
Browsing Category
Top Stories
ଜୁନ୍ ପ୍ରଥମ ସପ୍ତାହରେ କମିବ କୋଭିଡ୍ ସଂକ୍ରମଣ, ଆଗାମୀ ୧୦ ଦିନ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ: ସ୍ୱାସ୍ଥ୍ୟ ବିଶେଷଜ୍ଞ
ଭୁବନେଶ୍ୱର, ୧୯ା୫ (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ତେବେ ରାଜ୍ୟର ବର୍ତ୍ତମାନର କୋଭିଡ୍ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର । ସେ କହିଛନ୍ତି…
ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା, ଚିଠି ଲେଖିଲେ ଏସିଏସ୍
ଭୁବନେଶ୍ୱର, ୧୯ା୫ (ଓଡିଶା ଭାସ୍କର): ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ କରୋନା ଟିକା । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ…
ଚୀନ ଅରବପତିଙ୍କୁ ପଛରେ ପକାଇଲେ ଗୌତମ ଅଦାନୀ, ଏବେ ମୁକେଶ ଅମ୍ବାନୀଙ୍କ ପାଳି
ନୂଆଦିଲ୍ଲୀ ୧୯ ।୦୫: ଯେବେ ଦେଶର ସବୁଠୁ ବଡ ଧନୀ ବ୍ୟକ୍ତିଙ୍କ ଚର୍ଚ୍ଚା ହୁଏ ତେବେ ସ୍ୱତଃପ୍ରବୃତ ଭାବେ ସର୍ବ ପ୍ରଥମେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ନାମ ଆସିଥାଏ । ଏହା ପରେ ଆସିଥାଏ ଗୌତମ…
ଓଡ଼ିଶା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ପ୍ରଶାନ୍ତ ମହାପାତ୍ରଙ୍କ କରୋନାରେ ମୃତ୍ୟୁ
ଭୁବନେଶ୍ୱର, ୧୯ା୫ (ଓଡିଶା ଭାସ୍କର): ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁତ୍ର ପ୍ରଶାନ୍ତ ମହାପାତ୍ରଙ୍କର କରୋନାରେ ପରଲୋକ ଘଟିଛି । ତାଙ୍କୁ ମୃତ୍ୟୁ ବେଳକୁ ୪୭ ବର୍ଷ ବୟସ ହୋଇଥିଲା…
ବହୁରୂପୀ କରୋନା, ସିଙ୍ଗାପୁର ଷ୍ଟ୍ରେନ୍ ନେଇ ଚିନ୍ତା
ନୂଆଦିଲ୍ଲୀ: ବାରମ୍ବାର ରୂପ ବଦଳାଉଛି ମହାମାରୀ କରୋନା ଭାଇରସ୍ । ଏହାରି ମଧ୍ୟରେ ସିଙ୍ଗାପୁରରେ ଦେଖାଦେଇଛି ଏହି ଭୂତାଣୁର ନୂଆ ଷ୍ଟ୍ରେନ୍ । ଏଥିପ୍ରତି ସତର୍କ ନହେଲେ ଭାରତ ପାଇଁ ତୃତୀୟ ତରଙ୍ଗର ଆଶଙ୍କା ରହିଥିବା…
ଆସନ୍ତା ୨୪ରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ୍
ଭୁବନେଶ୍ୱର, ୧୯ା୫ (ଓଡିଶା ଭାସ୍କର): ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଦଶମ…
ବିଜୟ ମାଲ୍ୟାଙ୍କୁ ଝଟକା: ବ୍ରିଟେନ ହାଇକୋର୍ଟରେ ଖାରଜ ହେଲା ପିଟିସନ, ନିଲାମ ହେବ ସମ୍ପତ୍ତି
ଲଣ୍ଡନ, ୧୯ା୫: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲାଗିଛି ଝଟକା । ମାଲ୍ୟା ଦେବାଳିଆ ସଂଶୋଧନ କରିବା ନେଇ ଆଗତ କରିଥିବା ପିଟିସନକୁ ଲଣ୍ଡନ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଭାରତରେ ଥିବା ମାଲ୍ୟାଙ୍କର ସମ୍ପତ୍ତିର…
ପୁଣି କଡ଼ ଲେଉଟାଇଲା ଗେହଲଟ-ପାଇଲଟ୍ ବିବାଦ: ବିଧାୟକଙ୍କ ଇସ୍ତଫାଙ୍କୁ ନେଇ ରାଜନୀତି ସରଗରମ୍
ନୂଆଦିଲ୍ଲୀ, ୧୯ା୫: ଦେଶରେ କରୋନାର ପ୍ରକୋପ ଭୟଙ୍କର ଭାବେ ଜାରି ରହିଥିବା ବେଳେ ରାଜସ୍ଥାନର କଂଗ୍ରେସରେ ସଙ୍କଟ ଦେଖାଦେଇଛି । ପୂର୍ବରୁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ଶୀତଳ ଯୁଦ୍ଧ ହାଇକମାଣ୍ଡଙ୍କ ପର୍ଯ୍ୟନ୍ତ…
ଦେଶରେ ବଢ଼ିଲା ମୃତ୍ୟୁସଂଖ୍ୟା, ଆଜି ୨.୬୭ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ, ୧୯ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୫୨୯ ଜଣଙ୍କ…
ରାଜ୍ୟର କରୋନା ନେଲା ୨୧ ଜଣଙ୍କ ଜୀବନ
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…