Browsing Category
Top Stories
ATMର ନୂଆ ନିୟମ! ଏତିକି ଟଙ୍କାରୁ ଅଧିକ ଉଠାଇଲେ ଚାର୍ଜ, ଜାଣନ୍ତୁ କେତେ
ଏଟିଏମର ଟଙ୍କା ଉଠାଣକୁ ନେଇ ନୂଆ ନିୟମ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ନୂଆ ନିୟମ ଅନୁସାରେ, ଏଣିକି ଏଟିମରୁ ମାତ୍ର ୫ ହଜାର ଟଙ୍କା ଉଠାଇ ହେବ । ଅଧିକ ଉଠାଇଲେ ଚାର୍ଜ ଲାଗିବ ବୋଲି ଆରଟିଆଇ ମାଧ୍ୟମରେ ସୂଚନା…
ଯୋଡ଼ାମ୍ବରେ ନୂତନ ଥାନା ଉଦଘାଟନ କଲେ ପୋଲିସ ମହାନିର୍ଦ୍ଦେଶକ
ମାଲକାନଗିରି, ୨୦ା୬(ଓଡ଼ିଶା ଭାସ୍କର): ଆଜି ମାଲକାନଗିରି ଗସ୍ତରେ ଯାଇଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ସେଠାରେ ସେ ପହଞ୍ଚି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଥିଲେ । ଏହାସହ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପ ମଧ୍ୟ…
ରାଜ୍ୟରେ ୧୮ ଜିଲ୍ଲାରୁ ଆଜି ସର୍ବାଧିକ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୨୦ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୫୩୪କୁ ବୃଦ୍ଧି ପାଇଛି । କଟକରୁ ସର୍ବାଧିକ ୭୦, ଖୋର୍ଦ୍ଧାରୁ…
ଜୁନ୍ ୨୧ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଜାଣନ୍ତୁ ଏହି ସମୟରେ କ’ଣ କରିବେ ଓ କ’ଣ ନକରିବେ?
୨୦୨୦ର ପ୍ରଥମ ସୂର୍ଯ୍ୟପରାଗ ଜୁନ୍ ୨୧ ଅର୍ଥାତ୍ ରବିବାର ଦିନ ଲାଗିବ । ଭାରତର ସମୟ ଅନୁସାେ. ଏହି ସୂର୍ଯ୍ୟପରାଗ ସକାଳ ୯ଟା୧୫ରୁ ଆରମ୍ଭ ହେବ ଓ ଏହାର ପ୍ରଭାବ ଦ୍ୱିପହର ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ରହିବ । ଆଂଶିକ…
ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୪ଜିଲ୍ଲା ସାମିଲ ଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୦ା୬(ଓଡ଼ିଶା ଭାସ୍କର): ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୪ଟି ଜିଲ୍ଳା ସାମିଲ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର…
ଆଲବମ୍ କୁଇନ୍ ଦୀପା ସାହୁଙ୍କ ଅବସ୍ଥା ଗୁରୁତର, ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱର,୨୦ ।୬(ଓଡିଶା ଭାସ୍କର): ଓଡିଆ ଆଲବମର ଚୁଲବୁଲି ନାୟିକା ବା ଅଭିନେତ୍ରୀ ଦୀପା ସାହୁ ଏବେ କ୍ୟାନ୍ସରରେ ପୀଡିତ ଅଛନ୍ତି । ଆଲବମ୍ ଦୁନିଆରେ ଚହଳ ପକାଇଥିବା ଦୀପା ପ୍ରାୟ ୧ ବର୍ଷ ହେବ ଜରାୟୁ କର୍କଟ ରୋଗରେ…
ସୌରଭ ଗାଙ୍ଗୁଲୀଙ୍କ ପରିବାରରେ ପହଞ୍ଚିଲା କରୋନା, ଜଣଙ୍କ ପରେ ଜଣେ ପଜିଟିଭ୍
କରୋନା ଭାଇରସ୍ ସାରା ଦେଶରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏବେ ଏହି ମହାମାରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀଙ୍କ ପରିବାରରେ ପହଞ୍ଚି ସାରିଛି । କରୋନା କବଜାରେ ଏବେ ସୌରଭଙ୍କ ବଡ ଭାଇ ଫସିଛନ୍ତି ।…
ଭୁବନେଶ୍ୱରରୁ ଆଜି ୧୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୨୦ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୧୯ ଜଣ ହୋଇଥିବା ଜଣାପଡ଼ିଛି । ୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ହୋମ କ୍ୱାରେଣ୍ଟିନ ଓ…
୧୭ ବର୍ଷର ଝିଅ ହେଲା ଗର୍ଭବତୀ: ବାପା-ମା ୫୦ ହଜାରରେ ବିକିଲେ ତ ସମ୍ପର୍କୀୟ କହିଲେ-୫ ଲକ୍ଷ ମାଗ
ପିତା-ମାତାଙ୍କ ଭଗବାନଙ୍କ ସ୍ୱରୂପ କୁହାଯାଉଥିବା ବେଳେ ଆଜି କିଛି ଲୋକ ଏହାକୁ ଭୁଲ ଭାବରେ ପରିଣତ କରୁଛନ୍ତି । ଟଙ୍କା ଲୋଭରେ ନିଜ ଝିଅକୁ ବି ବିକ୍ରି କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ସଙ୍ଗୀନ ଘଟଣା ଗୁଜୁରାଟ…
ଭୁବନେଶ୍ୱରର ଡୁମଡ଼ୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଭୁବନେଶ୍ୱର, ୨୦ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରର ଡୁମଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।…