Browsing Category

Top Stories

ବିଶ୍ୱରେ ସିରମ ଟିକାକୁ ଜରୁରୀକାଳୀନ ଅନୁମତି ପ୍ରଦାନ କଲା ହୁ

ନୂଆଦିଲ୍ଲୀ, ୧୬ା୨: ସାରା ବିଶ୍ୱରେ ସିରମ ଇନଷ୍ଟିଚ୍ୟୁଟର କରୋନା ଟିକା ପ୍ରଦାନ କରାଯିବ । ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟର ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାକୁ ଅନୁମତି ମିଳିଛି । ସମଗ୍ର ବିଶ୍ୱରେ ଜରୁରୀକାଳୀନ ବ୍ୟବହାର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୪ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୧୬ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୪ ଲକ୍ଷ ୧୮ ହଜାର ୨୧୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ୮ କୋଟି ୪୧ ଲକ୍ଷ ୯୫ ହଜାର ୬୬୮ ଜଣ ସୁସ୍ଥ ହୋଇଛନ୍ତି । ମୋଟ…

ଏହି ରାଜ୍ୟରେ ପୁଣି ଲାଗୁ ହେବ ଲକ୍-ଡାଉନ, ଜାଣନ୍ତୁ କେଉଁଠି?

ମୁମ୍ବାଇ, ୧୬।୨: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ମହାରାଷ୍ଟ୍ରର କିଛି ଜିଲ୍ଲାରେ ସ୍ଥିତି ଅସମ୍ଭାଳ ରହିଛି । ଦିନକୁ ଦିନ ବୃଦ୍ଧି ହେଉଥିବା ମାମଲାକୁ ବିପଦ୍ଜନକ ଦର୍ଶାଇ ଉପ ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର…

ଥାନାରେ ୪ ନାବାଳକଙ୍କୁ ବିଦ୍ୟୁତ ସକ୍

ଝାରସୁଗୁଡା, ୧୬।୨(ଓଡିଶା ଭାସ୍କର) : ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ୪ ନାବାଳକଙ୍କୁ ୩ ଦିନ ଧରି ମାଡ଼ ମାରିବା ସହ ବିଦ୍ୟୁତ ସକ୍‌ ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଗତ…

ଓଲଟିଲା ବରଧରା ଗାଡ଼ି

ଝାରସୁଗୁଡା, ୧୬।୨(ଓଡିଶା ଭାସ୍କର) : ଝାରସୁଗୁଡ଼ା ଜିଲ୍ଲା ବୁନ୍ଦିଆ ନିକଟରେ ଓଲଟିଲା ବରଧରା ଗାଡ଼ି । ବୋଲେରୋ ଓଲଟି ୧୧ ଜଣ ଆହତ ହୋଇଥିଲା ବେଳେ ୩ ଗୁରୁତର ଅଛନ୍ତି । ଆହତମାନଙ୍କୁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟରେ…

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ

ପୁରୀ, ୧୩।୨(ଓଡିଶା ଭାସ୍କର) : ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପାଇଁ ପ୍ରସ୍ତାବ ଚୂଡାନ୍ତ ହୋଇଛି। କିଛି ପରିବର୍ତ୍ତନ କରି ଚିଠାପ୍ରସ୍ତାବ ଚୂଡ଼ାନ୍ତ କରିଛି ମନ୍ଦିର ପ୍ରଶାସନ। ଆଜିର ପରିଚାଳନା କମିଟି ବୈଠକରେ ଏହା…

ବେହେରାଗୁଡା ୱାଟର ଫଲରୁ ପଡି ଯୁବକଙ୍କ ମୃତ

ପଡିଆ/କାଲିମେଳା,୧୫/୦୨:- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ୱାଟର ଫଲରୁ ପଡି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଗମ୍ପାକୋଣ୍ଡା…