
Browsing Category
Top Stories
ଓଡ଼ିଶାରେ କରୋନା ମୃତ୍ୟୁ ଉପରେ ଲାଗିପାରୁନି ରୋକ୍: ଆଜି ରାଜ୍ୟରେ ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ…
ରୋମାଞ୍ଚଭରା ଭିଡିଓ ସୁଟିଂ ପାଇଁ ପାଗଳାମିର ସୀମା ଟପିଲା: ୨୦୦ ଫୁଟ ଉଚ୍ଚରୁ ତଳକୁ ଡେଇଁଲେ ଯୁବକ, ତା’ପରେ ଶରୀରରୁ ଅଲଗା ହେଲା….
ଲଣ୍ଡନ: ଜୀବନରେ ଖୁସି ପାଇବା ପାଇଁ ସମସ୍ତେ ଚାହାନ୍ତି । ମାତ୍ର ବେଳେବେଳେ ଅତ୍ୟଧିକ ରୋମାଞ୍ଚକର ହୋଇ କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇ ଦେଇଥାନ୍ତି । ଏକ ଆକର୍ଷଣୀୟ ଭିଡିଓ ସୁଟିଂ କରିବା ଖୁସିରେ ଜଣେ ଯୁବକ…
୩୭.୨୭ ଲକ୍ଷରେ ପହଞ୍ଚିଲା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୨୭ ହଜାର ୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୩୩ ଲକ୍ଷ ୧୮…
‘ଶଲାବୁଢ଼ା’ର ମୁଖ୍ୟ ଚରିତ୍ର ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ
ଭୁବନେଶ୍ୱର, (ଓଡିଶା ଭାସ୍କର): ‘ଶଲାବୁଢ଼ା’ର ଫେମ୍ ସବୁଦିନ ପାଇଁ ନିରବି ଯାଇଛନ୍ତି । ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଘଟିଛି । ଏହି ସୂଚନା ଦେଇଛନ୍ତି ତାଙ୍କର କନିଷ୍ଠ ପୁତ୍ର ଅରୁଣ…
ଅଭିନେତ୍ରୀ ୟାମିଙ୍କୁ ବିବାହ କଲେ ଡାଇରେକ୍ଟର ଆଦିତ୍ୟ ଧର, ସୋସିଆଲ୍ ମିଡିଆରେ ସେୟାର କଲେ ବାହାଘର ପ୍ରଥମ ଫଟୋ
ମୁମ୍ବାଇ( ଓଡ଼ିଶା ଭାସ୍କର): କରୋନା ଲକ୍ଡାଉନ୍ ସମୟ ସର୍ବସାଧାରଣ ଦୃଷ୍ଟିକୋଣରୁ ଲୁଚି ଶୁକ୍ରବାର ଦିନ ହଠାତ୍ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ଉରି ଦି ସର୍ଜିକାଲ୍ ଷ୍ଟ୍ରାଇଟ୍ ଫିଲ୍ମର ଡାଇରେକ୍ଟର ଆଦିତ୍ୟ ଧରଙ୍କୁ…
୯ରେ ଟିକା ଟେଣ୍ଡର ପ୍ରାଇସ୍ ବିଡ୍
ଭୁବନେଶ୍ୱର(ଓଡିଶା ଭାସ୍କର): ଟିକା ଅଭାବକୁ ଦୃଷ୍ଟିରେ ରଖି ଟିକା କିଣିବା ନେଇ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆରମ୍ଭ କରିଛନ୍ତି । ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରସଙ୍ଗରେ ପ୍ରାଇସ୍ ବିଡ ପାଇଁ ଦିନ ଘୁଞ୍ଚାଇଛି…
ଭୁବନେଶ୍ୱରରୁ ଆଜି ୭୫୩ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୭୫୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
କାଲି ସକାଳ ସୁଦ୍ଧା ୧୨ ଜିଲ୍ଲା ସାବଧାନ୍! ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ କାଲି ସକାଳ ସୁଦ୍ଧା ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଉଛି -…
ଦେହ ବ୍ୟବସାୟ ଚଳାଉଛନ୍ତି କଂଗ୍ରେସ ନେତା! ଖୋଲୁଛି ଦୀର୍ଘବର୍ଷର ଗୁମର
ଭୁବନେଶ୍ୱର: ନିଜ ସ୍ୱାର୍ଥ ହାସଲ ପାଇଁ ଓ ରାଜନୀତିକ ଫାଇଦା ପାଇଁ ନେତାମାନେ କେତେ ତଳକୁ ଖସିପାରନ୍ତି! ହତ୍ୟା, ଲୁଣ୍ଠନ, ଦୁର୍ନୀତି ସମେତ ଦୁଷ୍କର୍ମ ଆଦି ଅପରାଧିକ ମାମଲାରେ ଜଡ଼ିତ ରହିଥିବା ନେତାମାନଙ୍କ ବାସ୍ତବ…
ଓଡିଶାର ୧୨ ଅନାଥ ପିଲାଙ୍କୁ ମିଳିବ କରୋନା ଭତ୍ତା
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଛନ୍ତି । କରୋନାରେ ବାପା, ମାଆଙ୍କୁ ହରାଉଥିବା ପିଲାଙ୍କୁ ସହାୟତା ଯୋଗାଇବାକୁ ଅଣ୍ଟା ଭିିଡିଛନ୍ତି ସରକାର…