CHARIDHAM
Browsing Category

Top Stories

ପୁଣି ମହିଳା ସଂରକ୍ଷଣ ଓ ସମାନତା ପ୍ରସଙ୍ଗ ଉଠାଇଲେ ସସ୍ମିତ

ନୂଆଦିଲ୍ଲୀ,୯ ।୩: ରାଜ୍ୟସଭାରେ ପୁଣି ଉଠିଲା ମହିଳା ସଂରକ୍ଷଣ ଓ ଲିଙ୍ଗଗତ ସମାନତା ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ମହିଳା ଚାଲାଣ ରୋକିବାକୁ କଡା ଆଇନ ପ୍ରଣୟନ…

ଆଜିକାଲି ଲୋକମାନେ ଆଉ ଫିଲ୍ମ ଗୀତ ଶୁଣୁନାହାନ୍ତି: ଶାନ

ମୁମ୍ବାଇ, ୯ା୩: ବଲିଉଡର ପ୍ରଖ୍ୟାତ ଗାୟକ ଶାନଙ୍କ ମତରେ ଆଜିକାଲିର ଲୋକମାନେ ଫିଲ୍ମ ଗୀତ ଶୁଣିବାକୁ ଆଉ ପସନ୍ଦ କରୁନାହାନ୍ତି । ଅତୀତରେ ଫିଲ୍ମ ଗୀତଗୁଡ଼ିକ ଯେପରି ପ୍ରସିଦ୍ଧ ଥିଲା, ଆଜିକାଲି ଆଉ ସେପରି ଦେଖିବାକୁ…

ତାରାତାରିଣୀ ଯାତ୍ରା ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିୟମ କଡାକଡି କରାଯାଉଛି । ଏହାରି ମଧ୍ୟରେ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ୍…

ରାଜ୍ୟରେ ଆଉ ୫୭ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୯।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭…

ଜଙ୍ଗଲ ନିଆଁ ପାଇଁ ହାଇକୋର୍ଟରେ ମାମଲା

କଟକ,୯ ।୩(ଓଡିଶା ଭାସ୍କର): ଶିମିଳିପାଳ ଅଭୟାରଣ୍ୟ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ହେଲିକାପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ କରାଯାଇଛି…

ଏହି ସହରକୁ ଫେରିଲା ସପ୍ତାହନ୍ତ ଲକଡାଉନ , ଜାଣନ୍ତୁ କେଉଁଠି

କରୋନା ଭାଇରସ୍ ସଂକ୍ରମଣର ବୃଦ୍ଧି ହେତୁ ମହାରାଷ୍ଟ୍ରର ନାଶିକ୍ ଜିଲ୍ଲା ପ୍ରଶାସନ ସପ୍ତାହର ଶେଷ ଦୁଇଦିନ ତାଲାବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର ଦିନ ଜିଲାରେ କରୋନୋ ଜୀବାଣୁଙ୍କ ସଂଖ୍ୟା 626 ରୁ 1,26,570 କୁ…

ଜାଗର ପାଇଁ ଆସିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଆସନ୍ତା ୧୧ ତାରିଖରେ ପଡ଼ୁଛି ମହାଶିବରାତ୍ରୀ । ଏହି ଅବସରରେ ଜାଗର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ କଟକଣା ଜାରି କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)…

ଖାଦ୍ୟରେ ନିଶା ଦେଇ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ

ନୂଆଦିଲ୍ଲୀ, ୯ା୩: ରାଜସ୍ଥାନର ଧୌଲପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଛି । ବେହୋସ ଅବସ୍ଥାରେ ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ…