Browsing Category
Top Stories
ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬.୭୧ ଲକ୍ଷ
ନୂଆଦିଲ୍ଲୀ: ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୭୧ ହଜାର ୭୩୨କୁ ବୃଦ୍ଧି ପାଇଛି । ଏହା ସହ ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୭ ଲକ୍ଷ ୬୩ ହଜାର ୫୪୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୯ କୋଟି ୭୪ ଲକ୍ଷ ୪…
କରୋନା ମୁକାବିଲା ପାଇଁ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫ ।୩: କରୋନା ସଂକ୍ରମଣ ମାଲା ବଢିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୁକାବିଲା ନେଇ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ…
ଯୁବକଙ୍କ ଉଚ୍ଚତା ଦୁଇ ଫୁଟ, ଜୀବନସାଥୀ ଖୋଜି ଖୋଜି ହେଲେ ନୟାନ୍ତ: ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ସାହାଯ୍ୟ
ଯୁବକଙ୍କର ବୟସ ୨୬ ବର୍ଷ, ଉଚ୍ଚତା ୨ ଫୁଟ । ଉତ୍ତରପ୍ରଦେଶର ମୁଜାଫରନଗରରେ ରହୁଥିବା ଅଜିମ ମନସୁରୀ ମହଜ ନାମକ ଏହି ଯୁବକ ଜଣକ ବିବାହ ପାଇଁ କନ୍ୟା ଖୋଜୁଛନ୍ତି । ସେ ନିଜର ଏକ କସମେଟିକ୍ ଦୋକାନ କରିବା ସହ ଭଲ ଇନକମ୍…
ଗୋଟିଏ ରାତି ପାଇଁ କିନ୍ନରମାନେ ବିବାହ କରିଥାନ୍ତି, ଜାଣନ୍ତୁ କାହିଁକି
ଆମେ ସମସ୍ତେ ଜାଣୁ ଯେ, ଏ ଦୁନିଆରେ ପୁରୁଷ ଓ ନାରୀଙ୍କ ଛଡ଼ା ଆଉ ଏକ ପ୍ରଜାତି ରହିଛନ୍ତି, ସେମାନେ ହେଉଛନ୍ତି କିନ୍ନର । କିନ୍ନରମାନେ ବିବାହ କରନ୍ତି ନାହିଁ ବୋଲି ପ୍ରାୟତଃ ସମସ୍ତେ ଜାଣନ୍ତି । କିନ୍ତୁ ଏକଥା ମଧ୍ୟ ବହୁତ…
ପୁରୀ ବସ ଷ୍ଟାଣ୍ଡରେ ନିଆଁ, ଜଳିଗଲା ବସ୍
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ପୁରୀ ବସଷ୍ଟାଣ୍ଡରେ ଯାତ୍ରୀବାହୀ ବସରେ ଲାଗିଛି ନିଆଁ । ଖାଲି ବସ ଛିଡା ହୋଇଥିବା ବେଳେ ଘଟିଛି ଅଗ୍ନିକାଣ୍ଡ । ୩ଟି ବସରେ ନିଆଁ ଲାଗିଥିବା ବେଳେ ଯାତ୍ରୀଙ୍କର କିଛି କ୍ଷତି…
କୃଷି ଓଡିଶା-୨୦୨୧ ଉଦଘାଟିତ
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ବରମୁଣ୍ଡାରେ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା-୨୦୨୧’ ଉଦଘାଟିତ ହୋଇଯାଇଛି । ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ଗଞ୍ଜାମର ଦଣ୍ଡନାଚକୁ ମିଳିଲା ଅନୁମତି
ଗଞ୍ଜାମ,୧୫ ।୩(ଓଡିଶା ଭାସ୍କର): କରୋନା କାଳ ମଧ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ମିଳିଛି ଅନୁମତି । ପ୍ରଶାସନ ପକ୍ଷରୁ ଦଣ୍ଡନାଚକୁ ଅନୁମତି ମିଳିଥିବା ସୂଚନା ମିଳିଛି । ପୂର୍ବ ନିର୍ଦ୍ଦେଶନାମାରେ…
୧୨,୦୦୦ ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ଦାମ୍
ବାହାଘର ଋତୁ ଆସୁଥିବାରୁ ପୁଣି ବଢିବାରେ ଲାଗିଛି ସୁନା-ରୂପା ଦର । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୦.୪ ପ୍ରତିଶତ ବୃଦ୍ଧି ସହ ଆଜିର ସୁନା ଦର ପ୍ରତି ୧୦ ଗ୍ରାମ ୪୪,୯୧୫ ଟଙ୍କା ସ୍ତରରେ କାରବାର କରୁଛି । ଏଥି ସହିତ ରୂପା…
ଜସପ୍ରୀତ ଓ ସଞ୍ଜନାଙ୍କ ସରିଲା ବାହାଘର, ସାମ୍ନାକୁ ଆସିଲା ପ୍ରଥମ ଫଟୋ
ନୂଆଦିଲ୍ଲୀ,୧୫ ।୩: ଭାରତୀୟ ଟିମର ଧୁରନ୍ଦର ବୋଲର ଜସପ୍ରିତ ବୁମରା ଓ ସ୍ପୋର୍ଟସ୍ ଆଙ୍କର ସଞ୍ଜନା ଗଣେସନଙ୍କ ବାହାଘର ଆଜି ସମ୍ପନ୍ନ ହୋଇଛି । ପଞ୍ଜାବର ରୀତିନୀତି ଓ ଘନିଷ୍ଠ ସମ୍ପର୍କୀଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ…
ସିଂହ ଛୁଆ ସହ ଫଟୋ ସୁଟ୍ କଲେ ବର-କନ୍ୟା, ଆଉ ତା’ପରେ …
ନୂଆଦିଲ୍ଲୀ: ବାହାଘରକୁ ସବୁଦିନ ମନେରଖିବାକୁ ଆଜିକାଲି ଫଟୋ ସୁଟ୍ ଏକ ଜବରଦସ୍ତ ଟ୍ରେଣ୍ଡରେ ପରିଣତ ହୋଇଛି । ତେବେ ଖଲିଜ୍ ଟାଇମସ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଏକ ଦମ୍ପତି ତାଙ୍କ ବିବାହ ଫଟୋସୁଟ୍ ସମୟରେ ଏକ ସିଂହ…