Browsing Category
Top Stories
ଖୁସି ଖବର : ଓଡ଼ିଶାରେ ଆଜି ୬୪୮୮ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୩।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୪୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…
ଇସ୍ତଫା ଦେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ, ଭାଙ୍ଗିଲା ବିଧାନସଭା
ନୂଆଦିଲ୍ଲୀ,୩ ।୫: ତାମିଲନାଡୁରେ ଏଆଇଏଡିଏମକେ ମେଣ୍ଟର ପରାଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେ. ପଲାନିସ୍ୱାମୀ । ସେ ଆଜି ନିଜର ଇସ୍ତଫାପତ୍ର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ପ୍ରଦାନ…
ଭୁବନେଶ୍ୱରରେ କମୁନି ସଂକ୍ରମଣ ! ଆଜି ୮୨୩ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୮୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
ତାତିରୁ ଆଶ୍ୱସ୍ତି: ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର
ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାରଣ ଆଜି ରାଜ୍ୟର ସବୁ ସହର ୪୦ ଡିଗ୍ରୀ ତଳେ ରହିଛି । ଭୁବନେଶ୍ୱରରେ ଆଜି ସର୍ବାଧିକ ତାପମାତ୍ରା ୩୯.୧ ଡିଗ୍ରୀ ରହିଛି ।…
ସ୍ଥଗିତ ହେଲା ପିପିଲି ଉପନିର୍ବାଚନ
ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): କରୋନା କାଳରେ ପୁଣି ଥରେ ସ୍ଥଗିତ ହୋଇଛି ପିପିଲି ଉପନିର୍ବାଚନ । ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ କୋଭିଡ ଲକଡାଉନ କାରଣରୁ…
ଅର୍ଥ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି କୋଭିଡ ରିଲିଫ ସାମଗ୍ରୀରେ ଶୁଳ୍କ ଛାଡ
ନୂଆଦିଲ୍ଲୀ,୩ ।୫: ଦେଶରେ କରୋନ ସ୍ଥିତି ବିଗିଡିବାରେ ଲାଗିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି କୋଭିଡ ସମ୍ପର୍କିତ ରିଲିଫ ସାମଗ୍ରୀ ଉପରୁ…
କୋଭିଡ୍ ମୁକାବିଲା ପାଇଁ ଏସବିଆଇ ବ୍ୟାଙ୍କ୍ ଦେଲା ୭୧ କୋଟି ଟଙ୍କାର ସହାୟତା
ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର): କୋଭିଡ୍ ମୁକାବିଲା ପାଇଁ ଦେଶର ସର୍ବବୃହତ୍ତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏକ ବଡ ଘୋଷଣା କରିଛି। ଭାରତରେ କୋଭିଡ-୧୯ର ଦ୍ବିତୀୟ ଲହରର ମୁକାବିଲା ପାଇଁ ୭୧ କୋଟି…
ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର
ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ ଲାଗୁ କରିଛନ୍ତି ସରକାର । କିନ୍ତୁ ଲକଡାଉନ ସମୟରେ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ଏନେଇ ଆଜି ଲକଡାଉନ…
ମେ ୫ରେ ଶପଥ ଗ୍ରହଣ କରିବେ ଦିଦି
କୋଲକାତା, ୦୩ ।୦୫ (ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ମିଳିଛି ପ୍ରଚଣ୍ଡ ବହୁମତ । ଟିଏମସି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଏବଂ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଗାଦି ମଣ୍ଡନ…
ଏହି ରାଜ୍ୟମାନଙ୍କରେ ବଢ଼ିଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : ଆଜି କୋଭିଡ୍ ସ୍ଥିତି ସମୀକ୍ଷା ନେଇ ସ୍ୱାସ୍ଥ୍ୟ ଓ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ୧୨…