Browsing Category

Top Stories

ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୯ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ହେବ ବୋଲି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଏହି ୯ ଜିଲ୍ଲାଗୁଡ଼ିକ ହେଲେ- କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା,…

ଘରୁ ମିଳିଲା 3ଜଣଙ୍କ ମୃତଦେହ, ମାଆଙ୍କ ଶବ ପାଖରେ ରହିଥିଲା ଫୁଲ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (JPSC) ପରୀକ୍ଷାର ପ୍ରଥମ ମହିଳା ଟପର୍ ଶାଲିନୀ ବିଜୟଙ୍କ ସହ ତାଙ୍କ ଭାଇ IRS ଅଧିକାରୀ ମନୀଷ ବିଜୟ ଏବଂ ମାଆ ଶକୁନ୍ତଳା ଅଗ୍ରୱାଲଙ୍କ ମୃତଦେହ ମିଳିଛି । ଏହି ତିନି…

“ଦାଦି” ଇନ୍ଦିରାଙ୍କ ପାଇଁ ରାତିସାରା ଅନିଦ୍ରା ରାଜସ୍ଥାନ କଂଗ୍ରେସ MLA, ରାଜ୍ୟସାରା ହଇଚଇ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭାରେ ମନ୍ତ୍ରୀ ଅବିନାଶ ଗେହଲଟଙ୍କ ଦ୍ୱାରା ଇନ୍ଦିରା ଗାନ୍ଧୀଙ୍କୁ “ଦାଦି” ବା ଜେଜେ ମାଆ କୁହାଯିବା ମାମଲା ଥମିବାର ନାମ ନେଉନି। କଂଗ୍ରେସ ଏହାକୁ ବିରୋଧ କରି କହିଛି ଯେ, ଏହା ପୂର୍ବତନ…

ଶୋକରେ ପରିଣତ ହେଲା ବିବାହ ଉତ୍ସବ..ଝିଅ ବାହାଘରରେ ବାପାକୁ ଆସିଲା ହାର୍ଟ ଆଟାକ

ନୂଆଦିଲ୍ଲୀ: ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲାର ବିକାନେରରେ ବିବାହର ଖୁସି ହଠାତ୍ ଦୁଃଖରେ ପରିଣତ ହୋଇଯାଇଛି । ଯେଉଁଠାରେ ଝିଅର ବିବାହ ରୀତିନୀତି ସମାପ୍ତ କରିବା ପରେ ବାପାଙ୍କୁ ହୃଦଘାତ ହୋଇଥିଲା। ଫଳରେ ବାପାଙ୍କ…

ଜାତୀୟ ଶିକ୍ଷାନୀତି ପାଇଁ ପ୍ରସ୍ତୁତି: ବିଭିନ୍ନ ସ୍କୁଲ ବୁଲି ସ୍ଥିତି ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଏନଇପି କାର୍ଯ୍ୟକାରୀ ନେଇ ଗଣଶିକ୍ଷା ବିଭାଗର ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ସ୍କୁଲ ବୁଲି ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ଓ…

ଏହି ଡିଗ୍ରୀ ଥିଲେ NTPCରେ ସରକାରୀ ଚାକିରି ପାଇଁ କରନ୍ତୁ ଆବେଦନ, ମାସିକ ଦରମା ୫୫୦୦୦

ନୂଆଦିଲ୍ଲୀ: ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି)ରେ ଚାକିରି (ସରକାରୀ ଚାକିରି) ଖୋଜୁଥିବା ଯୁବକ ଯୁବତୀମାନଙ୍କ ପାଇଁ ବଢ଼ିଆ ସୁଯୋଗ ରହିଛି । ଏଥିପାଇଁ, ଏନଟିପିସି ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍…

ଆୟୁର୍ବେଦିକ ଡାକ୍ତର ଲଗାଇଦେଲେ ଏପରି ଏକ ଇଞ୍ଜେକ୍ସନ ଯେ ଯନ୍ତ୍ରଣାରେ ଛଟପଟ ହୋଇ ମରିଗଲେ ଯୁବକ; ପରିବାର କହିଲେ – ଏହା ହତ୍ୟା

ନୂଆଦିଲତ୍ଲୀ: କର୍ଣ୍ଣାଟକର କୋଲାରରେ ଜ୍ୱରର ଚିକିତ୍ସା ସମୟରେ ଜଣେ ଯୁବକଙ୍କୁ ଇଞ୍ଜେକ୍ସନ ଦିଆଯିବା ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ, କୋଲାର ଗ୍ରାମୀଣ ପୋଲିସ ଏକ ମାମଲା ରୁଜୁ କରିଛି…

ଚୀନରେ ମିଳିଲା କୋଭିଡ୍ ଭଳି ଏକ ବିପଜ୍ଜନକ ଭାଇରସ୍, ମଣିଷକୁ କରୁଛି ଆଟାକ୍, ପୁଣି ଥରେ ଆସିବ କି ମହାମାରୀ?

ସାରା ବିଶ୍ୱରେ କୋଭିଡର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇନାହିଁ ଏବଂ ଏହାରି ମଧ୍ୟରେ, ଚୀନରୁ ଆଉ ଏକ ସମାନ ଭାଇରସ ଚିହ୍ନଟ ହେବା ପରେ ଆତଙ୍କ ସୃଷ୍ଟି ହୋଇଛି । ଚୀନ୍ ବୈଜ୍ଞାନିକମାନେ ଏକ ନୂତନ ବ୍ୟାଟ୍…

ଆଗାମୀ ୨୪ ଘଣ୍ଟା ପାଇଁ ଏହି ଜିଲ୍ଲା ସାବଧାନ ! ପ୍ରବଳ ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି । କେଉଁଠି କୁଆପଥର ବର୍ଷ ତ କେଉଁଠି ପବନ ବର୍ଷା ହେଉଥିବାର ଦେଖିବା ପାଇଁ ମିଳୁଛି। ଆଜି ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,ଭଦ୍ରକ ଆଜି ଜିଲ୍ଲାରେ…

ଆଜିଠୁ ଜନତା ମୈଦାନରେ ‘ସୁଭଦ୍ରା’ ଶକ୍ତିି ମେଳା: ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ବର : ଆଜିଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଜନତା ମୈଦାନରେ ‘ସୁଭଦ୍ରା’ ଶକ୍ତିି ମେଳା ଅନୁଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମିଶନ ଶକ୍ତି ଭବନରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା…