Browsing Category

Top Stories

ଖୁସି ଖବର: ରାଜ୍ୟରେ ଆଜି ୨୭୭୨ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, ୧୫ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

କାଲିଠୁ ଭୁବନେଶ୍ୱରରେ ୩ୟ ପର୍ୟ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର,୧୫ ।୧୦(ଓଡ଼ିଶା ଭାସ୍କର):କାଲିଠୁ ଭୁବନେଶ୍ୱରରେ ତୃତୀୟ ପର୍ୟ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ ହେବାକୁ ଯାଉଛି ।୧୮ ତାରିଖ ଯାଏ ଚାଲିବ ସେରୋ ସେର୍ଭେଲାନ୍ସ । ଵିଏମସି ଓ ଆରଏମଆରସି ପକ୍ଷରୁ ମିଳିତ ଭାବେ…

ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ

ମୁମ୍ବାଇ,୧୫ ।୧୦: ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ବାଙ୍ଗାଲୁର ପୋଲିସ ଚଢାଉ କରିଛି । ବାଙ୍ଗାଲୁରର ୨ ପଶେଳିସ ଇନ୍ସପେକ୍ଟର ଦ୍ୱିପହର ୧ଟାରୁ ଚଢାଉ ଆରମ୍ଭ କରିଥିଲେ । ବିବେକଙ୍କ ଭିଣୋଇ ଆଦିତ୍ୟ ଆଲଭାଙ୍କ ଡ୍ରଗ୍ସ…

ଭୁବନେଶ୍ୱରୁ ପୁଣି ୨୫୩ ପଜିଟିଭ୍

ଭୁବନେଶ୍ୱର,୧୫ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଶାଶୂଘରେ ରହିବା ବୋହୂର ଅଧିକାର

ନୂଆଦିଲ୍ଲୀ,୧୫ ।୧୦(ଓଡିଶା ଭାସ୍କର): ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଆଜି ସୁପ୍ରିମକୋର୍ଟ ଘରୋଇ ହିଂସାକୁ ଅଧିନିୟମକୁ ନେଇ କହିଛନ୍ତି ଯେ, ‘ ବୋହୂର ନିଜ ସ୍ୱାମୀଙ୍କ ପିତା-ମାତା ବା…