳରେ ଥିବା ଗୋଟିଏ ବିଲ୍ଡିଂର ୪୧ ଜଣ କରୋନାରେ ଚିହ୍ନଟ ହୋଇଥିଲେ । କାପସହେଡ ଅଞ୍ଚଳର ‘ଠେକେ ୱାଲି…

କ୍ୱାରେଣ୍ଟାଇନରୁ ଫେରାର ହେଲେ ଗିରଫ କରାଯିବ

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ…

କେନ୍ଦୁଝରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଉଜଣେ କରୋନା ଆନ୍ତ୍ରାନ୍ତ ଚିହ୍ନଟ ହୋଇଛି । ଆକ୍ରାନ୍ତ ଜଣକ କେନ୍ଦୁଝରର ହୋଇଥିବା ସୂଚନା ମିଳିଛି । ଏହି କ୍ରମରେ କେନ୍ଦଝରରେ ପଜିଟିଭଙ୍କ ସଂଖ୍ୟା ୨କୁ ଓ ରାଜ୍ୟରେ ୧୬୨କୁ…

ବାଲେଶ୍ୱରରେ ଆଉ ଜଣେ କରୋନା ଚିହ୍ନଟ

ବାଲେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ପୁଣି ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ଜଣକ ବାଲେଶ୍ୱରର ହୋଇଥିବା ସୂଚନା ମିଳିଛି । ୩୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ଜଣାପଡିଛି…