Browsing Category

Top Stories

ଝାରପଡା ଜେଲରେ ଟିଆଇ ପରେଡ ଶେଷ

ଝାରପଡା,୩ ।୩(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଝାରପଡା ଜେଲ ପରିସରରେ ଆଜି ଟିଆଇ ପରେଡ ଶେଷ ହୋଇଛି । ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଟିଆଇ ପରେଡ ହୋଇଥିଲା ।…

ଏବେ ମଦ ଦୋକାନ ପାଇଁ ଲଟେରୀ

ଏବେ ମଦ ଦୋକାନ ର ଲାଇସେନ୍ସ ଲଟେରୀ ମାଧ୍ୟମରେ ମିଳିବ। ପୁରୁଣା ଲାଇସେନ୍ସ ର ନବୀକରଣ ହେବ ନାହିଁ । ଏ ନେଇ ନୂଆ ନିର୍ଦ୍ଦେଶାନାମା ଜାରି କରିଛି ଅବକାରୀ ବିଭାଗ । ତେବେ ଏହି ନୂଆ ନିର୍ଦ୍ଦେଶାନାମ ଦ୍ୱାରା ଏବେ ମଦ…

ଝାରପଡା ଜେଲରେ ଅଞ୍ଜନା ମିଶ୍ର

ଝାରପଡା,୩ ।୩(ଓଡିଶା ଭାସ୍କର): ଝାରପଡା ଜେଲ ପରିସରରେ ଆଜି ପହଞ୍ଚିଛନ୍ତି ଅଞ୍ଜନା ମିଶ୍ର । ବହୁ ଚର୍ଚ୍ଚିତ ବାରଙ୍ଗ ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ପାଇଁ ସେ ଜେଲ…

ପିପିଲି ଉପ-ନିର୍ବାଚନରେ ଜିତିବା ନେଇ ବିଜେଡିର ଦମ୍ଭୋକ୍ତି

ପିପିଲି,୩ ।୩(ଓଡିଶା ଭାସ୍କର): ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ବି ଆରମ୍ଭ ହୋଇଛି ଛକାପଞ୍ଝା । ପିପିଲି ଉପ ନିର୍ବାଚନରେ ଜିତିବାକୁ ନେଇ ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି । ବିଜେଡି…

ରାଜ୍ୟରେ ଆଉ ୯୭ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୩।୩(ଓଡିଶା ଭାସ୍କର): ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପୁଣି ୯୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୮ ଓ ସ୍ଥାନୀୟ ଅଞ୍ଚଳରୁ ୩୯ ଜଣ…

ସ୍କୁଲ ଭିତରେ ଛୁରାମାଡ

ଗଞ୍ଜାମ,୩ ।୩(ଓଡିଶା ଭାସ୍କର): ସ୍କୁଲ ଭିତରେ ୨ ଛାତ୍ରଙ୍କ ମଧ୍ୟରେ ହୋଇଛି ଛୁରାମାଡ । ଗଞ୍ଜାମ ଥାନା ଗାଙ୍ଗପୁର ବଡବୋରସିଙ୍ଗ ଗାଁ ନୋଡାଲ ସ୍କୁଲରେ ହୋଇଛି ଛୁରାମାଡ । ଥଟ୍ଟାମଜାରୁ ଦଶମ ଶ୍ରେଣୀର ୨ ଛାତ୍ରଙ୍କ ମଧ୍ୟରେ…

କୋଟିଆ ମାମଲା: ଆଇନଗତ ସହାୟତ ମାଗିଲେ ସରକାର

ଭୁବନେଶ୍ୱର,୩ ।୩(ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ରର ଜବରଦଖଲ ପ୍ରସଙ୍ଗରେ ଆଇନଗତ ସହାୟତ ଲୋଡିଛନ୍ତି ଓଡିଶା ସରକାର । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଆଇନଗତ ସହାୟତା…

ପିପିଲି ନିର୍ବାଚନ ପାଇଁ ଇଭିଏମ ଓ ଭିଭିପିଏଟି ପ୍ରସ୍ତୁତ

ପିପିଲି,୩ ।୩(ଓଡିଶା ଭାସ୍କର): ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ବି ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ପିପିଲି ଉପ-ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ…

କରୋନା ଟୀକା ର ଦ୍ଵିତୀୟ ଡ଼ୋଜ଼ ନେବା ପରେ ବ୍ୟକ୍ତିଙ୍କ ମୃତ୍ୟୁ !

ମୁମ୍ବାଇ, 3/3: କୋଭିଡ -19 ଟିକା ଦ୍ବିତୀୟ ଡୋଜ ନେବା ପରେ ଜଣେ 45 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମହାରାଷ୍ଟ୍ରରେ ଦେହାନ୍ତ ହୋଇଛି। ଏହି ବ୍ୟକ୍ତି ଜଣକ ଭବନ୍ଦୀରୁ ସୁଖଦେବ କିର୍ଦତ ବୋଲି ଜଣାପଡିଛି। ସେ ଚକ୍ଷୁ…