Browsing Category
Top Stories
କଳାହାଣ୍ଡି ମେଡିକାଲ କଲେଜ ପାଇଁ ବେଦାନ୍ତ ସହ ଚୁକ୍ତି ବାତିଲ
କଳାହାଣ୍ଡି,୩ ।୩(ଓଡିଶା ଭାସ୍କର): କଳାହାଣ୍ଡି ମେଡିକାଲ କଲେଜ ପାଇଁ ବେଦାନ୍ତ ସହ ହୋଇଥିବା ଚୁକ୍ତି ବାତିଲ ହୋଇଛି । ୫୦୦ ଶଯ୍ୟାର ମେଡିକାଲ କଲେଜ ପାଇଁ ବେଦାନ୍ତ ସହ ଚୁକ୍ତି ହୋଇଥିଲା । ଏଣିକି ୬୫୦ ଶର୍ଯ୍ୟାର…
ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ ଅଛି: ମୁଖ୍ୟମନ୍ତ୍ରୀ
ଶିମିଳିପାଳ,୩ ।୩(ଓଡିଶା ଭାସ୍କର): ଗତ ୩ଦିନ ଧରି ଶିମିଳିପାଳ ଜଙ୍ଗଲାରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସତର୍କ ରହିବ ସହ, ପ୍ରତିଷେଧମୂଳକ ପଦକ୍ଷେପ…
ଏଥର ହୁମା ମନ୍ଦିରରେ ଜାଗର ମନା
ସମ୍ବଲପୁର,୩ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଚଳିତ ବର୍ଷ ହୁମା ମନ୍ଦିରରେ ଜାଗର ଯାତ୍ରା ହେବ ନାହିଁ ବୋଲି ଜଣାପଡିଛି । ୧୧ ତାରିଖରୁ ୧୭ ତାରିଖ ଯାଏଁ ହୁମା…
କୋଭାକ୍ସିନ ୮୧% ଫଳପ୍ରଦ
ନୂଆଦିଲ୍ଲୀ,୩ ।୩: କରୋନା ଭାଇରସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ସାମ୍ନାକୁ ଆସିଛି । କରୋନା ମୁକାବିଲା କ୍ଷେତ୍ରରେ କୋଭାକ୍ସିନ ଟିକା ୮୧ ପ୍ରତିଶତ ଫଳପ୍ରଦ ହୋଇଛି । କୋଭାକ୍ସିନ ପ୍ରସ୍ତୁତକାରୀ ସଂସ୍ଥା ଭାରତ…
ଭିସୁଟରୁ ହଟିଲା କଣ୍ଟେନମେଣ୍ଟ କଟକଣା
ସମ୍ବଲପୁର,୩ ।୩(ଓଡିଶା ଭାସ୍କର): ବୁର୍ଲା ଭିସୁଟ ପରିସରରୁ ଆଜିଠାରୁ ହଟିଛି କଣ୍ଟେନମେଣ୍ଟ କଟକଣା । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଗତ ୨୭ ତାରିଖରୁ ଲାଗିଥିବା କଟକଣାକୁ ହଟାଇଛି ପ୍ରଶାସନ । ଭିସୁଟର ବିଭିନ୍ନ…
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ ସୁନାର କଣ ରହିଛି ଦାମ
ଆପଣ ସୁନା କିଣିବାକୁ ଆଗ୍ରହୀ ଥିଲେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭୁବନେଶ୍ବରରେ ସୁନା ଦାମ ଗ୍ରାମ ପ୍ରତି ୫୨୦ ଟଙ୍କା କମିଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…
ପଣବନ୍ଦୀ ଥିବା ଯୁବକ କୋଲକାତାରୁ ଉଦ୍ଧାର
ଭୁବନେଶ୍ୱର,୩ ।୩(ଓଡିଶା ଭାସ୍କର): ପଣବନ୍ଦୀ ଥିବା ଯୁବକସୋର କେଶପୁର ଗାଁର ଜଣେ ଯୁବକଙ୍କୁ କୋଲକାତାରୁ ଉଦ୍ଧାର କରାଯାଇଛି । କୋଲକାତା ପୋଲିସ ସହାୟତାରେ ସୋର ପୋଲି ଯୁବକଙ୍କୁ ଉଦ୍ଧାର କରିଛି ।
ତେବେ ଚାକିରି…
ସାଙ୍ଗରେ ରହିବାକୁ ପତ୍ନୀଙ୍କୁ ବାଧ୍ୟ କରିପାରିବେନି ସ୍ୱାମୀ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩ ।୩: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି କରାଯାଇ କୁହାଯାଇଛି ଯେ, ସ୍ତ୍ରୀମାନେ କୌଣସି ସମ୍ପତ୍ତି ବା ବସ୍ତୁ ନୁହଁନ୍ତି । ସ୍ତ୍ରୀମାନଙ୍କୁ ଜୋର ଜବରଦସ୍ତି ନିଜ ସାଥୀରେ…
ନିଜେ ନିଜକୁ ବିବାହ କଲେ ମହିଳା! ଏମିତି କଲେ କିସ
ଆଧୁନିକ ଯୁଗରେ ଆମକୁ ଅନେକ ଅଜବ ଘଟଣା ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ଘଟିଛି ୟୁଏସ୍ ରେ । ମେଗ ନାମକ ମହିଳା ଜଣକ ନିଜେ ନିଜକୁ ହିଁ ବିବାହ କରିଛନ୍ତି। କେହି କେବେ ପୂର୍ବରୁ ଏଭଳି କଥା ଭାବିନଥିବେ। କିନ୍ତୁ…
ବିବନକୁ ଚିହ୍ନିଲେ ଅଞ୍ଜନା
ଝାରପଡା,୩ ।୩(ଓଡିଶା ଭାସ୍କର): ଦୀର୍ଘ ୨୨ ବର୍ଷ ପରେ ଗଣଦୁଷ୍କର୍ମ ମାଷ୍ଟରମାଇଣ୍ଡକୁ ଚିହ୍ନିଲେ ଅଞ୍ଜନା ମିଶ୍ର । ଟିଆଇ ପରେଡ ବେଳେ ବିବନ ବିଶ୍ୱାଳକୁ ଚିହ୍ନିପାରିଛନ୍ତିି ଅଞ୍ଜନା ମିଶ୍ର । ଝାରପଡା ଜେଲ ପରିସରରେ…