fbpx
Browsing Category

Top Stories

ପାହାଡ଼ ଧସି ହୋଇ ଯୁବକ ମୃତ

ରାଉରକେଲା, ୬ା୨(ଓଡ଼ିଶା ଭାସ୍କର): ରାଉରକେଲାରେ ଚୂନପଥର ଖୋଳିବା ବେଳେ ଅଘଟଣ ଘଟିଛି । ପାହାଡ଼ ଧସି ହୋଇ ଏକ ଯୁବକଙ୍କ ମୃତ୍ୟୁ ଘଟିଛି । ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।…

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୬ା୨(ଓଡ଼ିଶା ଭାସ୍କର): ଗତ ବର୍ଷ ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ପତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କିନ୍ତୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ…

ନିର୍ଭୟା ମାମଲା, କୋର୍ଟ ଗଲେ ତିହାର ଜେଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ, ୬ା୨: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ କୋର୍ଟ ଯାଇଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ପୁଣି ଥରେ ଡ଼େଥ ୱାରେଣ୍ଟ ଜାରି ପାଇଁ ଏବଂ ଫାଶୀ ତାରିଖ ଧାର୍ଯ୍ୟ କରିବା ପାଇଁ ଜେଲ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ…

୩ ଦିନ ପାଇଁ ୩ଟି ଟ୍ରେନ୍ ବାତିଲ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ପାରାଦୀପ ଷ୍ଟେସନରେ ସୁରକ୍ଷା ସମ୍ପର୍କିତ ଆଧୁନିକୀକରଣ ହେବ । ଏନେଇ ଗୋଟିଏ ଏକ୍ସପ୍ରେସ ଓ ୨ଟି ପାସେଞ୍ଜର ଟେନକୁ ୩ ଦିନ ପାଇଁ ବାତିଲ କରାଯାଇଛି । କାଲିଠାରୁ ୯ ତାରିଖ ଯାଏ…

ଲୋକସଭାରେ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ, କହିଲେ-‘ଆପଣଙ୍କ ରାସ୍ତାରେ ଚାଲିଥିଲେ ହଟିନଥାନ୍ତା ୩୭୦’

ନୂଆଦିଲ୍ଲୀ,୬ ।୨: ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ପ୍ରସଙ୍ଗରେ ପରୋକ୍ଷରେ…

ଟ୍ରେନ ଦୁର୍ଘଟଣାରେ ଛୁଆ ହାତୀର ମୃତ୍ୟୁ

ଢ଼େଙ୍କାନାଳ, ୬ା୨(ଓଡ଼ିଶା ଭାସ୍କର): ଢ଼େଙ୍କାନାଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଟ୍ରେନ ଦୁର୍ଘଟଣାରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାସ୍ତା ପାର କରିବା ସମୟରେ ଛୁଆହାତୀ ଉପରେ…

ସୀତାପୁର କାରଖାନାରେ ଭୟାନକ ଦୁର୍ଘଟଣା, ୭ ମୃତ

ସୀତାପୁର,୬ ।୨: ଉତ୍ତରପ୍ରଦେଶ ସୀତାପୁରର ଏକ କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ଭୟାନକ ଦୁର୍ଘଟଣା ଘଟିଛି । ଏଥିରେ ୭ ଜଣଙ୍କର ଅତି ଦୟନୀୟ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ୨ ମହିଳା, ୩ ଶିଶୁ ଓ ୨…