Browsing Category

Top Stories

ଚୀନ ସୀମାକୁ ସଂଯୋଗ କରୁଥିବା ଚାରିଟି ସେତୁକୁ ଆଜି ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଲଦାଖକୁ ତିନି ଦିନିଆ ଗସ୍ତରେ ଯାଇଥିଲେ । ଗତକାଲି ସେଠାରେ ପହଞ୍ଚି ଜମ୍ମୁ-କଶ୍ମୀରରେ ହୋଇଥିବା ବିସ୍ଫୋରଣ ଏବଂ ଚୀନର ଗତିବିଧି ସମ୍ପର୍କରେ ଆଳେଶଚନା କରିଥିଲେ ।…

୧୦ ଜିଲ୍ଲାରେ ୬୦୦ ସିଟ୍ ର ନର୍ସିଂହୋମ୍ କଲେଜ

ଭୁବନେଶ୍ୱର: ରାଜ୍ୟର ୧୦ ଟି ଜିଲ୍ଲାରେ ୬୦୦ ସିଟ୍ ବିଶିଷ୍ଟ ନର୍ସିଂହୋମ୍ କଲେଜ୍ ସ୍ଥାପନ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ମୟୁରଭଞ୍ଜ, ବାଲେଶ୍ୱର, କୋରାପୁଟ, ବଲାଙ୍ଗୀର,…

ଆସିଲା ଖୁସି ଖବର, ଶସ୍ତା ହୋଇଗଲା ଖାଇବା ତେଲ, ଜାଣନ୍ତୁ କାହାର ଦାମ୍ କେତେ

ନୂଆଦିଲ୍ଲୀ: କରୋନା ସମୟରେ ଖାଇବା ତେଲର ବର୍ଦ୍ଧିତ ମୂଲ୍ୟକୁ ନେଇ ଜନସାଧାରଣ ଚିନ୍ତିତ ଥିବା ବେଳେ ଏବେ ସେଥିରେ ବିରାମ ଲାଗିଛି । ସୋରିଷ ତେଲ ସହ ଅନ୍ୟ ସମସ୍ତ ଖାଇବା ତେଲର ଦାମ୍ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ…

କରୋନା ଭ୍ୟାକ୍ସିନରେ ଭଲ ହେଉଛି ପାରାଲିସିସ୍, ଏକ ଘଣ୍ଟାରେ ରୋଗୀ ସୁସ୍ଥ ହେଉଛି ବୋଲି ଦାବି କଲେ ଯୁବକ

ନୂଆଦିଲ୍ଲୀ: ଦେଶରେ ଲୋକମାନେ କରୋନାର ତୃତୀୟ ଲହର ଓ ନୂଆ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଥିବା ବେଳେ ଏକ ଚମତ୍କାର ଘଟଣା ସାମନାକୁ ଆସିଛି । କରୋନା ଟିକା ପକ୍ଷାଘାତ ରୋଗ ଭଲ କରିଦେଉଥିବା ନେଇ ମଧ୍ୟପ୍ରଦେଶର ଜଣେ ଯୁବକ…

ଏୟାରବେସ୍ ଆକ୍ରମଣର ଡ୍ରୋନ୍ ଅପରେଟ୍ ହେଉଥିଲା ଜମ୍ମୁରୁ, ସହଯୋଗ କରିଥିଲା ଚୀନ, ଜାଣନ୍ତୁ ସବିଶେଷ ବିବରଣୀ

ନୂଆଦିଲ୍ଲୀ: ଜମ୍ମୁ ଏୟାରବେସ୍ ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ପରେ ବର୍ତ୍ତମାନ ଯାଞ୍ଚ ଜାରି ରହିଛି । ତେବେ ଏହି ଆକ୍ରମଣ ପଛରେ ଚୀନର ହାତ ଥିବା ସନ୍ଦେହ କରାଯାଉଛି । ମାତ୍ର ୫ ମିନିଟ ମଧ୍ୟରେ ଦୁଇଟି ବଡ଼ଧରଣର…

ପୂର୍ବତନ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା, ଘରେ ପଶି ଆତଙ୍କବାଦୀଙ୍କ ତାଣ୍ଡବ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତାର ସୀମା ଟପିଛି । ପୁଲୱାମା ଜିଲ୍ଲାର ହରିପରିଗାମ ଗ୍ରାମର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ପଶି ଆତଙ୍କରାଜ ରଚିଛନ୍ତି ଆତଙ୍କବାଦୀ । ଏହି ହମଲାରେ ପୂର୍ବତନ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୩୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୩୮ ହଜାର ୮୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୮ ଲକ୍ଷ ୬୨…

ଆଜି ରାଜ୍ୟରେ ୩୩୧୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ…

ଆଜି ପୁଣି ୪୩ କରୋନା ରୋଗୀଙ୍କ ପ୍ରାଣହାନୀ, ମୃତ୍ୟୁକୁ ନେଇ କାହାର ଚିନ୍ତା ନାହିଁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ବ୍ୟାରିକେଡ୍‌ ଭାଙ୍ଗି ଲୁଟିନେଲେ, କବାଡ଼ିଆରେ ବିକିଦେଲେ; ରାଜଧାନୀରେ ରାଜ୍‌ କରୁଛନ୍ତି ଅସାମାଜିକ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କିଏ କହେ ଆମ ଭୁବନେଶ୍ଵର ଆମ ରାଜଧାନୀ। ଏହାର ସୁରକ୍ଷା ବି ଆମର। ଆଉକିଏ କହେ- ମୋ ଭୁବନେଶ୍ୱର ମୋ ସମ୍ପତ୍ତି.. ମୁଁ ଲୁଟିବି, ବିକି ଖାଇବି! ଠିକ୍‌ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…