Browsing Category

Top Stories

‘ନିଇତି ଦେଉଥିଲେ ନିର୍ଯାତନା, ଶେଷରେ ହତ୍ୟା କରିଦେଲେ ଆମ ଝିଅକୁ’… ବିସ୍ମୟାଙ୍କ ପରିବାର ଆଣିଲେ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ପୁଣି ସେଇ ଯୌତୁକ ଲୋଭୀଙ୍କ କଳଙ୍କିତ କଥା । ବହୁ ଚର୍ଚ୍ଚିତ ବିସ୍ମୟା ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି। ବିସ୍ମୟାଙ୍କ ପରିବାର ଓ ସମ୍ପର୍କୀୟମାନେ ଗୁରୁତର ଅଭିଯୋଗ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମିଛ କହୁଛି ଉତ୍ତର କୋରିଆ! ଦେଶରେ ନାହିଁ ଗୋଟିଏ ବି କରୋନା କେସ୍

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ଭୂତାଣୁ କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪ ମିଲିୟନରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ବେଜିଂର ପଡୋଶୀ ଦେଶ ଉତ୍ତର କୋରିଆ କହିଛି ଯେ ଏପର୍ଯ୍ୟନ୍ତ ତାଙ୍କ…

ଲାପଟପ୍-ମୋବାଇଲର ଅଧିକ ସମୟ ବ୍ୟବହାର ଦ୍ୱାରା ହୋଇପାରନ୍ତି ଗମ୍ଭୀର ରୋଗର ଶିକାର: ଅଧ୍ୟୟନ

ଓଡ଼ିଶା ଭାସ୍କର ବ୍ୟୁରୋ: ବିଶ୍ୱବ୍ୟାପୀ କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ଦେଶର ସରକାର ଲକଡାଉନ୍ ଏବଂ ସଟଡାଉନ୍ ଲାଗୁ କରିଛନ୍ତି । ତେବେ ଲକଡାଉନ୍ କାରଣରୁ ଶିକ୍ଷା, ବ୍ୟବସାୟ ଭଳି ଅନେକ…

ଓଡ଼ିଶା ପୋଲିସରେ SI ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ , ୧୫ ଜୁଲାଇ ରହିଛି ଡେଡ଼ଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୋଲିସ । ବର୍ତ୍ତମାନ ସୁଦ୍ଧା ୨୮୩୧ ପ୍ରାର୍ଥୀ…

କନ୍ଧମାଳରୁ ବିପୁଳ ମାଓ ସାମଗ୍ରୀ ଜବତ: ପୋଲିସ-ମାଓବାଦୀ ଗୁଳି ବିନିମୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନ୍ଧମାଳ ଜିଲ୍ଲା କୁମ୍ଭହାରୁ ଗ୍ରାମ ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ମାଓଙ୍କ ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲାର ଏସଓଜି ଓ ଡିଭିଏଫ ସୁରକ୍ଷା…

ଶାଢ଼ି ପିନ୍ଧି ମହିଳା କରୁଛନ୍ତି ଏଭଳି ଅବିଶ୍ୱସନୀୟ କାମ, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ଅନେକ ମହିଳା ଓ ପୁରୁଷ ଭାବନ୍ତି ଯେ, ଶାଢ଼ି ପିନ୍ଧିବା ହେଉଛି ଏକ ପୁରୁଣା ସଂସ୍କୃତି । ଯାହାକୁ ପିନ୍ଧିଲେ ସେମାନେ ଆରାମଦାୟକ ଅନୁଭବ କରନ୍ତି ନାହିଁ । ହେଲେ ଆମ ଭାରତୀୟ…

କରୋନାକୁ ନେଇ ରାହୁଲ ଗାନ୍ଧି ଜାରି କଲେ ଶ୍ୱେତପତ୍ର, ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: କଂଗ୍ରେସର ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋଭିଡ୍-୧୯ ମହାମାରୀ ସ୍ଥିତିକୁ ନେଇ ଏକ ଶ୍ୱେତପତ୍ର ଜାରି କରିଛନ୍ତି । ଏହି ଅବସରରେ ରାହୁଲ କେନ୍ଦ୍ର ସରକାରଙ୍କୁ ତୃତୀୟ ଲହର ପାଇଁ ପ୍ରସ୍ତୁତ…

ଓଡିଶାରେ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ ଏନେଇ କ’ଣ କହିଲେ ନିର୍ବାଚନ କମିଶନଙ୍କ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆହୁରି ବିଳମ୍ବ ହୋଇପାରେ । ବିଳମ୍ବ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ତାଙ୍କ କାମ…

ସୁହାନାଙ୍କ ଜିମ୍ ଲୁକ୍, ଯୋଗ କରିବା ପରେ ପରେ ସେଆର୍ କଲେ ଫଟୋ 

ଓଡ଼ିଶା ଭାସ୍କର ବ୍ୟୁରୋ: ଶାହରୁଖ ଖାନଙ୍କ ଗେହ୍ଲୀ ଝିଅ ଏବେ ସୋସିଆଲ୍ ମିଡିଆରେ ପୂରା ପପୁଲାର୍ । କିଙ୍ଗ ଖାନଙ୍କ ଲଳନା ବଲିଉଡ୍ରେ ଭଲ ଭାବେ ଏଣ୍ଟ୍ରି କରିନାହାନ୍ତି କିନ୍ତୁ ତାଙ୍କର ପ୍ରଶଂସକ ସଂଖ୍ୟା ଖୁବ୍ ଅଧିକ ।…

ବୀରେନ୍ଦ୍ର ଲାକ୍ରା ହେଲେ ହକି ଟିମର ଭାଇସ କ୍ୟାପଟେନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ ପାଇଁ ହକି ଟିମର ଭାଇସ୍ କ୍ୟାପଟେନ୍ ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା । ଲାକ୍ରାଙ୍କୁ ଭାରତୀୟ ପୁରୁଷ ହକି ଦଳର ଭାଇସ୍ କ୍ୟାପଟେନ୍ ଭାବେ ଦାୟିତ୍ୱ ଦିଆଯାଇଛି । ହରମନପ୍ରୀତ…