Browsing Category

Top Stories

ଅଯୋଧ୍ୟା ମାମଲା: ସମସ୍ତ ପୁନର୍ବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ ।୧୨: ଅଯୋଧ୍ୟା ବିବାଦ ମାମଲାରେ ସମସ୍ତ ପୁନର୍ବିଚାର ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ…

ଆସନ୍ତାକାଲି କୋର୍ଟରେ ହାଜର ହେବେ ନିର୍ଭୟା ଦୋଷୀ, ହୋଇପାରେ ଫାଶୀଦଣ୍ଡ !

ନୂଆଦିଲ୍ଲୀ,୧୨ ।୧୨: ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତ ଆସନ୍ତାକାଲି ପଟିଆଲା ହାଉସ କୋର୍ଟରେ ହାଜର ହେବେ । ଦୋଷୀଙ୍କୁ ଭିସି ଜରିଆରେ ହାଜର କରାଯିବ । ନିର୍ଭୟାର ୪ ଦୋଷୀଙ୍କ ଓକିଲ କାଲି ପଟିଆଲା ହାଉସ କୋର୍ଟରେ…

ବାରବାଟୀରେ ହେବ ପିଙ୍କ ବଲ୍ ଟେଷ୍ଟ!

କଟକ,୧୨ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ । ଦିବାରାତ୍ର ଟେଷ୍ଟ ମ୍ୟାଚ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖିଲା ଓସିଏ । ତେବେ ୨୦୨୧ରେ…

ବଜ୍ରକାପ୍ତା ଚୋରା ଚାଲାଣ : ଓଡିଶାରେ ଡବ୍ଲୁସିସିବିର ଟିମ୍

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଓଡିଶାରେ ପହଞ୍ଚିଲା ଡବ୍ଲୁସିସିବିର ଟିମ୍ । ବଜ୍ରକାପ୍ତା ଚୋରା ଚାଲାଣ ଉପରେ ତଦନ୍ତ କରିବ ଏହି ୱାଲ୍ଡ ଲାଇଫ୍ କଣ୍ଟୋଲ ବ୍ୟୁରୋର ଟିମ୍ ।…

ଝାଡଖଣ୍ଡର ୧୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ: ୧ଟା ସୁଦ୍ଧା ୪୫.୧୪% ମତଦାନ

ଝାଡଖଣ୍ଡ,୧୨ ।୧୨: ଝାଡଖଣ୍ଡର ୧୭ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ଅପରାହ୍ନ ୧ଟା ସୁଦ୍ଧା ୪୫.୧୪% ମତଦାନ ସରିଛି । ୩୨ ମହିଳାଙ୍କ ସମେତ ନିର୍ବାଚନ ଲଢୁଛନ୍ତି ୩୦୯ ଜଣ ପ୍ରାର୍ଥୀ । ୮ଟି ଜିଲ୍ଲାର…

ଦକ୍ଷିଣ ଓଡିଶାରେ ହେବ ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ହାତୀଙ୍କ ସୁରକ୍ଷା ପାଇଁ ନୂଆ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଦକ୍ଷିଣ ଓଡିଶାରେ ହେବାକୁ ଯାଉଛି ହସ୍ତୀ ଅଭୟାରଣ୍ୟ । କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ…

‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ଆଜି ସାମିଲ ହୋଇଛି କୃଷି ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଏକ ବୈଠକ ଆୟୋଜିତ ହୋଇଥିଲା । ବୈଠକ ପରେ…

ଏଣିକି ସାଇକେଲରେ ଅଫିସ୍ ଆସିବେ ସରକାରୀ ବାବୁ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ପରିବେଶ ପ୍ରଦୂଷଣ ପାଇଁ ଏଣିକି ସାଇକେଲରେ ଅଫିସ୍ ଆସିବେ ସରକାରୀ କର୍ମଚାରୀ । ବିଏମସି, ବିଡିଏ, ବିଏସସିଏଲ ଓ ସ୍ମାର୍ଟସିଟି କର୍ମଚାରୀଙ୍କୁ ସାଇକେଲରେ ଆସିବାକୁ ନିର୍ଦ୍ଦେଶ ହୋଇଛି…

ହାଇଦ୍ରାବାଦ ମାମଲାର ନିରପେକ୍ଷ ତଦନ୍ତ ହେଉ: ସିଜେଆଇ

ନୂଆଦିଲ୍ଲୀ,୧୨ ।୧୨: ସୁପ୍ରିମକୋର୍ଟରେ ଆଜି ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣି ହୋଇଛି । ଏହି ଅବସରରେ ମାମଲାର ନିରପେକ୍ଷ ତଦନ୍ତ ହେଉ ବୋଲି ସିଜେଆଇ ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି । ଏହା ସହ ସିଜେଆଇ…

୫-ଟିରେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର):ରାଜ୍ୟ ସରକାରଙ୍କ ୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ । ଏନେଇ ଯୋଜନା ଓ ସମିଶ୍ରଣ ବିଭାଗକୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ଏଣିକି ସମସ୍ତ ସରକାରୀ କଲେଜଗୁଡ଼ିକରେ…