Browsing Category
Top Stories
ନାଗରିକତା ସଂଶୋଧନ ବିଲ୍ ଲାଗୁ କରିବାକୁ ସବୁ ରାଜ୍ୟ ବାଧ୍ୟ
ନୂଆଦିଲ୍ଲୀ,୧୩ା୧୨: ନାଗରିକତା ସଂଶୋଧନ ବିଲ୍ ଲାଗୁ କରିବାକୁ ସବୁ ରାଜ୍ୟ ବାଧ୍ୟ । କେନ୍ଦ୍ରୀୟ ଆଇନ ଲାଗୁ ନ କରିବାର ଅଧିକାର କୌଣସି ରାଜ୍ୟର ନାହିଁ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ…
କଟକରେ ହେବ ନୂଆ ସିଡିଏ
କଟକ,୧୩ ।୧୨(ଓଡିଶା ଭାସ୍କର): କଟକ ମହାନଦୀ ପଠାରେ ଅତ୍ୟାଧୁନିକ ରେସିଡେନସିଆଲ କମ୍ପେ୍ଲକ୍ସ ନିର୍ମାଣ ହେବାକୁ ଯାଉଛି । ବାଲିଯାତ୍ରା ଯୋବ୍ରା ମହାନଦୀ ପଠାରେ ବାହାରିବ ପ୍ରାୟ ୪୦୦ ଏକର ନୂଆ ଜାଗା । ହାଡିଆ ପଠାରେ ୪୦୦…
ବାତିଲ ହେଲା ଭାରତ-ଜାପାନ ଶିଖର ସମ୍ମିଳନୀ
ନୂଆଦିଲ୍ଲୀ, ୧୩ା୧୨: ଭାରତ ଓ ଜାପାନ ମଧ୍ୟରେ ହେବାକୁ ଥିବା ଶିଖର ସମ୍ମିଳନୀ ଆଜି ବାତିଲ ହୋଇଥିବା ସୂଚନା ମିଳିଛି । ଗୁଆହାଟିରେ ଭାରତ-ଜାପାନ ଶିଖର ସମ୍ମିଳନୀ ହୋଇଥାନ୍ତା । ନାଗରିକତା ସଂଶୋଧନ ବିଲ ନେଇ ଗୁଆହାଟିରେ…
୨୦୨୦ରେ ଚମକିବ ଏହି ୨ ରାଶିର ଭାଗ୍ୟ, ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ?
ଆସନ୍ତା ୨୦୨୦ ବର୍ଷ ଆପଣଙ୍କ ପାଇଁ କିପରି ରହିବ ଜାଣିବାକୁ ଚାହୁଁଛନ୍ତି କି ? ନୂଆ ବର୍ଷରେ କେଉଁ ସାମଗ୍ରୀ ଆପଣଙ୍କୁ ଲାଭ ଦାୟକ ହେବ ଓ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ହେବ ଜାଣିବାକୁ ଚାହୁଁଥିଲେ ପଢନ୍ତୁ ..
ମେଷ -…
ସାରଥି ବାବାଙ୍କ ଜମିରେ ଇଡ଼ିର ନୋଟିସ୍
କେନ୍ଦ୍ରାପଡ଼ା, ୧୩ା୧୨: କେନ୍ଦ୍ରାପଡ଼ାରେ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କ ଜମିରେ ଆଜି ଇଡ଼ି ପକ୍ଷରୁ ନୋଟିସ ମରାଯାଇଥିବା ସୂଚନା ମିଳିଛି । ଗରାପୁର ମୌଜାର ତିନିଟି ପ୍ଲଟରେ ନୋଟିସ ଲାଗିିଥିବା ଜଣାପଡ଼ିଛି । ଜାଗା…
ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର,୧୩ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଛି ।ଭିଡିଓ କନଫରେନ୍ସି ଜରିଆରେ
ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ରାହୁଲଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ହଙ୍ଗାମା
ନୂଆଦିଲ୍ଲୀ,୧୩ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ଆଜି ଲୋକସଭାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ରାହୁଲଙ୍କ ଏହି ବିବାଦୀୟ ବୟାନ ବିରୋଧରେ ଗୃହରେ ହୋହଲ୍ଲା କରିଥିଲେ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁସଲିମ ସଙ୍ଗଠନର ସଦସ୍ୟ
ଭୁବନେଶ୍ୱର,୧୩ ।୧୨(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଆଜି ଭେଟ କରିଛନ୍ତି ମୁସଲିମ ସଙ୍ଗଠନର ସଦସ୍ୟ । ୪ ଜିଲ୍ଲାର ମୁସଲିମ ସଙ୍ଗଠନର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟ କରିଛନ୍ତି । ସେହି ୪ଟି…
ଲିଙ୍ଗରାଜରୁ ଜବରଦଖଲ ଉଚ୍ଛେଦ ଜାରି
ଭୁବନେଶ୍ୱର,୧୩ ।୧୨(ଓଡିଶା ଭାସ୍କର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାର ନିକଟରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିରର ନବୀକରଣ ଲାଗି ବିଏମସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ସୁରକ୍ଷା…
ଘୁଞ୍ଚିଲା ନିର୍ଭୟା ଶୁଣାଣି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା
ନୂଆଦିଲ୍ଲୀ,୧୩ ।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଘୁଞ୍ଚିଲା ଶୁଣାଣି । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆଜି ହୋଇଥାନ୍ତା ଶୁଣାଣି । ସୁପ୍ରିମକୋର୍ଟଙ୍କ ରାୟ ପରେ ମାମଲାର ଏହି ମାମଲାର ଶୁଣାଣି ହେବ ।…