fbpx
Browsing Category

Top Stories

IAS ରାଜେଶ ବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଙ୍କଟ ଚାଲିଥିବା ବେଳେ ଓଡିଶା କ୍ୟାଡର ଆଇଏଏସ ଅଧିକାରୀ ରାଜେଶ ବର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି । କେନ୍ଦ୍ର କର୍ପୋରେଟ ବ୍ୟାପାର ସଚିବ ଭାବେ ତାଙ୍କୁ ଦାୟିତ୍ୱ…

ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୬ ।୪: ସାରା ଦେଶରେ କରୋନା ନିଜର କାୟା ମେଲାଉଥିବା ବେଳେ ଲୋକଙ୍କୁ ସଚେତନ କରିବାକୁ ନେତା, ମନ୍ତ୍ରୀ, ପୋଲିସ କର୍ମୀମାନେ ବିଭିନ୍ନ କାମ କରୁଛନ୍ତି । ଏହାରି ମଧ୍ୟରେ ଆଜି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ…

ମହାରାଷ୍ଟ୍ରରୁ ଫେରିବେ ଓଡିଆ ଶ୍ରମିକ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ନବୀନ

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ…

ଓଡିଶାକୁ ନାହିଁ ବାତ୍ୟାର ଡର

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ଚଳିତ ମାସ ୨୯ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶାକୁ ବାତ୍ୟାର କୌଣସି ଭୟ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ରାଜ୍ୟର ଆଉ ଜଣେ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): କରୋନା ଭାଇରସରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ରାଜ୍ୟର ଆଉ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରର ସମ୍ପୃକ୍ତ ବ୍ୟକ୍ତି ଏମ୍ସରେ ଚିକିତ୍ସିତ ହେଉଥିଲେ…

ଓଡିଶାରେ ପହଞ୍ଚିଲେ ଜଷ୍ଟିସ୍ ମହମ୍ମଦ ରଫିକ୍

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ଓଡିଶାରେ ପହଞ୍ଚିଛନ୍ତି ଜଷ୍ଟିସ୍ ମହମ୍ମଦ ରଫିକ୍ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଆସନ୍ତାକାଲି ଶପଥ ନେବେ । ଭୁବନେଶ୍ୱର ବିମାନବନ୍ଦରରେ ଜଷ୍ଟିସ୍ ରଫିକଙ୍କୁ…