Browsing Category

Top Stories

“ଲାଲ୍ ସିଂ ଚଢ଼ା”ର ସୁଟିଂ ପାଇଁ ଲଦାଖରେ ପହଞ୍ଚିଲେ ଅମିର୍!

ମୁମ୍ବାଇ, ୦୨ ।୦୫ (ଓଡ଼ିଶା ଭାସ୍କର) : ନିକଟରେ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ବଲିଉଡ୍ ଅଭିନେତା ଅମିର ଖାନ୍ । ହେଲେ ସୁସ୍ଥ ପରେ ଏବେ ପୁଣି ଥରେ କାମରେ ଲାଗିଯାଇଛନ୍ତି । ସେ ସୁଟିଂ ପାଇଁ ଲଦାଖରେ ପହଞ୍ଚିଛନ୍ତି ।…

କେରଳରେ ବାମ ଦୁର୍ଗ କାଏମ୍: ବିଜୟପଥରେ ଅଗ୍ରସର LDF

ନୂଆଦିଲ୍ଲୀ, ୨ା୫: କେରଳରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୪୦ଟି ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲଡିଏଫ) ୮୪ଟି ଆସନରେ ଆଗୁଆ ରହିଛି ।…

ବଙ୍ଗଳାରେ ବିଜେପି ପଛରେ ରହିବାକୁ ନେଇ ଗଦଗଦ୍ ହେଲେ ବିରୋଧୀ, କିଏ କଣ କହିଲେ ପଢ଼ନ୍ତୁ

କୋଲକାତା, ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ବର୍ତ୍ତମାନର ଫଳାଫଳ ପ୍ରଦର୍ଶିତ ଫଳାଫଳକୁ ଦେଖିଲେ ଲାଗୁଛି ଟିଏମସିର ଜିତ୍ ଏବଂ ବିଜେପିର ହାର୍ ହେବ । ଭୋଟ ଗଣତିରେ ଟିଏମସି ଆଗରେ ରହିଥିବା ବେଳେ ବିଜେପି ଅନେକ…

ମାଟ୍ରିକ ମାର୍କ ଦ୍ୱନ୍ଦ: ଏହି ଆଧାରରେ ପିଲାଙ୍କୁ ଦିଆଯିବ ମାର୍କ!

ଭୁବନେଶ୍ୱର, ୧/୦୫: ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ବାତିଲ କରିଛନ୍ତି । ସେପଟେ ପରୀକ୍ଷା ବାତିଲ ହେବାପରେ କେମିତି ସେମାନଙ୍କୁ ମାର୍କ ମିଳିବ…

ତାମିଲନାଡ଼ୁରେ ଷ୍ଟାଲିନ୍ ଯାଦୁ: ବହୁମତଠୁ ଆଗରେ ଡିଏମକେ, ଏବେଠାରୁ ଆରମ୍ଭ ହେଲାଣି ବିଜୟ ଉତ୍ସବ

ଚେନ୍ନାଇ, ୨ା୫ : ତାମିଲନାଡ଼ୁରେ ଭୋଟ ଗଣତି ଜାରି ରହିଛି । ତେବେ ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରାଜ୍ୟରେ ଏମକେ ଷ୍ଟାଲିନଙ୍କ ଯାଦୁ ଡିଏମକେକୁ ନିର୍ବାଚନରେ ଅଗ୍ରଣୀ କରାଇଛି । ମୋଟ ୨୩୪ଟି ଆସନ…

ସଂକ୍ରମଣକୁ ରୋକିବାରେ ବିଫଳ ନିର୍ବାଚନ ଆୟୋଗ: ବାରଣ ପରେ ବି ହେଲା ଶୋଭାଯାତ୍ରା, ଅଭିଯୋଗ ଆଣିଲେ ଜନତା

ନୂଆଦିଲ୍ଲୀ, ୦୨ ।୦୫ (ଓଡ଼ିଶା ଭାସ୍କର) : ନିକଟରେ ମାଡ୍ରାସ ହାଇକୋର୍ଟ ଦେଶରେ ଦ୍ରୁତ କୋଭିଡ୍ ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗକୁ ଦାୟୀ ବୋଲି ମତ ପ୍ରକାଶ କରିଥିଲେ । ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ନିର୍ବାଚନୀ…

ପଶ୍ଚିମବଙ୍ଗରେ ବିଶାଳ ବିଜୟ ଅଭିମୁଖେ ଟିଏମସି

କୋଲକାତା, ୨ା୫: ସମଗ୍ର ଦେଶରେ ବର୍ତ୍ତମାନ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଛି । ଜନାଦେଶ କେଉଁ ଦଳ ସପକ୍ଷରେ ଯିବ, ତାହାକୁ ଦେଶବାସୀ ଉତ୍କଣ୍ଠାର ସହ…

ପଶ୍ଚିମବଙ୍ଗରେ କଂଗ୍ରେସ ତଳିତଳାନ୍ତ

କୋଲକାତା : ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତୀ । ଟିଏମସି ଏବଂ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ହେଲେ ସବୁଥର ପରି ଟିଏମସି ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ଫଳାଫଳ ଅନୁସାରେ ଟିଏମସି…

‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

ନୂଆଦିଲ୍ଲୀ, ୨ା୫: ଆଜି କେରଳ ବିଧାନସଭା ନିର୍ବାଚନର ଭୋଟ ଗଣନା ଜାରି ରହିଛି । ରାଜ୍ୟର ୧୪୦ଟି ମୋଟ ଆସନ ମଧ୍ୟରୁ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ମେଟ୍ରୋ ମ୍ୟାନ୍ ଇ. ଶ୍ରୀଧରନ୍ । ଶ୍ରୀଧରନ୍ ବିଜେପି…

ନନ୍ଦୀଗ୍ରାମ ସିଟରେ ପଛରେ ପଡିଲେ ଶୁଭେନ୍ଦୁ ଅଧିକାରୀ

ନନ୍ଦୀଗ୍ରାମ : ପଶ୍ଚିମବଙ୍ଗ ନିର୍ବାଚନରେ ନନ୍ଦୀଗ୍ରାମ ସବୁଠାରୁ ହଟ୍ ସିଟ୍ ରେ ପରିଣତ ହୋଇଯାଇଛି । ଦଳ ଦଳ ମଧ୍ୟରେ କଡା ଟକ୍କର ଜାରି ରହିଛି । ଏହା ଭିତରେ ନନ୍ଦୀଗ୍ରାମ ସିଟ୍ ରେ ଶୁଭେନ୍ଦୁ ଅଧିକାରୀ ପଛରେ…