fbpx
Browsing Category

Top Stories

ପୁଲେଲା ଗୋପିଚାନ୍ଦଙ୍କ ବ୍ୟାଡମିଣ୍ଟନ କୋଚିଂ କ୍ଳାସରେ ଚାଲିଲା ପର୍ଣ୍ଣ ଫିଲ୍ମ !

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଭାରତୀୟ ବ୍ୟାଡମିଣ୍ଟନ ଜଗତରେ ପୁଲେଲା ଗୋପିଚାନ୍ଦଙ୍କ ନା ସମ୍ମାନର ସହ ନିଆଯାଏ । ନିଜେ ଜଣେ ସଫଳ ବ୍ୟାଡମିଣ୍ଟନ ଖେଳାଳୀ ହେବା ସହ ପି ଭି ସାନ୍ଧୁ ,ସାଇନା ନେହୱାଲଙ୍କ ଭଳି ଅନେକ…

ମାଛଧରୁଥିବା ବେଳେ ତଣ୍ଟିରେ ଲାଗିଲା ମାଛ,ମରୁ ମରୁ ରହିଲା ଜୀବନ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):ମାଛ ଧରିବା ସଉକ ହୋଇଥାନ୍ତା କାଳ । ଅଳ୍ପକେ ବଂଚିଲା ଜୀବନ ।କେରଳରରେ ଘଟିଛି ଏଭଳି ଘଟଣା । ୬୦ ବର୍ଷର ବ୍ୟକ୍ତି ଜଣକ ପାଣିରେ ପଶି ମାଛଧରୁଥିଲେ । ଜାଲରେ ପଡିଲା ଏକ ପର୍ଲ ମାଛ…

ଆଜିଠୁ ଖୋଲିବ ସବୁ ଦୋକାନ,ମଲ ଓ ସପିଂ କମ୍ପେ୍ଳକ୍ସକୁ ନାହିଁ ଅନୁମତି

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):କରୋନା ନେଇ ସାରା ଦେଶରେ କଟକଣା । ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା ।…

ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):ତାଣ୍ଡବ ରଚିଲା କାଳବୈଶାଖୀ। ଗୋଟେପଟେ କରୋନା ସଂକ୍ରମଣକୁ ନେଇ ଆତଙ୍କ ଅନ୍ୟପଟେ କାଳବୈଶାଖୀର ତାଣ୍ଡବ। ଆଜି ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ…

ମେ ରେ ଆସୁଛି ବାତ୍ୟା !

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଓଡିଶା ଉପରେ ଏବେ ଆଉ ଏକ ବାତ୍ୟାର କଳାବାଦଳ । ଗତ ବର୍ଷ ଠିକ ଏହି ମେ ମାସରେ ବାତ୍ୟା ଫନି ରାଜ୍ୟରେ ରଚିଥିଲା ତାଣ୍ଡବ । କରିଥିଲା ବ୍ୟାପକ କ୍ଷୟକ୍ଷତି । ମାସ ମାସ ଧରି…

ମନବୋଧ ହୋଇନି,ଆଜିବି ପ୍ରବଳ ବର୍ଷିବ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଗତକାଲି ସରା ରାଜ୍ୟରେ ତାଣ୍ଡବ କରିଛି କାଳବୈଶାଖୀ । ଏତିକିରେ ସରିନି । ଆଜି ଦିନ ତମାମ ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ।ରାଜ୍ୟ ସାରା ତୁହାକୁ ତୁହା ବର୍ଷା ସାଙ୍ଗକୁ…

ସୁନା ୧୦ ଗ୍ରାମକୁ ୮୨,୦୦୦ ଟଙ୍କା

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ସୁନା ୧୦ ଗ୍ରାମକୁ ୮୨,୦୦୦ ଟଙ୍କା । ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ ସ୍ୱଭାବିକ । କିନ୍ତ୍ୁ ଏହା ସତ । ଯଦିଓ ଏବେ ଏହା ଦର ୪୫ ହଜାର ପାଖାପାଖି ରହିଛି କିନ୍ତୁ ଆସନ୍ତା ବର୍ଷେରୁ…

ରମଜାନ ମାସ ଅରମ୍ଭ ,ସାମୂହିକ ନମାଜ ପାଠ ଉପରେ ଅଙ୍କୁଶ ,ଦୂରରୁ ଜଣାଇବେ ଇଦ ମୁବାରକ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଆଜିଠୁ ଆରମ୍ଭ ହେଲା ଇସଲାମୀୟ ଧର୍ମ ମାସ ରମଜାନ । ଇସଲାମୀୟ ମାନଙ୍କ ମଧ୍ୟରେ ଏହାର ଯଥେଷ୍ଠ ଗୁରୁତ୍ୱ ରହିଛି । ଗତ କାଲି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବା ଓ ବାଦଲ…

ପୁରୀ ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟତୃତୀୟା ନୀତି

ପୁରୀ, ୨୪ା୪(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ । ସରକାରୀ ନିୟମ ପାଳନ କରି ଅନୁଷ୍ଠିତ ହେବ ଚନ୍ଦନଯାତ୍ରା  । ଏହାସହ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ୨୧ଦିନିଆ…

ମୁଖ୍ୟମନ୍ତ୍ରୀଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର,୨୪ ।୪(ଓଡିଶା ଭାସ୍କର): ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ଜାତୀୟ ପଞ୍ଚାୟତିରାଜ ଦିବସରେ  ଇଂରାଜୀ ଦୈନିକରେ ନିବନ୍ଧ ଲେଖି ମତ ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ସେହି ନିବନ୍ଧରେ ମୁଖ୍ୟମନ୍ତ୍ରୀ…