
Browsing Category
Top Stories
ଓଡିଶାରେ କୋଭିଡ ସମୀକ୍ଷା ପରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ…
ଗରିବ ଲୋକଙ୍କୁ ୧୦ କିଲୋ ମାଗଣା ରାସନ ସହ ୪ଟି ବଡ ଘୋଷଣା କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ: କରୋନାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୪ଟି ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କରୋନା ଯୋଗୁଁ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି ।…
ଆସିଲା ଗୁଗୁଲର ନୂଆ ଖବର ପ୍ଲାଟଫର୍ମ ‘ନ୍ୟୁଜ୍ ଶୋକେସ୍’
ନୂଆଦିଲ୍ଲୀ: ହାତ ପାଅନ୍ତାରେ ମୋବାଇଲ୍ ଫୋନ୍ ଆଉ ନେଟ୍ କନେକ୍ସନ୍ ଥିଲେ ସାରା ବିଶ୍ୱର ଖବର ଜଣେ ଚୁଟକିରେ ପାଇପାରୁଛି । ଇଣ୍ଟରନେଟ୍, ସେଲୁଲାର୍, ଡିଜିଟାଲ୍ ଆଦି ବିଶ୍ୱସ୍ତରୀୟ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଏକ…
ଖୁସି ଖବର : ଓଡ଼ିଶାରେ ଆଜି ୧୦,୨୪୨ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୮।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦,୨୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…
ଭୁବନେଶ୍ୱରରୁ ଆଜି ୧୧୫୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୮ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
ଭାଇରାଲ୍ ହେଉଛି ସଲମାନଙ୍କ ବଡି ଡବଲ୍ ପରେଜ୍ କାଜୀଙ୍କ ଫଟୋ
ମୁମ୍ବାଇ : ଚଳିତ ଇଦ୍ ରେ ଭାଇଜାନ୍ ସଲମାନ ଖାନ୍ ନିଜ ଫ୍ୟାନ୍ସ ମାନଙ୍କ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ ଉପହାର ଆକାରରେ ଆଣିଛନ୍ତି । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଫିଲ୍ମଟି ଜି-୫ ରେ…
କମୁଛି କରୋନା, ଦ୍ରୁତ ହାରରେ ବଢୁଛି ସୁସ୍ଥତା
ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ ହାର । ଏହି ମହାମାରୀକୁ ନେଇ ସାରା ଦେଶରେ ଚିନ୍ତା ଲାଗି ରହିଛି । ତେବେ ଏହା ମଧ୍ୟରେ ସାମାନ୍ୟ ଆଶ୍ୱସ୍ତି କରିବା ଭଳି ଖବର ମଧ୍ୟ ଆସିଛି । କେନ୍ଦ୍ର…
କୋଭିଡ-୧୯ ରୋଗୀଙ୍କ ପାଇଁ ଅଣ୍ଟା ଭିଡିଲା କଟକ ଜିଲ୍ଲା କଂଗ୍ରେସ
କଟକ: କୋଭିଡ ମହାମାରୀ ବିରୁଦ୍ଧରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଉ ଏକ ଗୁରୁତ୍ବପୂର୍ଣ ଯୋଗଦାନର ଶୁଭାରମ୍ଭ କରାଯାଇଛି I ଦିନକୁ ଦିନ କୋଭିଡ ମହାମାରୀ ଦ୍ଵାରା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି…
ଆଷ୍ଟ୍ରାଜେନିକା ଡୋଜ୍ ନେବାପରେ ଫାଇଜର କେତେ ପ୍ରଭାବଶାଳୀ
ନୂଆଦିଲ୍ଲୀ : କୋଭିଡ୍ ଭୁତାଣୁ ବର୍ତ୍ତମାନ ସାରା ବିଶ୍ୱ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥିବା ବେଳେ ଏବେ ତାର ମୁକାବିଲା ପାଇଁ ଭ୍ୟାକସିନ୍ ପ୍ରସ୍ତୁତ ହୋଇଯାଇଛି । ପ୍ରାୟତଃ ସମଗ୍ର ଦେଶରେ ଭ୍ୟାକସିନ୍କୁ ତ୍ୱରାନ୍ୱିତ…
‘ଲିଭ୍-ଇନ୍ ରିଲେସନସିପ୍ ହେଉଛି ନୈତିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଅସ୍ୱୀକାର୍ଯ୍ୟ’
ଚଣ୍ଡୀଗଡ : ବର୍ତ୍ତମାନ ସମୟରେ ଅନେକ ପ୍ରେମୀଯୁଗଳ ଅଛନ୍ତି ଯେଉଁମାନେ ପ୍ରାୟତଃ ଲିଭ୍-ଇନ୍ ରିଲେସନସିପ୍ ରେ ରହୁଛନ୍ତି । କିଛି ଜଣ ସେମାନଙ୍କ ପରିବାରର ସମ୍ମତି କ୍ରମେ ରହୁଛନ୍ତି, ତ ଆଉ କିଛି ପରିବାର ବିରୁଦ୍ଧରେ ଯାଇ…