fbpx
Browsing Category

Top Stories

ଆସିଲା ୫ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସମ୍ପର୍କିତ ସମସ୍ତ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର ।…

ଶରୀରରେ ଲାଲ୍ ରଙ୍ଗର ଚିହ୍ନ ଛାଡୁଛି କରୋନା

ସମଗ୍ର ବିଶ୍ୱରେ ୩୪ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ମାମଲା ସାମନାକୁ ଆସିଥିବା ବେଳେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହାରି ମଧ୍ୟରେ କରୋନାର ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳୁଛି । କରୋନାର ଖରାପ…

କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଲେ ୧୫୦ ସୁରତ ଫେରନ୍ତା

ଗଞ୍ଜାମ,୩ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତ ବଢିଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର କ୍ୱାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଛନ୍ତି ସୁରତ ଫେରନ୍ତା । ୨ଟି ସ୍କୁଲରେ କ୍ୱାରେଣ୍ଟାଇନରେ ଥିବା ୧୫୦ରୁ ଅଧିକ ଜଣ…

ଏଣିକି ବସ୍ ରୁଟରେ ହେବ ପରିବର୍ତ୍ତନ

ଭୁୁବନେଶ୍ୱର,୩ ।୫(ଓଡିଶା ଭାସ୍କର): କରୋନା ପାଇଁ ବାହାରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇଆଣିବାରେ ଲାଗିଛନ୍ତି ସରକାର । କିନ୍ତୁ ଲଗାତାର ୨ଥର ଦୁର୍ଘଟଣା ଘଟିବାରୁ ବସ୍ ରୁଟ୍ ପରିବର୍ତ୍ତନ କରିବାକୁ କହିଛନ୍ତି…

କଳିଙ୍ଗ ଘାଟିରେ ପୁଣି ଓଲଟିଲା ବସ

ବାଲିଗୁଡା ,୩/୫(ଓଡିଶା ଭାସ୍କର): କଳିଙ୍ଗ ଘାଟିରେ ପୁଣି ବସ ଦୁର୍ଘଟଣା। ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଗଞ୍ଜାମ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସେଥିରେ ସୁୁୁରତରୁ ପ୍ରବାସୀ ଓଡିଆମାନେ ଫେରୁଥିଲେ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ  ଜଣକ ଝାରସୁଗୁଡା ଜିଲ୍ଲା ର ବୋଲି…