Browsing Category

Top Stories

ଟିକା ନନେଲେ ଚାକିରି ନାହିଁ: ଏମିତି ନିୟମ ଆଣିଲା ଏହି ଦେଶ

ନୂଆଦିଲ୍ଳୀ: କରୋନା ଭାଇରସକୁ ନିୟନ୍ତ୍ରଣ କରିବା ସମସ୍ତ ଦେଶ ପାଇଁ ଅତ୍ୟନ୍ତ କଷ୍ଟକର ବିଷୟ ପାଲଟିଛି । ଏପରି ପରସ୍ଥିତିରେ ଟିକାକରଣକୁ ଏକମାତ୍ର ବିକଳ୍ପ ଭାବରେ ଗ୍ରହଣ କରାଯାଇଛି । ତେବେ କିଛି ଲୋକଙ୍କ ମନରେ କରୋନା…

ଖୁସିଖବର: ୫ ଦିନରେ ଶରୀରରୁ କରୋନା ସଂକ୍ରମଣକୁ ସମାପ୍ତ କରିଦେବ ‘ମୋଲନୁପିରାଭିର’ ଔଷଧ !

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କରୋନା ଭାଇରସର ଔଷଧ ମୋଲନୁପିରାଭିରକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଛି Hetero…

ଏହି କାରଣରୁ ଇସ୍ତଫା ଦେଇଥିଲେ ହର୍ଷବର୍ଦ୍ଧନ, ରବିଶଙ୍କର ସମେତ ଅନ୍ୟ ମନ୍ତ୍ରୀ! କାରଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ପୁର୍ନଗଠନକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଶେଷ କରି ମନ୍ତ୍ରିମଣ୍ଡଳରୁ କିଛି ବରିଷ୍ଠ ନେତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ସରକାରୀ ମାଡାମ୍ ଙ୍କ ନାଚିବା ନିଶା, ମାନିଲେନି ନିୟମ

ମାଲକାନଗିରି(ଓଡ଼ିଶା ଭାସ୍କର): ପୁଣି ଜଣେ ସରକାରୀ ମାଡାମ୍ ଙ୍କ ଡ୍ୟାନ୍ସିଂ ଭିଡିଓ ଭାଇରାଲ୍ ହୋଇଛି । ମାଡାମ୍ ଜଣଙ୍କ ସବୁ ନିୟମକୁ ଫୁ’ କରି ନାଚ ନିଶାରେ ମସଗୁଲ ରହିଥିବା ଦେଖାଯାଉଛି । କାହାରି ମୁହଁରେ ନାହିଁ ମାସ୍କ,…

ସକାଳୁ ଉଠିଲେ ଭୁଲିଗଲେ ଜୀବନର ୨୦ ବର୍ଷ, ନା ପତ୍ନୀଙ୍କୁ ଚିହ୍ନିପାରିଲେ ନା ପୁଅକୁ

ନୂଆଦିଲ୍ଲୀ: ସକାଳୁ ଉଠୁ ଉଠୁ ଜଣେ ଯୁବକ ନିଜ ଜୀବନର ୨୦ ବର୍ଷ ଭୁଲିଯାଇଛନ୍ତି । ତାଙ୍କୁ ଲାଗୁଛି ଯେ, ସେ ବର୍ତ୍ତମାନ ୧୯୯୦ ଦଶକରେ ରହିଛନ୍ତି । ଯୁବକ ଜଣକ ୩୬ ବର୍ଷର ହୋଇଥିବା ବେଳେ ତା ସହିତ ଏପରି କିଛି ଘଟଣା…

କାହାଣୀ ମଧ୍ୟକୁ ଏଣ୍ଟ୍ରି କଲେ ପ୍ରିୟଦର୍ଶିନୀଙ୍କ ଆଉ ଜଣେ ବୟଫ୍ରେଣ୍ଡ, ପୋଲିସକୁ ମିଳିଲା ପ୍ରମାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ଭୀମଟାଙ୍ଗୀର ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କି ମର୍ଡର କେସରେ ଏକ ନୂଆ ଟ୍ୱିଷ୍ଟ ସାମନାକୁ ଆସିଛି । ରିଙ୍କିଙ୍କର କୁଆଡ଼େ ଆଉ ଜଣେ ଯୁବକଙ୍କ ସହ ସହ…

ଏହି ଦିନ Amazon Prime Day Sale ଆରମ୍ଭ, ବମ୍ପର ଡିସକାଉଣ୍ଟର ସହ ମିଳିବ କ୍ୟାସବ୍ୟାକ

ନୂଆଦିଲ୍ଲୀ: ଯଦି ଆପଣ ଅନଲାଇନ୍ ସପିଂ କରୁଛନ୍ତି, ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ ରହିଛି । ତେବେ Amazon Prime Day Sale ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ କମ୍ପାନୀ ଏହି ସେଲ ଆୟୋଜନ କରୁଥିବା ବେଳେ ୨୦୨୧…

ଅସାମାନ୍ୟ ତାପମାତ୍ରା କାରଣରୁ ଦେଶରେ ପ୍ରତିବର୍ଷ ହେଉଛି ୭ ଲକ୍ଷରୁ ଅଧିକ ମୃତ୍ୟୁ, ଥଣ୍ଡାରେ ଯାଇଛି ଅଧିକ ପ୍ରାଣ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ପାଖାପାଖି ୭ଲକ୍ଷ ୪୦ ହଜାର ଲୋକ ଜଳବାୟୁ ପରିବର୍ତ୍ତନର ଅସାମାନ୍ୟ ତାପମାତ୍ରା କାରଣରୁ ପ୍ରାଣ ହରାନ୍ତି । ଲାନସେଣ୍ଟ ପ୍ଲାନେଟେରୀ ହେଲଥ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏନେଇ…

କାଳିଆ ‘କଳା’ରେ ସମର୍ପିତା ପ୍ରିୟଙ୍କା, ଚିତ୍ର କହୁଛି କଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମ ଅନନ୍ୟ ଆଉ ଅସରନ୍ତି । ଅଦୃଶ୍ୟ କିନ୍ତୁ ଭାବମୟ । କେତେବେଳେ, କାହା ସହ, କେଉଁଠି, କିପରି ହୁଏ ତାହା କେହି ଜାଣେନା । ଆଉ ସେଇ ପ୍ରେମ ପାଇଁ ସବୁରି ହୃଦୟରେ ଅନେକ ଆଶା । କିନ୍ତୁ…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ(ଓଡ଼ିଶା ଭାସ୍କର): ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ…