Browsing Category
Top Stories
ଜଉଗଡ ଐତିହ୍ୟ ମହୋତ୍ସବର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ,୧ ।୩(ଓଡିଶା ଭାସ୍କର): ଗଞ୍ଜାମର ପ୍ରସିଦ୍ଧ ଜଉଗଡ ଐତିହ୍ୟ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…
ଦିନ ତାପମାତ୍ରା ଆଉ ୫ଂ ବଢିବ !
ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ବଢିବ । କିଛି ଜିଲ୍ଲାର ତାପମାତ୍ରାରେ ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦିନର ତାପମାତ୍ରା…
ଓଲଟିଲା ଆମୋନିଆ ଗ୍ୟାସ ଟ୍ୟାଙ୍କର
ଗଞ୍ଜାମ,୧ ।୩(ଓଡିଶା ଭାସ୍କର): ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ହୁମା ଫାଣ୍ଡି ନିକଟ ପୁଇଁତଳାରେ ଘଟିଛି ଏହି ଦୁର୍ଘଟଣା । ଆମୋନିଆ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ଓଲଟିପଡିଥିବା ଜଣାପଡିଛି…
ଆଗାମୀ ୩ ମାସ ଭୀଷଣ ତାତି
ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଗାମୀ ୩ ମାସରେ ଓଡିଶାରେ ସ୍ୱାଭାବିକଠାରୁ ଅଧିକ ତାତି ରହିବ । ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଓଡିଶାରେ ଭୀଷଣ ଖରା ହେବ । ମାର୍ଚ୍ଚରୁ ମେ ଯାଏ ଅଧିକ ଉତ୍ତାପ ଅନୁଭୂତ ହେବା ନେଇ…
ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍
ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ସ୍କାଏ କିଙ୍ଗ ସଂସ୍ଥାର ବିମାନ ଭଡା ପଇଠ ନକରିବା ମାମଲାରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଜାମିନ ମିଳିଛି । ପାଠକ ବାପ-ପୁଅଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି…
ସବ୍ୟସାଚୀଙ୍କ ବର ବେଶ ଓ ଅର୍ଚ୍ଚିତା ଙ୍କ କନ୍ୟା ବେଶ ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ
ଭୁବନେଶ୍ୱର, ୧ା୩ (ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ ଓଲିଉଡର ଦୁଇ ହିଟ୍ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତାକୁ ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ସବୁଆଡ଼େ ବେଶ ଚର୍ଚ୍ଚା । ବିବାହ ପୂର୍ବରୁ ଏହି ତାରକା ଦ୍ୱୟ…
ବଦଳିପାରେ ସ୍କୁଲ ସମୟ
ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର):ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିଥିବା ସ୍କୁଲ ସମୟ ବଦଳିପାରେ । ଖରା ପାଇଁ ସମସ୍ୟା ହେଉଥିବାରୁ ତର୍ଜମା ଚାଲିଥିବା ମନ୍ତ୍ରୀ କହିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର…
ଭିଜିଲାନ୍ସ ଜାଲରେ ଏସଡିଏମଓ
ରେଢାଖୋଲ, ୧ା୩(ଓଡିଶା ଭାସ୍କର): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏସଡିଏମଓ । ଲାଞ୍ଚ ନେବା ବେଳେ ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ୍ ସାହୁଙ୍କୁ ଧରିଛି ଭିଜିଲାନ୍ସ । ତେବେ ବିପିନ୍…
ପୂର୍ବତନ ଆରସିବି ଖେଳାଳୀ ଡ୍ରଗ୍ସ ଓ ଚୋରି ମାମଲା ରେ ଗିରଫ, ଜାଣନ୍ତୁ କିଏ
ଅଷ୍ଟ୍ରେଲୀୟ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଲୁକ ପୋମର୍ସବାଚ ଙ୍କ ମଧ୍ୟ ଅବସର ପରେ ଅସୁବିଧା ହ୍ରାସ ପାଇନାହିଁ। ଡ୍ରଗ୍ସ ଏବଂ ଚୋରି ମାମଲାରେ ତାଙ୍କୁ ପୋଲିସ ଗିରଫ କରିଛି। ଚଳିତ ବର୍ଷ ଜାନୁୟାରୀ 24 ରୁ ଫେବୃଆରୀ 16…
ପୁଣି ମହଙ୍ଗା ହେଲା ରୋଷେଇ ଗ୍ୟାସ, ଜାଣନ୍ତୁ କେତେ
ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ସାଧାରଣ ଲୋକଙ୍କୁ ଝଟକା । ପୁଣି ବଢିଛି ରୋଷେଇ ଗ୍ୟାସର ମୂଲ୍ୟ । ରୋଷେଇ ଗ୍ୟାସ ପୁଣି ୨୫ ଟଙ୍କା ମହଙ୍ଗା ହୋଇଛି । ଗୋଟିଏ ମାସରେ ୪ ଥର ବଢିଲାଣି ଏଲପିଜି ସିଲିଣ୍ଡର ଦର ।…