Browsing Category

Top Stories

Breaking: ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ, ଫସି ରହିଛନ୍ତି 6ରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ: ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲାରେ ଏକ ବଡ଼ ଟନେଲ ଦୁର୍ଘଟଣା ଘଟିଛି । ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ଛଅ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ଶ୍ରମିକମାନଙ୍କୁ ଉଦ୍ଧାର କରିବା…

ପୋଲିସ ହାତରେ ଛିନତାଇ ଗ୍ୟାଙ୍ଗ, ୨୪ଟି ସୁନାଚେନ୍ ସହ ୫ଜଣ ଗିରଫ

ଅନୁଗୁଳ: ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଧରାପଡ଼ିଲେ ଛିନତାଇ ଗ୍ୟାଙ୍ଗ। ଅନୁଗୁଳ ଜିଲ୍ଲାରେ ୨୪ଟି ସୁନାଚେନ ସହ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ତାଳଚେର ପୋଲିସ। ସମସ୍ତ ୫ଜଣ…

ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ହେବ ଶସ୍ତା, କେନ୍ଦ୍ର ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ବହୁ ସମୟ ଧରି ସାଧାରଣ ଲୋକେ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସର ମୂଲ୍ୟ ହ୍ରାସ ପାଇଁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଏହି ସମସ୍ତ ଲୋକଙ୍କ ପାଇଁ ଭଲ ଖବର। ଆଗାମୀ ସମୟରେ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସର ଦର କମ…

ସୋସିଆଲ ମିଡିଆରେ ଅଶ୍ଳୀଳ କଣ୍ଟେଣ୍ଟକୁ ନା! ରୋକ୍ ଲଗାଇବା ପାଇଁ ପ୍ରସ୍ତୁତ ସରକାର

ନୂଆଦିଲ୍ଲୀ: ରଣବୀର ଆଲ୍ଲାହାବାଦିଆଙ୍କ ଅଶ୍ଳୀଳ କଣ୍ଟେଣ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ କଠୋର ମନ୍ତବ୍ୟ ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ଏହି ସଂହିତା 5 ରୁ 50 ଲକ୍ଷ ଫଲୋଅର୍ସ ଥିବା କଣ୍ଟେଣ୍ଟ କ୍ରିଏଟରଙ୍କୁ ପାଳନ…

ବକେୟା ଦରମା ପାଇଲେ ଓଡ଼ିଶା ଶିକ୍ଷକ: ଦରମା ଦେବାକୁ ସିଧା ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ IAS ଅନନ୍ୟା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଜଣେ ସରକାରୀ ସ୍କୁଲ ଶିକ୍ଷକ ତିନି ମାସ ଧରି ଦରମା ନପାଇବା ପରେ ଶ୍ରମିକ ଭାବରେ କାମ କରିବାକୁ ଛୁଟି ମାଗିଥିଲେ । ଏହାର କିଛି ଦିନ ପରେ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ ଅନନ୍ୟା…

କିଟର ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ନେଇ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ, ଉଚ୍ଛେଦ ଲାଗି ହେବ ସ୍ପେଶାଲ ଡ୍ରାଇଭ୍

ଭୁବନେଶ୍ବର: କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । କିଟର ଜମି ଜବରଦଖଲ ଉଚ୍ଛେଦ ପାଇଁ ସ୍ପେସାଲ…

(Video) ମହାକୁମ୍ଭରେ ବୁଡ଼ ପକାଇଲେ Sunny Leone! ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ମହାକୁମ୍ଭ ଶେଷ ହେବାକୁ ଆଉ ମାତ୍ର ଅଳ୍ପ ଦିନ ରହିଛି। ଏହା ପୂର୍ବରୁ ବିପୁଳ ପରିମାଣରେ ଶ୍ରଦ୍ଧାଳୁ ଆସି ଏଠାରେ ବୁଡ଼ ପକାଉଛନ୍ତି। ବଡ଼ ବଡ଼ ସେଲିବ୍ରିଟି ସୁପରଷ୍ଟାର ମଧ୍ୟ ସଙ୍ଗମରେ ବୁଡ଼ ପକାଇଛନ୍ତି। ତେବେ…

ସମୟ ପୂର୍ବରୁ ଋଣ ବନ୍ଦ କଲେ ମିଳିବ ଆଶ୍ୱସ୍ତି, ଏହି ଗ୍ରାହକମାନଙ୍କ ପାଇଁ ବଡ଼ ପ୍ରସ୍ତୁତି କରିଛି RBI

ନୂଆଦିଲ୍ଲୀ: ଧାର୍ଯ୍ୟ ତାରିଖ ପୂର୍ବରୁ ଋଣ ବନ୍ଦ କରୁଥିବା ଗ୍ରାହକମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଉପହାର ଦେବାକୁ ଯାଉଛି । ପ୍ରକୃତରେ ଆରବିଆଇ ବ୍ୟକ୍ତିବିଶେଷ ଏବଂ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ…

ଆଉ ମାତ୍ର ୪ଟି ଛକା: ସଚିନଙ୍କ ମହାରେକର୍ଡ ଭାଙ୍ଗିବାରେ ସଫଳ ହେବେ ରୋହିତ ଶର୍ମା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ୱାଲର୍ଡ କ୍ରିକେଟରେ ହିଟମ୍ୟାନ କୁହାଯାଏ। ଯେବେ ସେ ଫର୍ମରେ ଖେଳନ୍ତି ତାଙ୍କୁ ଆଉଟ୍ କରିବା ପାଇଁ ବୋଲର ନାକେଦମ ହୋଇଯାଆନ୍ତି। ତେବେ ବାଂଲାଦେଶ ବିପକ୍ଷରେ…

(Video) ଜୀବନ ଯୁଦ୍ଧରେ ହାରିଗଲେ ସାନ ଯାଆ, 28 ଦିନ ପୂର୍ବରୁ ବଡ ଯାଆ ଦେଇଥିଲେ ଯକୃତ

ଭୁବନେଶ୍ବର: ଭଗବାନଙ୍କ ବିଚାରଧାରା ବଡ଼ ବିଚିତ୍ର । ସାନ ଯାଆକୁ ନୂଆ ଜୀବନ ଦେବାକୁ ଯକୃତ ଦାନ କରିଥିଲେ ବଡ ଯାଆ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଝାଙ୍କର ପାଲି ଗାଁର ଦୁଇ…