Browsing Category

Top Stories

ଆଜି ମହାଶିବରାତ୍ରୀ: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ମାନିବାକୁ ପଡ଼ିବ କୋଭିଡ୍ କଟକଣା

ଭୁବନେଶ୍ୱର, ୧୧ା୩ (ଓଡିଶା ଭାସ୍କର): ଆଜି ମହାଶିବରାତ୍ରି । ଏଥିପାଇଁ ପ୍ରସ୍ତୁତ ହୋଇଛି ଏକାମ୍ର କ୍ଷେତ୍ର । ଶ୍ରୀଲିଙ୍ଗରାଜଙ୍କ ସମେତ ଶତାଧିକ ଶୈବ ପୀଠରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ସରିଛି । କୋଭିଡ୍ କଟକଣା ସହ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୩୦ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୧୧ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୩୦ ହଜାର ୯୩୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୮୬…

୬୧ ବର୍ଷୀୟା ମହିଳାଙ୍କୁ ବିବାହ କଲେ ୮ ବର୍ଷର ବାଳକ, ଜାଣନ୍ତୁ ଏହା ପଛର କାରଣ

ସାଧାରଣତଃ ବର ଓ କନ୍ୟାଙ୍କ ବୟସରେ କିଛି ବର୍ଷର ବ୍ୟବଧାନ ରହିଥାଏ । ତେବେ ଯଦି ଜଣେ ୬୧ ବର୍ଷିୟା ମହିଳାଙ୍କୁ ଜଣେ ୮ ବର୍ଷର ବାଳକ ବିବାହ କରେ, ତେବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱାଭାବିକ । ଦକ୍ଷିଣ…

‘ରବର ବୟ’ ୟଶ, ଅସାଧାରଣ ପ୍ରତିଭାର ଅଧିକାରୀ

ଗୁଜୁରାଟରେ ରହୁଥିବା ୟଶ ଶାହ ନାମକ ଜଣେ ବାଳକଙ୍କୁ ନେଇ ଆଜିକାଲି ବହୁତ ଚର୍ଚ୍ଚା । ୟଶଙ୍କର କଳା କୌଶଳକୁ ଆଖିରେ ନ ଦେଖିଲା ପରେ କେହି ବି ବିଶ୍ୱାସ କରିପାରିବେ ନାହିଁ । ୟଶ ନିଜର ଗର୍ଦ୍ଦନକୁ ୧୮୦ ଡିଗ୍ରୀ ବୁଲାଇ…

ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୧୦ ।୩(ଓଡିଶା ଭାସ୍କର): ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ସକାଳ ୩ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ହେବ । ସକାଳ ୩ଟା ୩୦ରୁ ଦିନ ୧୧ଟା ମଧ୍ୟରେ…

ନିର୍ବାଚନ ପୂର୍ବରୁ ରୋଚକ ଲଢେଇ: ମମତା ବାନାର୍ଜୀ ଆହତ

କୋଲକାତା,୧୦ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସବୁଠାରୁ ହାଇ ପ୍ରୋଫାଇଲ ସିଟ ନନ୍ଦିଗ୍ରାମରେ ମଜାଦାର ଲଢେଇ ଦେଖିବାକୁ ମିଳିଛି । ପୂର୍ବରୁ ଏହି ଆସନ ପାଇଁ ମମତା ବାନାର୍ଜୀ ଓ ଶୁଭେନ୍ଦୁଙ୍କ ମଧ୍ୟରେ ଲଢେଇ…

ଶିମିଳିପାଳରେ କୁଆପଥର ସହ ବର୍ଷା, ଲୋକେ କହିଲେ ‘ଆସିଲେ ଇନ୍ଦ୍ରଦେବ’

କରଞ୍ଜିଆ,୧୦ ।୩(ଓଡିଶା ଭାସ୍କର): ଶିମିଳିପାଳ ଜଙ୍ଗଲରେ ନିଆଁକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର…