CHARIDHAM
Browsing Category

Top Stories

ନିର୍ଦ୍ଦିଷ୍ଟ ସମୟରେ ଶଯ୍ୟା ତ୍ୟାଗ କରିବା ଓ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆପଣଙ୍କର ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିଥାଏ,…

ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ । ଏହା ସହ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଜଣଙ୍କୁ ସାଧାରଣତଃ ଦୈନିକ ୮ ଘଣ୍ଟା ଶୋଇବା ଦରକାର । ବିଶେଷଜ୍ଞଙ୍କ ମତରେ ଯଦି…

ରାଜ୍ୟରେ ଦେଖାଦେଲାଣି ଭ୍ୟାକ୍ସିନ୍ ଅଭାବ: ଦୁଇ ଦିନ ମଧ୍ୟରେ ବନ୍ଦ ହୋଇପାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ଟିକାକରଣ ନେଇ ରାଜ୍ୟରେ ଏକ ସଙ୍କଟ ଦେଖାଦେଇଛି । ୧୮ରୁ ୪୪ ବର୍ଷୀୟ ବୟସ୍କଙ୍କ ଟିକାକରଣ ହୋଇପାରେ ବାଧାପ୍ରାପ୍ତ । ବର୍ତ୍ତମାନ ରାଜ୍ୟରେ ଯେତିକି ପରିମାଣର ଟିକା ଗଚ୍ଛିତ ରହିଛି, ତାହା…

ପୁଣି ବଢ଼ିଲା ରାଜ୍ୟରେ ମୃତ୍ୟୁସଂଖ୍ୟା: ଆଜି ୩୭ ଜଣଙ୍କର ଜୀବନ ନେଲା ଭୟଙ୍କର କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୭୯୧କୁ…

ବଢ଼ୁଛି ଲକଡାଉନ୍, ବଢ଼ୁଛି କରୋନା: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮୭୩୫ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱରୁ, (ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ…

ଆମେରିକୀୟ ବିଶେଷଜ୍ଞଙ୍କ ଚେତାବନୀ: ଭବିଷ୍ୟତରେ ଦେଖାଦେବ କରୋନା ମହାମାରୀର ଅନେକ ରୂପ, କୋଭିଡ୍‌-୨୬ ଓ କୋଭିଡ୍‌-୩୨କୁ ପୁଣି ସାମ୍ନା କରିବାକୁ…

ୱାସିଂଟନ୍‌,(ଓଡ଼ିଶା ଭାସ୍କର): କୋଭିଡ୍‌-୧୯ର ଉତ୍ପତ୍ତି ଜାଣିବାକୁ ଚୀନ୍‌ର ସହଯୋଗ ଏବେ ସମଗ୍ର ବିଶ୍ୱ ପାଇଁ ଜରୁରି ହୋଇପଡ଼ିଛି । ଏପରି ହେଲେ କୋଭିଡ୍‌ରଉତ୍ପତ୍ତି ସମ୍ପର୍କରେ ସୂଚନା ମିଳିପାରିବ ଏବଂ ଭବିଷ୍ୟତର ମହମାରୀ…

EPFO ନିୟମରେ ପରିବର୍ତ୍ତନ: ଏଣିକି କରୋନା ଚିକିତ୍ସା ପାଇଁ ଆପଣ PFରୁ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁଁ ପୁଣି ଥରେ ଲକଡାଉନ୍ ଓ ଚାକିରି ଯିବାର ଲୋକଙ୍କ ସାମ୍ନାରେ ଆର୍ଥିକ ସଙ୍କଟ ଉପୁଜିଛି । ଏଭଳି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି କରୋନା ପଜିଟିଭ ହୁଅନ୍ତି, ତେବେ…

ଅନଲାଇନ ପଞ୍ଜିକୃତଙ୍କୁ ପ୍ରଥମେ ମିଳିବ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକାଦାନ କେନ୍ଦ୍ରରେ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସ୍ଲଟ ବୁକ କରିଥିବା ବ୍ୟକ୍ତିଙ୍କୁ…

ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ କଟକଣାକୁ କଡାକଡି କରାଯାଉଛି । ଏହାରି ମଧ୍ୟରେ ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏୟାରପୋର୍ଟରେ ନେଗେଟିଭ କିମ୍ବା…

କଟକରେ ଆରମ୍ଭ ହେଲା ‘ଏକ୍ସରେ ଅନ ହ୍ୱିଲ୍ସ’ ସେବା

କଟକ: କଟକରେ ଆରମ୍ଭ ହେଲା ‘ଏକ୍ସରେ ଅନ ହ୍ୱିଲ୍ସ’ ସେବା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କଟକରେ ଆରମ୍ଭ ହୋଇଛି ଏହି ସେବା । ଆଜି କଟକ ଜିଲ୍ଳା ପ୍ରଶାସନ ତରଫରୁ ଆଜି ଏହି ସୁବିଧାର ଶୁଭାରମ୍ଭ କରାଯାଇଛି । କରୋନା…