
Browsing Category
Top Stories
ଶବକୁ କାନ୍ଧଦେଇ ଚର୍ଚ୍ଚାରେ ଏସଡିପିଓ
ମାଲକାନଗିରି, ୧୧/୦୫: କରୋନା କାଳରେ ଦେଖିବାକୁ ମିଳୁଛି ଅନେକ କରୁଣ କାହାଣୀ କେଉଁଠି ଶ୍ମଶାନରେ ଧାଡି ହୋଇ ଶବ ପୋଡା ଯାଉଥିବାର ଦୃଶ୍ୟ, କେଉଁଠି କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ଶବକୁ ପରିବାର ଲୋକ…
ଭୁବନେଶ୍ୱରରେ ଆଜି ୧୧୯୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୯୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
ସରିଲା ସମୀକ୍ଷା: କରୋନାକୁ ନେଇ କ’ଣ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ପଜିଟିଭ ହାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ଦେଶର ୯ଟି ରାଜ୍ୟରେ ହ୍ରାସ ପାଉଛି କରୋନା, କିନ୍ତୁ ବଢୁଛି ଟେନସନ୍: ଜାଣନ୍ତୁ ଏହାକୁ ନେଇ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୧ ।୫: ଦେଶରେ କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା କମିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଜି କହିଛନ୍ତି ଯେ, ଦେଶର ଅନେକ ରାଜ୍ୟରେ ନୂଆ ସଂକ୍ରମଣ କମିବାରେ ଲାଗିଛି । ଅନ୍ୟପଟେ…
କରୋନା ମୁକାବିଲା କରିବା କ୍ଷେତ୍ରରେ ହୁ ଆରମ୍ଭ କଲା ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ
ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର) : ବିଶ୍ୱର ଜନବହୁଳ ରାଷ୍ଟ୍ରଗୁଡିକରେ ଭାରତର ଅନ୍ୟତମ ହୋଇଥିବା ବେଳେ ଏଠାରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଦିନକୁ ଦିନ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ…
ତେଲେଙ୍ଗାନାରେ ଲାଗୁ ହେଲା ୧୦ ଦିନିଆ ଲକଡାଉନ୍
ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର) : ତେଲେଙ୍ଗାନାରେ କୋଭିଡ୍ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ତେଲେଙ୍ଗାନା ସରକାର ୧୦ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ମଙ୍ଗଳବାର ତେଲେଙ୍ଗାନା…
କରୋନା ସହାୟତା ରାଶିରେ ଫରାରୀ, ବେନ୍ଟଲୀ କିଣିଲେ ବ୍ୟବସାୟୀ!
ନୂଆ ଦିଲ୍ଲୀ, ୧୧/୦୫: କରୋନା ମହାମାରୀ ସମୟରେ ହୋଇଥିବା କ୍ଷତି ପାଇଁ ମିଳିଥିବା ସହାୟତା ରାଶିରେ ଦାମୀ କାର କିଣିଛନ୍ତି ଜଣେ ୩୮ ବର୍ଷୀୟ ଯୁବକ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆମେରିକାର…
୧୬ଟି ଜିଲ୍ଲାରେ ଆରଟିପିସିଆର୍ ଲ୍ୟାବ୍ ପାଇଁ ଖର୍ଚ୍ଚ ହେବ ୨୦ କୋଟି
ଭୁବନେଶ୍ୱର, ୧୧/୦୫(ଓଡିଶା ଭାସ୍କର) : ରାଜ୍ୟର ୧୬ଟି ଜିଲ୍ଲା ସଦର ମହକୁମାରେ ହେବ ଆରଟିପିସିଆର୍ ଲ୍ୟାବ୍ । ଏହି ଲ୍ୟାବ୍ ଗୁଡିକର ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କାକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ…
‘ଟମି’କୁ ‘କୁକୁର’ ବୋଲି ଡାକିବାରୁ ରାଗିଯାଇ ପଡୋଶୀଘର ଲୋକଙ୍କୁ ମାରି ଲହୁଲୁହାଣ କଲେ ମାଲିକ
ଗୁରୁଗ୍ରାମ, ୧୧/୦୫(ଓଡିଶା ଭାସ୍କର) : ଟମି ନାମକ ଏକ କୁକୁରକୁ ପଡୋଶୀ ଘର ଲୋକ ଟମି ବୋଲି ସମ୍ବୋଧନ ନକରି କୁକୁର ବୋଲି ଡାକିବାରୁ ଭୀଷଣ ରାଗିଗଲେ ମାଲିକ । ଆଉ ତାପରେ ସେମାନଙ୍କୁ ବାଡି ଏବଂ ରଡ୍ ରେ ପିଟିଛନ୍ତି ମାଲିକ…
ଆସୁଛି ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’
ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର): ମାଡି ଆସୁଛି ବାତ୍ୟା 'ତଉକ୍ତେ' । ୨୦୨୧ର ପ୍ରଥମ ବାତ୍ୟା ଭାବରେ ଏହା ଆରବ ମହାସାଗରରେ ସୃଷ୍ଟି ହେଉଛି । ଏହି ବାତ୍ୟା ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଉ ତାପରେ…