Browsing Category

Top Stories

ମାଓବାଦୀଙ୍କ ଯୋଜନା ପଣ୍ଡ : ୩ ବୋମା ନିଷ୍କ୍ରିୟ କଲେ ବିଏସଏଫ ଯବାନ

ଚିତ୍ରକୋଣ୍ଡା,୨୩।୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଯୋଜନା ପଣ୍ଡ ହୋଇଛି।ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ବୋମାକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି। ସୂଚନାଯୋଗ୍ୟ,…

କମିଶନରଙ୍କ ଅଫିସରେ ସିବିଆଇ ଟିମ୍

ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମାମଲର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ଗିରଫ କରିଛି କମିଶନରେଟ ପୋଲିସ । ଏହି ପ୍ରସଙ୍ଗରେ ପୋଲିସ…

ବାରଙ୍ଗ ଗଣଦୁଷ୍କର୍ମ: ବିବନ ଉପରେ କଡା ନଜର

ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ ପରେ ଭୁବନେଶ୍ୱର ଝାରପଡା ଜେଲରେ କଡା ସୁରକ୍ଷା ବଳରେ…

ପିପିଲି-ଡେଲାଙ୍ଗବାସୀଙ୍କୁ ୭୦ କୋଟିର ଭେଟି

ପୁରୀ, ୨୩ା୨(ଓଡିଶା ଭାସ୍କର): ପିପିଲି ଓ ଡେଲାଙ୍ଗବାସୀଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନା ପରେ୨ଟି ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨ଟି ବ୍ଳକ…

ବିଧାନସଭାକୁ ସାଇକେଲରେ ଆସିଲେ ବିଧାୟକ

ଭୁବନେଶ୍ୱର, ୨୩ା୨(ଓଡିଶା ଭାସ୍କର): ହୁ ହୁ ହୋଇ ବଢିଚାଲିଛି ପ୍ରେଟ୍ରୋଲ ଓ ଡ଼ିଜେଲ ଦର । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ବିଧାନସଭାକୁ ସାଇକେଲରେ ଆସିଛନ୍ତି କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ…

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଆସିଲା ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୨୩ା୨ (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପରିସ୍ଥିତିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବନି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି…

ରାଜ୍ୟର ଏହି ଜିଲ୍ଲାରେ ତୈଳ ଦର ୧୦୦ ଟପିଲା, ଜାଣନ୍ତୁ କେଉଁଠି

ମାଲକାନଗିରି ଜିଲ୍ଲାରେ ସ୍ପିଡ୍ ପେଟ୍ରୋଲ ଦର ୧୦୦କୁ ଛୁଇଁଛି । ଜିଲ୍ଲାର କାଲିମେଳାରେ ତୈଳ ଦର ସର୍ବାଧିକ ମୂଲ୍ୟ ୯୭.୧୪ ଟଙ୍କା ରହିଥିବା ଜଣାପଡ଼ିଛି ।

ଦେଶରେ ୨୪ ଘଣ୍ଟାରେ ୭୮ ମୃତ, ୧୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୩ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୪୬୩କୁ ବୃଦ୍ଧି…

୧୧ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡ଼ି କର୍ମୀ

ସୁବର୍ଣ୍ଣପୁର, ୨୩ା୨ (ଓଡିଶା ଭାସ୍କର): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନବାଡ଼ି ମହିଳା କର୍ମୀଙ୍କ ଏକ ସମ୍ମିଳନୀ ସୁବର୍ଣ୍ଣପୁର ଜିଲ୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ।…