Browsing Category

Top Stories

ଗୋଟିଏ ସପ୍ତାହ ପାଇଁ ବଢ଼ିବ ଲକଡାଉନ ଅବଧି

ଢାକା, ୨୮ା୪: ବାଂଲାଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ସମୟରେ ଦୋକାନ ଓ…

ସ୍ଥଗିତ ହେଲା ଏମବିବିଏସ୍ ପରୀକ୍ଷା

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏମବିବିଏସ୍ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ୩୦ ତାରିଖରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦ୍ୱିତୀୟ ଏମବିବିଏସ୍…

ଦେଶରେ ୨ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା: ଆଜି ୩୨୯୩ ମୃତ, ୩.୬ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୨୮ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୨୯୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୮୭କୁ ବୃଦ୍ଧି…

ଆଜି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ: ଅପରାହ୍ଣ ୪ଟାରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): ଆଜି ଅପରାହ୍ଣ ୪ଟାରୁ ଟିକାକରଣ ପଞ୍ଜୀକରଣ ଆରମ୍ଭ ହେବ । ଆସନ୍ତା ମେ ମାସ ୧ ତାରିଖରୁ ୧୮ରୁ ୪୪ ବର୍ଷୀୟଙ୍କ ଟିକାକରଣ ଆରମ୍ଭ ହେବ । ଟିକା ଉପଲବ୍ଧ ହେବା ପରେ ରାଜ୍ୟ ସରକାରଙ୍କ…

ଆଜି ପୁଣି କରୋନାରେ ୧୦ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନାର ସଂକ୍ରମଣର ହାର ବଢ଼ିବାରେ ଲାଗିଛି । କରୋନାର ଭୟଙ୍କର ତାଣ୍ଡବ ଆଗରେ ସତେ ଯେମିତିତ ସମସ୍ତ କଟକଣା ଫେଲ୍ ମାରିଛି । ଆଜି ରାଜ୍ୟରେ କରୋନାରେ ୧୦ ଜଣଙ୍କର…

ରାଜ୍ୟରେ ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ: ଏଣିକି ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ

ଚଣ୍ଡୀଗଡ଼, ୨୮ା୪: ଦେଶରେ କରୋନାର ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ପଞ୍ଜାବ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁର ଅବଧିକୁ ବୃଦ୍ଧି କରିଛନ୍ତି । ସୋମବାର ଠାରୁ ଶୁକ୍ରବାର ସହରାଞ୍ଚଳରେ…

ଆସାମରେ ବଡ଼ଧରଣର ଭୂମିକମ୍ପ

ଦିସପୁର, ୨୮ା୪: ଦେଶରେ କରୋନାର କରାଳ ଛାୟା ମାଡ଼ିଚାଲିଥିବା ବେଳେ ଆଉ ଏକ ବିପଦର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଜନତା । ଆସାମରେ ଏକ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଆସାମର ସୋନିତପୁରରେ ଏହି ଭୂମିକମ୍ପ ଅନୁଭୂତ…

କରୋନା ପଜିଟିଭ୍ ସାଙ୍ଗଙ୍କୁ ଅକ୍ସିଜେନ ଦେବା ପାଇଁ ୧୩ ଶହ କିମି ଯାତ୍ରା କଲେ ଯୁବକ

ନୂଆଦିଲ୍ଲୀ, ୨୮ା୪: ଦେଶରେ କରୋନାର ଲହର ସାଧାରଣଙ୍କ ଜନତାଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ନିଜର ସାଙ୍ଗଙ୍କୁ ଅକ୍ସିଜେନ ଦେବା ପାଇଁ ଜଣେ ଯୁବକଙ୍କୁ ୧୩୦୦ କିମି ଯାତ୍ରା କରିବାକୁ ପଡ଼ିଛି । ଦେବେନ୍ଦ୍ର କୁମାର ଶର୍ମା…

ଓଡିଶାରେ ଘାଇଲା କରୁଛି କରୋନା: ଦିନକରେ ୮ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଗତ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୧.୪୮ ଲକ୍ଷ ପାର

ନୂଆଦିଲ୍ଲୀ, ୨୮। ୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୧ ଲକ୍ଷ ୪୮ ହଜାର ୦୨୦ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୯୩ ଲକ୍ଷ…