fbpx
Browsing Category

Top Stories

ଅଖିମୁଠି ଅନୁକୂଳ କଲେ ଅରୁଣ ସାହୁ

ନୟାଗଡ,୨୬ ।୪(ଓଡିଶା ଭାସ୍କର): ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିର ଆଜିର ଦିନରେ କୃଷକମାନେ ସେମାନଙ୍କ ଜମିରେ ଅଖିୁମଠି ଅନୁକୂଳ କରି କୃଷି କାର୍ଯ୍ୟ ଆରମ୍ଭ କରିଥାନ୍ତି ।…

ରାଉରକେଲାର ନାଲା ସହ ଦଶରଥପୁରର ୪ ଗାଁ ହେଲା କଣ୍ଟେନମେଣ୍ଟ ଜୋନ୍

ରାଉରକେଲା,୨୬ ।୪(ଓଡିଶା ଭାସ୍କର): କରୋନା ପାଇଁ ରାଉରକେଲାରର ନାଲା ରୋଡ୍ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ନାଲା ରୋଡକୁ ସଂଯୋଗ…

ଭଦ୍ରକର ଫେରିଘାଟ ସମ୍ପୂର୍ଣ୍ଣ ସଟ୍-ଡାଉନ୍

ଭଦ୍ରକ,୨୬ ।୪(ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟର ୩ଟି ଜିଲ୍ଲା ଯଥା-ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଲାଗୁ ହୋଇଥିବା ୬୦ ଘଣ୍ଟିଆ ସଟ୍-ଡାଉନ୍ ଆଜି ହଟାଯାଇଛି । କିନ୍ତୁ ଏହାରି ମଧ୍ୟରେ ଭଦ୍ରକରେ ଥିବା ଫେରିଘାଟକୁ…

ବସରେ ସୁରକ୍ଷିତ ଭାବେ ଫେରିବେ ପ୍ରବାସୀ ଓଡିଆ ଶ୍ରମିକ

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର) : ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିସାରିଛନ୍ତି । ଏହି…

ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ଚେନ୍ନାଇ ଉପକୂଳରୁ ଡଙ୍ଗାରେ ଶ୍ରମିକମାନେ ଲୁଚି ଲୁଚି ଗଞ୍ଜାମ ଫେରିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।…

କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି ଜନତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶକୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ‘ଭାରତରେ କରୋନା ବିରୋଧରେ ଦେଶବାସୀ ଲଢୁଛନ୍ତି । ଭାଇରସ…