fbpx
Browsing Category

Top Stories

ସମୁଦ୍ର ରାସ୍ତାରେ ଆସୁଛନ୍ତି ଓଡିଆ

ଭୁବନେଶ୍ୱର,୨୫ ।୪(ଓଡିଶା ଭାସ୍କର): ସମୁଦ୍ର ପଥରେ ୩୮ ଜଣ ଲୋକ ଲୁଚି ଲୁଚି ଡଙ୍ଗାରେ ଓଡିଶାକୁ ଫେରୁଛନ୍ତି । ଡଙ୍ଗାଟି ଆନ୍ଧ୍ରପଦେଶର ଶ୍ରୀକାକୁଳମ ଉପକୂଳ ଅତିକ୍ରମ କରିସାରିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଗଞ୍ଜାମର…

ଆସିଲା ୮୪ ଠାରୁ ୯୦ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): ଆଜି କରୋନାରେ ଆକ୍ରାନ୍ତ ଥିବା ୭ଜଣଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୮୪,୮୫,୮୬,୮୭,୮୮,୮୯ ଓ ୯୦ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରୁ…

ପଞ୍ଜିକରଣ ପାଇଁ ଆଧାରକାର୍ଡ଼ ଓ ଫୋନ ନମ୍ବର ଆବଶ୍ୟକ: ବାଗଚୀ

ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନାକୁ ହରେଇବାକୁ ହେଲେ ସମ୍ପୂର୍ଣ୍ଣ ସରକାର ଓ ସମାଜ ସମନ୍ୱୟ ହେବାକୁ ପଡ଼ିବ । ଏହାସହ…

ରାଜ୍ୟ ଭିତରେ ଶ୍ରମିକଙ୍କ ଗମନାଗମନକୁ ମିଳିଲା ଅନୁମତି

ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ଦୃଷ୍ଟିରୁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହି ଲକ୍ ଡାଉନ ପାଇଁ ଶ୍ରମିକମାନେ ହଇରାଣ ହେଉଥିଲେ । କିନ୍ତୁ ଆଜି ରାଜ୍ୟରେ ଜିଲ୍ଲା-ଜିଲ୍ଲା ଭିତରେ ଶ୍ରମିକଙ୍କ…

ପରଲୋକରେ ଅଭିନେତା ଇରଫାନ ଖାନଙ୍କ ମା’

ବଲିଉଡର ଜଣାଶୁଣା ଅଭିନେତା ଇରଫାନ୍ ଖାନଙ୍କ ମା ସଇଦା ବେଗମଙ୍କର ଆଜି ଦେହାନ୍ତ ଘଟିଛି । ୮୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେହାନ୍ତକୁ ନେଇ ତାଙ୍କ ସାନ ପୁଅ ସଲମାନ କହିଛନ୍ତି ଯେ, କିଛି ଦିନ ଧରି…

କରୋନାକୁ ନେଇ CRPFର ବଢିଲା ଚିନ୍ତା: ଜଣେ SI ସମେତ ୯ ଯବାନ ପଜିଟିଭ୍

କରୋନା ଭାଇରସକୁ ନେଇ ଦେଶର ସବୁଠାରୁ ବଡ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ବା ସିଆରପିଏଫର ଚିନ୍ତା ବଢିଯାଇଛି । ଅନେକ ସ୍ଥାନରେ ଡ୍ୟୁଟିରେ ଥିବା ଯବାନ ଓ ଅଧିକାରୀମାନେ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ୩ ଦିନ…

କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବେ ଶପଥ ନେଲେ ସଞ୍ଜୟ କୋଠାରି

ନୂଆଦିଲ୍ଲୀ, ୨୫ା୪: ଆଜି ରାଷ୍ଟ୍ରପତି ଭବନରେ ୧୦୩୦ ଘଣ୍ଟାର ଆୟୋଜିତ ଏକ ସମାରୋହରେ ସଞ୍ଜୟ କୋଠାରି କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ…

କେନ୍ଦ୍ର ନିର୍ଦ୍ଦେଶରେ ରାଜ୍ୟର ସହମତି, ୫୦ପ୍ରତିଶତ କର୍ମଚାରୀରେ ଖୋଲିବ ଦୋକାନ

ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): ଦୋକାନ ଖୋଲିବା ନେଇ ରାଜ୍ୟ ସରକାର କିଛି ସର୍ତ୍ତ ରଖିଛନ୍ତି । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ପୌରାଞ୍ଚଳ ଓ ଜିଲ୍ଲା ସ୍ତରରେ ପଞ୍ଜିକୃତ ହୋଇଥିବା ଦୋକାନ ଖୋଲିବ । ସପ୍…

ଶ୍ରୀମନ୍ଦିର ଭିତରେ ୨ଟି ଜଳକୁଣ୍ଡରେ ହେବ ଚନ୍ଦନଯାତ୍ରା

ପୁରୀ, ୨୫ା୪(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ନୀତିକାନ୍ତି ନେଇ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପଞ୍ଚ ମହାଦେବ କମିଟି ସହ ଚାଲିଥିବା ବୈଠକ ବର୍ତ୍ତମାନ ଶେଷ ହୋଇଛି । ଆସନ୍ତାକାଲି ସୂଚାରୁ ରୂପେ ନୀତିକାନ୍ତି କରିବାକୁ…

ରହସ୍ୟରେ ରହିଛି କିମ ଜୋଙ୍ଗଙ୍କ ରୋଗ, ଚୀନରୁ ଉତ୍ତର କୋରିଆ ପଠାଗଲା ଡାକ୍ତରୀ ଟିମ୍

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗଙ୍କ ରୋଗ ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଚୀନରୁ ଉତ୍ତର କୋରିଆକୁ ଏକ ଡାକ୍ତରୀ ଟିମ୍ ପଠାଯିବା ନେଇ ଏବେ ଚର୍ଚ୍ଚା ଜୋର…