Browsing Category
Top Stories
କରୋନାର ନାଇଟ୍ କର୍ଫ୍ୟୁରେ ସୁଟିଂ କରୁଥିଲେ ବଲିଉଡର ଏହି ଅଭିନେତା, ବାନ୍ଧିନେଲା ପୋଲିସ
ଲୁଧିଆନା, ୨୮ ।୪: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଓ ଆଉ କେତେକ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଛି । କରୋନାର ନାଇଟ କର୍ଫ୍ୟୁରେ ସୁଟିଂ କରିବା ଜଣେ ଅଭିନେତାଙ୍କୁ ମହଙ୍ଗା ପଡିଛି ।…
ଚିକିତ୍ସା ବ୍ୟବସ୍ଥାର ନଗ୍ନ ରୁପ: ଜୀବନ ଯିବାପରେ ପ୍ରଶାସନ ପଚାରୁଛି “ଭଲ ଅଛନ୍ତି କି ନାହିଁ”
ବହ୍ମପୁର, ୨୮ା୪ (ଓଡିଶା ଭାସ୍କର) : ଚିକିତ୍ସାରେ ଅବହେଳାର ସୀମା ଟପିଗଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । କୋଭିଡ୍ ରୋଗୀର ମୃତ୍ୟୁ ପରେ ଫୋନରେ ପଚାରାଯାଉଛି "ଭଲ ଅଛନ୍ତି କି ନାହିଁ, ସ୍ୱାସ୍ଥ୍ୟ ସେବା ମିଳୁଛି କି ନାହିଁ"…
ନିଜ ସହିତ ଶାହାରୁଖ ଖାନଙ୍କୁ ତୁଳନା କରି ଟ୍ରୋଲ ହେଉଛନ୍ତି କଙ୍ଗନା
ମୁମ୍ବାଇ, ୨୮ା୪ (ଓଡିଶା ଭାସ୍କର) : ନିଜ ସକ୍ସେସ୍ ଷ୍ଟୋରୀକୁ ଶାହାରୁଖ ଖାନଙ୍କ ସହ ତୁଳନା କରି ଟ୍ରୋଲ ହେଉଛନ୍ତି କନଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ । ଆଜି କଙ୍ଗନାଙ୍କ ପ୍ରଥମ ଫିଲ୍ମ "ଗ୍ୟାଙ୍ଗଷ୍ଟାର"କୁ ୧୫ ବର୍ଷ…
କରୋନା ଲକ୍ଷଣ ଥାଇ ରିପୋର୍ଟ ନେଗେଟିଭ୍ ଆସିଲେ ଜାଣନ୍ତୁ କଣ କରିବେ
ନୂଆଦିଲ୍ଲୀ ୨୮ ।୪ (ଓଡ଼ିଶା ଭାସ୍କର) : ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା…
କରୋନା ରୋଗୀଙ୍କ ପାଇଁ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର୍ ଦେଲେ ଅକ୍ଷୟ-ଟ୍ୱିଙ୍କଲ୍
ମୁମ୍ବାଇ, ୨୮ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଏହିଭଳି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ଖିଲାଡି ଅକ୍ଷୟ କୁମାର ଏବଂ…
କେବେ ସରିବ କରୋନା ସୁନାମୀ? ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ
ନୂଆଦିଲ୍ଲୀ,୨୮ ।୪: କରୋନା ଭାଇରସର ଦ୍ୱିତୀୟ ଲହର ଲୋକମାନଙ୍କୁ ଭୟଭୀତ କରିଛି । ଲୋକମାନେ ଆଖି ସାମ୍ନାରେ ନିଜର ସମ୍ପର୍କୀୟମାନଙ୍କୁ ଶେଷ ନିଶ୍ୱାସ ତ୍ୟାଗ କରୁଥିବାର ଦେଖୁଛନ୍ତି । ମେଡିକାଲରେ କେଉଁଠି ବେଡ ନାହିଁ ତ ଆଉ…
ଟ୍ୱିନ୍ ସିଟିରେ ଉପୁଜୁଛି ଗୋଷ୍ଠୀ ସଂକ୍ରମଣର ସ୍ଥିତି
ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ଟ୍ୱିନ୍ ସିଟିରେ ଉପୁଜୁଛି କରୋନା ଗୋଷ୍ଠୀ ସଂକ୍ରମଣର ସ୍ଥିତି । କରୋନା ସଂକ୍ରମଣ ବଢୁଥିବା ବେଳେ ଜଣେ ଏକାଧିକଙ୍କୁ ସଂକ୍ରମିତ କରୁଛନ୍ତି । ତେଣୁ କଟକ ଓ ଭୁବନେଶ୍ୱରରେ ଗୋଷ୍ଠୀ…
ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଦେହାନ୍ତରେ ଗଭୀର ଶୋକପ୍ରକାଶ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ପ୍ରସିଦ୍ଧ ଲେଖକ ମନୋଜ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ସେ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି । ମନୋଜ ଦାସଙ୍କ ବିୟୋଗ…
ଆଜିଠୁ ରାଜଧାନୀରେ ଗଡିଲା କୋଭିଡ୍ ଭ୍ୟାନ
ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ରାଜଧାନୀରେ ଗଡିଲା କୋଭିଡ୍ ଭ୍ୟାନ୍ । ଆଜିଠୁ ଭୁବନେଶ୍ୱରର କ୍ୟାପିଟଲ ହସ୍ପିଟାଲରୁ ଗଡିଲା କୋଭିଡ୍ ପରୀକ୍ଷା ଭ୍ୟାନ୍ । ରାଜଧାନୀର ଘରେ ଘରେ ବୁଲି କୋଭିଡ୍ ଟେଷ୍ଟ କରିବ ଏହି…
ଆସନ୍ତା ମାସରୁ ରାଜ୍ୟରେ ଲାଗୁ ହୋଇପାରେ ୧୫ ଦିନିଆ ଲକଡାଉନ୍: ମୁଖ୍ୟମନ୍ତ୍ରୀ ଆଜି ନେବେ ନିଷ୍ପତ୍ତି
ମୁମ୍ବାଇ, ୨୮ା୪: କରୋନା ସଂକ୍ରମଣ ବୃଦ୍ଧି ଜନସାଧାରଣ ଓ ସରକାରଙ୍କ ନିଦ ହଜାଇ ଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ୧୫ ଦିନ ପାଇଁ ଲକଡାଉନ୍ ଲାଗୁ କରିବାକୁ ଯୋଜନା କରୁଛନ୍ତି । ଆସନ୍ତା…