fbpx
Browsing Category

Top Stories

ଆସନ୍ତାକାଲି ବରଗଡ ବନ୍ଦ ଡାକରା

ବରଗଡ,୩ ।୨(ଓଡିଶା ଭାସ୍କର): ବରଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲ ମାନ୍ୟତା ପ୍ରସଙ୍ଗରେ ଆସନ୍ତାକାଲି ବରଗଡରେ ବନ୍ଦ ପାଳନ କରିବାକୁ ଡାକରା ଦିଆଯାଇଛି । ବରଗଡ ଏକତା ମଞ୍ଚ ପକ୍ଷରୁ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି…

ଛାତ୍ରଙ୍କୁ ମାଡ ମାରି ଶିକ୍ଷକ ନିଲମ୍ବିତ

ଗଞ୍ଜାମ,୩ ।୨(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ସ୍କୁଲର ସହକାରୀ ଶିକ୍ଷକ । ସିଦେ୍ଧଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ନିଲମ୍ବିତ…

ଗିରଫ ହେଲେ CRPF ଏସଆଇ ଭୂପିନ୍ଦର

ଭୁବନେଶ୍ୱର,୩ ।୧(ଓଡିଶା ଭାସ୍କର): ସିଆରପିଏଫ୍ ଏସଆଇ ଭୂପିନ୍ଦର କୁମାରଙ୍କୁ ଡେରାଡୁନରୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୂପିନ୍ଦରଙ୍କୁ ଭୁବନେଶ୍ୱର ଆଣିଛି ପୋଲିସ । ତେବେ ଭୂପିନ୍ଦରଙ୍କ…

ହେରିଟେଜ କରିଡ଼ର ବୈଠକକୁ ବର୍ଜନ କଲେ ସେବାୟତ

ପୁରୀ, ୩ା୨(ଓଡ଼ିଶା ଭାସ୍କର): ଆସନ୍ତାକାଲି ଭୁବନେଶ୍ୱର ଓବିସିସି ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥ ହେରିଟେଜ କରିଡ଼ର ପ୍ଲାନର ଚୂଡ଼ାନ୍ତ ଚିଠା ପ୍ରସ୍ତୁତି ବୈଠକ ଥିବା ବେଳେ ଏହାକୁ ବର୍ଜନ କରିଛନ୍ତି ସେବାୟତ ।…

ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଲେ ରୋହିତ

ନୂଆଦିଲ୍ଲୀ,୩ ।୨: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ଖେଳିବେନି ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମା । ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍…

ଆଇଏଏସ ବିଜୟକେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ

କଟକ, ୩ା୨(ଓଡ଼ିଶା ଭାସ୍କର): ଆଇଏଏସ ବିଜୟକେତନ ଉପାଧ୍ୟାୟଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିବା ସୂଚନା ମିଳିଛି । ତାଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ପ୍ରଥମେ ବିଜୟଙ୍କ ଜାମିନ ଆବେଦନକୁ ଭିଜିଲାନ୍ସ କୋର୍ଟ…

ଲକ୍ଷାଧିକ ଟଙ୍କାର ଚୋରାକାଠ ଜବତ , ଜଣେ ଗିରଫ

ବାରିପଦା, ୩ା୨(ଓଡ଼ିଶା ଭାସ୍କର): ବାରିପଦା ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ ପଟା ଜବତ । ତେବେ ଦୈନିକ ଏ ଜିଲ୍ଲାରୁ ପୋଡ଼ାଶୀ ଜିଲ୍ଲା ଏବଂ ରାଜ୍ୟକୁ ଟ୍ରିପ ଟ୍ରିପ ମୂଲ୍ୟବାନ…

ଅଜୟ ଦେବଗନଙ୍କ ‘ଦୃଶ୍ୟମ୍’ ଫିଲ୍ମ ଦେଖି ମର୍ଡର କଲେ ୩ ଦୁର୍ବୃତ୍ତ

ନାଗପୁର,୩ ।୨: ମହାରାଷ୍ଟ୍ରର ନାଗପୁର ସହରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଢାବା ପଛରେ ଶବକୁ ଲୁଚାଇବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗତବର୍ଷ ବର୍ଷ ଡିସେମ୍ବରରେ ଦୁର୍ବୃତ୍ତମାନେ ଗିରାମକର ନାମକ…