CHARIDHAM
Browsing Category

Top Stories

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି କିରାଣି

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଦିଲ୍ଲୀପଙ୍କ ଘରୁ ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି…

କରୋନା ଟିକା ବଦଳରେ କୁକୁର କାମୁଡିବା ଟିକା ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ

ନୁଆଦିଲ୍ଲୀ,୯ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ବଢ଼ୁଥିବାରୁ ସାରା ଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଦୈନିକ ଶହ ଶହ ଲୋକ ଟିକାକରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଛନ୍ତି । ଏହା ଭିତରେ ଏକ ଆଶ୍ଚର୍ଯ୍ୟ…

ଐଶ୍ୱର୍ଯ୍ୟା ରାୟଙ୍କର ସେ ହେଉଛନ୍ତି ଅବିକଳ ନକଲ,ତାଙ୍କର ବିକିନୀ ଅବତାର ଲଗାଇଲା ଦର୍ଶକଙ୍କ ମନରେ ନିଆଁ, ଜାଣନ୍ତୁ ସେ କିଏ

ବଲିଉଡରେ ପ୍ରତ୍ୟେକ ମୁହୂର୍ତ୍ତରେ କୌଣସି ନା କୌଣସି ନବାଗତ ସୁନ୍ଦରୀଙ୍କୁ ନେଇ ଚର୍ଚ୍ଚା ଜାରି ରହିଥାଏ । ବର୍ତ୍ତମାନ ସମୟରେ ଯାହାକୁ ନେଇ ବଲିଉଡରେ ନିଆଁ ଲାଗିଛି, ସେ ହେଉଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା…

ସେଲଫି ନେବା ବେଳେ ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରିଲେ ଏମପି ଜୟା ବଚ୍ଚନ

ପଶ୍ଚିମବଙ୍ଗ, ୯ା୪ (ଓଡିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଅନେକ ସମୟରେ ତାଙ୍କ ରୁକ୍ଷ ବ୍ୟବହାର ପାଇଁ ଚର୍ଚ୍ଚାରେ ଥାନ୍ତି । ତେବେ ପୁଣି ଥରେ ସେ ସେହି ଭଳି କିଛି ବିଷୟ ପାଇଁ…

ସମଲେଇ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍, ଜାଣନ୍ତୁ କେତେ ?

ସମ୍ବଲପୁର , ୯ ।୪(ଓଡିଶା ଭାସ୍କର): ସମଲେଇ ଯୋଜନା ପାଇଁ ଆଜି ବଡ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଥଇଥାନ ଓ ପୁନର୍ବାସ ପାଇଁ ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଦଶମ ଓ +୨ ପରୀକ୍ଷା ତାରିଖ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): କରୋନା ପାଇଁ ଶିକ୍ଷାବିଭାଗରେ ବିଶେଷ ପ୍ରଭାବ ଦେଖିବାକୁ ମିଳୁଛି । କିନ୍ତୁ ରାଜ୍ୟରେ ପୂର୍ବ ନିର୍ଦ୍ଧାରିତ ତାରିଖରେ ୧୦ମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ…

ଗୁଜବ ପ୍ରଚାର କରୁଥିବା ଏବଂ ଷ୍ଟେସନରେ ଜନଗହଳି ଥିବା ଫେକ୍ ଭିଡିଓ ଭାଇରାଲ୍ କରନ୍ତୁ ନାହିଁ: କେନ୍ଦ୍ରୀୟ ରେଳବିଭାଗ

ନୁଆଦିଲ୍ଲୀ, ୯ା୪ (ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ଯାହାକି ପ୍ରଥମ ବର୍ଷଠାରୁ ଦ୍ରୁତ ମାତ୍ରାରେ ଲୋକଙ୍କୁ ସଂକ୍ରମିତ କରୁଛି । ଏହା ଭିତରେ ଏମିତି କିଛି ଭିଡିଓ ଘୁରିବୁଲୁଛି ଯାହା…

ବଢୁଛି କରୋନା, କମୁଛି ଟିକା: ରାଜ୍ୟର ଏହି ୨ ଜିଲ୍ଲାରେ ଟିକାକରଣ ବନ୍ଦ, ଜାଣନ୍ତୁ କେଉଁଠି?

ଭୁବନେଶ୍ୱର,୯ ।୪: ସାରା ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଆଜି ୧୨୮୨ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫୫ କ୍ୱାରେଣ୍ଟଇନରୁ ଓ ୫୨୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।…

ମାଛ ମାର୍କେଟ ଓ ପରିବା ହାଟରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

ଭୁବନେଶ୍ୱର, ୯ା୪ (ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ଜୋରଦାର ଚାଲିଛି ସ୍ପେଶାଲ୍ ଡ୍ରାଇଭ୍ । ଏନଫୋର୍ସମେଣ୍ଟ ଟିମ୍ ଭୁବନେଶ୍ୱରର ଗଳିକନ୍ଦି ବୁଲି ଲୋକଙ୍କ ପରେ ଆକ୍ସନ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି…