Browsing Category

Top Stories

ଦେଶରେ ଆଜି ୧୭୬୧ ଜଣଙ୍କ ମୃତ୍ୟୁ, ୨.୫୯ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ୨୦ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୭୬୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ…

କୁମ୍ଭମେଳାରୁ ଫେରିଥିବା କଟକର ୧୩ଜଣଙ୍କୁ କରୋନା

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ ହୋଇଛନ୍ତି । ପରୀକ୍ଷା ହୋଇଥିବା ୩୦ଟି ନମୁନାରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା…

ବଢ଼ିଲା ରାଜ୍ୟରେ ମୃତ୍ୟୁ ସଂଖ୍ୟା: ଆଜି କରୋନା ନେଲା ୫ ଜଣଙ୍କ ଜୀବନ: ଚିହ୍ନଟ ହେଲେ ୪୭୬୧ ପଜିଟିଭ୍

ଭୁବନେଶ୍ୱର, ୨୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ମାତ୍ର ୯ ଟଙ୍କାରେ କରନ୍ତୁ ଗ୍ୟାସ୍ ସିଲିଣ୍ଡର ବୁକ୍ ! ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ରହିଛି ଅଫର୍‌, ଜାଣନ୍ତୁ କିପରି କରିବେ ବୁକିଂ?

ନୂଆଦିଲ୍ଲୀ,୨୦ ।୪: ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଲଗାତାର ବଢିବାରେ ଲାଗିଛି । କରୋନା କାଳରେ ଏଲପିଜି ଗ୍ୟାସ ଦାମ୍ ବଢୁଥିବାରୁ ଚିନ୍ତାରେ ରହିଛନ୍ତି ସାଧାରଣ ଲୋକେ । ଏଭଳି ପରିସ୍ଥିତିରେ ଆପଣଙ୍କୁ ମାତ୍ର ୯…

ଜାଣନ୍ତୁ କରୋନାର ୫ଟି ଭୟଙ୍କର ଲକ୍ଷଣ ବିଷୟରେ, ଯାହା ଆପଣଙ୍କୁ ଟାଣିନେଇଥାଏ ମୃତ୍ୟୁମୁଖକୁ

ସମଗ୍ର ଦେଶରେ କରୋନା ଭାଇରସର ପ୍ରକୋପ ଦ୍ରୁତଗତିରେ ବଢ଼ି ଚାଲିଛି । ତେବେ କୋଭିଡର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ଘାତକ ସାଜିଛି । କୋଭିଡର ଏହି ନୂଆ ଷ୍ଟ୍ରେନ ଦ୍ୱାରା ଅଧିକ ଲୋକ ସଂକ୍ରମିତ ହେବା ସହ ଏହାର ଭୟଙ୍କର…

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର: ୩ ଦିନ ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୦ା୪ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ମାଲକାନଗିରି ଓ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୪୧…

ପୁଣି ଓଡ଼ିଶାକୁ ଫେରିବ ପୋସ୍କୋ

ଭୁବନେଶ୍ୱର, ୨୦ା୪ (ଓଡିଶା ଭାସ୍କର): ଓଡ଼ିଶାକୁ ପୁଣି ପୋସ୍କୋ ଫେରିବ । ଏନେଇ ଓଡ଼ିଶା-ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ କାରବାର ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇପିକଲ ଓ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ପକ୍ଷରୁ…

ଓଡିଶାରେ ଲାଗିବ କି ଆଉ କିଛି ନୂଆ କଟକଣା! ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା । ଏହାରି ମଧ୍ୟରେ ଆଜି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୪୨ ଲକ୍ଷ ପାର

ନୂଆଦିଲ୍ଲୀ, ୨୦। ୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୪୨ହଜାର ୮୪୧ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪…

ଅକ୍ସଜେନ୍ ଅଭାବରୁ ରୋଗୀ ଅବସ୍ଥା ଗୁରୁତର, ଏପଟେ ଫଟୋ ଉଠାଇବାକୁ ଟ୍ୟାଙ୍କର ଅଟକାଇ ଦେଲେ ବିଜେପି ନେତା

ଇନ୍ଦୌର,୧୯ ।୪: ସବୁଆଡେ କରୋନା ମହାମାରୀର ପୁଣି ଥରେ ବଢୁଥିବା ବେଳେ ଗୁରୁତର ରୋଗୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଅକ୍ସିଜେନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । କରୋନାର ଭୟାବହତା ମଧ୍ୟରେ ଗୁଜୁରାଟରୁ ୩୦ ଟନ୍…