Browsing Category

Top Stories

ଦେଶରେ କମିଲା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସାମାନ୍ୟ ହ୍ରାସ ପାଇବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ କମିଥିବା ଜଣାପଡ଼ିଛି ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୭୪୧ ଜଣଙ୍କ ମୃତ୍ୟୁ…

ସରିଲା ରେସଲରଙ୍କ ଲୁଚକାଳି ଖେଳ: ସହଯୋଗୀଙ୍କ ସହ ଗିରଫ ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ: ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି ରେସଲର ସୁଶୀଲ କୁମାର । ଗତ କିଛିଦିନ ଧରି ଫେରାର ଥିବା ସୁଶୀଲ ପୋଲିସକୁ ନାକେଦମ୍ କରିଦେଇଥିଲେ । ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ତାଙ୍କୁ ଧରିବା ପୋଲିସ…

ଲୋ-ପ୍ରେସରରେ ପରିଣତ ହେଲା ‘ଲଘୁଚାପ: ‘ୟାଶ’ ମୁକାବିଲା ପାଇଁ ପଠାଗଲା ୨୨ଟି ଏନଡିଆରଏଫ୍ ଟିମ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଲୋ ପ୍ରେସରରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା କାଲି ଏହା…

ଦିଲ୍ଲୀରୁ ଗୁଜୁରାଟ ଯାଉଥିବା କାରରୁ ଉଦ୍ଧାର ହେଲା କୋଟି କୋଟି ଟଙ୍କା: ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଲା ନୋଟ୍ ଗଣତି, ତଥାପି…

ନୂଆଦିଲ୍ଲୀ: ଅନେକ ସମୟରେ ବେଆଇନ ଭାବେ ପୋଲିସ ଅନେକ ଗାଡ଼ିରୁ ଟଙ୍କା, ସୁନା, ମାଦକ ଦ୍ରବ୍ୟ ଉଦ୍ଧାର କରିଥାଏ । ପୋଲିସ ଥରେ ଏତେମାତ୍ରାରେ ଟଙ୍କା ଜବତ କରିଥିଲା ଯେ, ଉକ୍ତ ଟଙ୍କା ଗଣିବା ପାଇଁ ସକାଳୁ ସନ୍ଧ୍ୟା…

ଆସିଗଲା କରୋନାର ତୃତୀୟ ଲହର! ପଜିଟିଭ୍ ଚିହ୍ନଟ ହେଲେ ୩୪୧ ଶିଶୁ

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହର ଭୟଙ୍କର ଭାବେ ତାଣ୍ଡବ ଚଳାଇଥିବା ବେଳେ ଦେଶବାସୀ ତୃତୀୟ ଲହରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ତୃତୀୟ ଲହରରେ ଶିଶୁମାନେ ବେଶିମାତ୍ରାରେ ଆକ୍ରାନ୍ତ ହେବେ ବୋଲି ପୂର୍ବରୁ…

ଓଡିଶାରେ କରୋନା ନେଲା ୨୮ ଜୀବନ, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୮ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଘଣ୍ଟା ପ୍ରତି ୧୫୦ କିମି ସ୍ପିଡରେ ଗତି କରୁଥିଲା ବୁଲେଟ୍ ଟ୍ରେନ୍: ହଠାତ୍ ଡ୍ରାଇଭର ଚାଲିଗଲେ ବାଥରୁମ୍, ଆଉ ତା’ପରେ…

ଟୋକିଓ: ସ୍ପିଡ୍ ବୁଲେଟ୍ ଟ୍ରେନ୍ ପାଇଁ ଜାପାନ ସମଗ୍ର ବିଶ୍ୱରେ ଖ୍ୟାତି ଲାଭ କରିଛି । ଏହି ବୁଲେଟ୍ ଟ୍ରେନ୍ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଜାପାନରେ ଜଣେ ବୁଲେଟ୍ ଟ୍ରେନ ଚାଳକଙ୍କର ଭୁଲ୍ ପାଇଁ ଅନେକ…

ଓଡିଶାରେ ଆଜି ୧୨,୮୫୨ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୨ ହଜାର ୮୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭ ହଜାର ୧୯୫ ଜଣ ଓ…

ସମ୍ଭାବ୍ୟ ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ମୃତ ଶିକ୍ଷୟତ୍ରୀଙ୍କୁ ବି ମିଳିଛି ବାତ୍ୟା ଡ଼୍ୟୁଟି

କେନ୍ଦ୍ରାପଡା (ଓଡ଼ିଶା ଭାସ୍କର)  : କଥାରେ ଅଛି ସାରା ରାତି ଅନିଦ୍ରା ମୁଗୁରା ପଛମେଲା । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ପ୍ରଶାସନର ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଯାହା ତାକୁ ଦେଖିଲେ ତା’ର ପରିଣତି ଯେ…

ମଣିପୁରରେ ଭୂକମ୍ପ ଝଟକା

ଇମ୍ଫାଲ: କରୋନା ସମୟରେ ପୁଣି ଅନୁଭୂତ ହୋଇଛି ଭୂକମ୍ପ । ଆଜି ସକାଳେ ମଣିପୁରରେ ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ମଣିପୁରର ଉଖ୍ରୁଲ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୪.୫ ରହିଥିବା…