Browsing Category
Top Stories
ଭୁବନେଶ୍ୱରରେ କରୋନା ସ୍ଥିତି ନେଇ କ’ଣ କହିଲେ ରାଜ୍ୟ ସରକାର?
ଭୁବନେଶ୍ୱର,୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ କରୋନା ମହାମାରୀ ବ୍ୟାପୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ସାଙ୍ଘାତିକ ରହିଛି । ଭୁବନେଶ୍ୱରରେ କରୋନା ସ୍ଥିତିକୁ ନେଇ ବିଏମସି କମିସନର…
ଭୁବନେଶ୍ୱରରେ କରୋନା ମାଡ: ଆଜି ପୁଣି ୧୨୬ ଚିହ୍ନଟ
ଭୁବନେଶ୍ୱର, ୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ କରୋନା ମାଡିଚାଲିଛି, ଯେଉଁଥିରୁ ବାଦ୍ ପଡିନି ଭୁବନେଶ୍ୱର । ଆଜି ପୁଣି ରାଜଧାନୀରୁ ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭…
ଗଞ୍ଜାମରେ ଆଉ ୨ଟି କୋଭିଡ଼ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରାଯାଇଛି । ଏହାରି ମଧ୍ୟରେ ଗଞ୍ଜାମ…
କଟକରୁ ଆଜି ପୁଣି ୪୩ ପଜିଟିଭ୍ ଚିହ୍ନଟ
କଟକ, ୧ ।୮(ଓଡ଼ିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି କଟକ ସହରରୁ ୫୪ ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ୪୩ ଜଣ ସହରର ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ…
ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂହ
ନୂଆଦିଲ୍ଲୀ, ୧ା୮: ରାଜ୍ୟସଭା ସାଂସଦ ଅମର ସିଂହଙ୍କ ପରଲୋକ ଘଟିଛି । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା । ସୂଚନା…
ଏବେ କଟିବ ଆପଣଙ୍କ ଦରମା, ଅଗଷ୍ଟରୁ ବଦଳିଗଲା ଏହି ନିୟମ
ଅଗଷ୍ଟ ମାସର ଆରୀମ୍ଭ ହୋଇଥିବା ବେଳେ କିଛି ନିୟମ ମଧ୍ୟ ବଦଳିଯାଇଛି । ଏହି ପରିବର୍ତ୍ତନ ଖାସ୍ କରି ଆପଣଙ୍କ ଦରମା ସହ ସଂଯୋଗ ହୋଇ ରହିଛି । ପରିବର୍ତ୍ତନ ଯୋଗୁଁ, ଆପଣଙ୍କୁ ଅଗଷ୍ଟ ମାସରୁ ଆପଣଙ୍କୁ ଟେକ୍ ହୋମ୍ ଦରମା କମ୍…
ଓଡ଼ିଶାରେ ଚିହ୍ନଟ ହୋଇଛି କରୋନାର ୫ଟି ପ୍ରକାର ଭୂତାଣୁ
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): କରୋନା ନେଇ ଏକ ଜିନମ ସର୍ଭେ କରାଯାଇଥିଲା । ଏହି ଜିନମ ସର୍ଭେରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ କରୋନାର ୫ ପ୍ରକାର ଭୂତାଣୁ ଚିହ୍ନଟ ହୋଇଛି । ସେଗୁଡ଼ିକ ହେଉଛି ୧୯-ଏ,…
ଆନ୍ଧ୍ର: ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡରେ ଖସିଲା କ୍ରେନ, ୧୦ ମୃତ
ହାଇଦ୍ରାବାଦ,୧ ।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଅବସ୍ଥିତ ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡରେ ଏକ କ୍ରେନ୍ ଅଚାନକ୍ ଖସିପଡିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ…
ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ଓ ବଜ୍ରପାତକୁ ନେଇ ରାଜ୍ୟର ଏହି ସବୁ ଜିଲ୍ଲା ସାବଧାନ!
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ସକ୍ରିୟ ଓ ଶ୍ରାବଣ ମାସ ହୋଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ । ଚଳିତବର୍ଷ ଯେତିକି ବର୍ଷା ହେବା କଥା ସେତିକି ବର୍ଷା ହୋଇନାହିଁ । ଚଳିତବର୍ଷ ୧୨ପ୍ରତିଶତ କମ୍…
ଡ୍ୟୁଟିରେ ନ ପହଞ୍ଚିବାରୁ ୩୬ ପୋଲିସକର୍ମୀ ନିଲମ୍ବିତ
ଦିଲ୍ଲୀରେ କରୋନା ମାମଲାର ଗତି ଟିକେ ମନ୍ଥର ହୋଇଛି । ଏଭଳି ପରିସ୍ଥିତିରେ ଉତ୍ସବଗୁଡିକ ସାମ୍ନା କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ଦିଲ୍ଲୀରେ ବକରୀଦକୁ ନେଇ ଦୀର୍ଘଦିନ ଧରି ପ୍ରସ୍ତୁତି ଚାଲିଥିବା…