Browsing Category
Top Stories
ନାଗରିକତା ସଂଶୋଧନ ଆଇନକୁ ନେଇ ଆସାମର ୧୦ଜିଲ୍ଲାରେ ଇଣ୍ଟରନେଟ ବନ୍ଦ
ଆସାମ,୧୪ା୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆସାମରେ ହିଂସାକାଣ୍ଡ ଦେଖା ଦେଇଛି । ଏନେଇ ଆସାମର ୧୦ଜିଲ୍ଲାରେ ସୋମବାର ସକାଳ ଯାଏଁ ଇଣ୍ଟରନେଟ ସେବା ବନ୍ଦ ହୋଇଛି । ୧୦ଜିଲ୍ଲାଗୁଡ଼ିକ ହେଉଛି ଲକ୍ଷ୍ମୀପୁର, ତିନସୁକିଆ,…
ଯେତେ କାଢ଼ିଲେ ବି ସରୁନି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା!
ପାଟଣାଗଡ଼, ୧୪ା୧୨(ଓଡ଼ିଶା ଭାସ୍କର): ପାଟଣାଗଡ଼ ତେଣ୍ଡାପଦରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ସେଠାରେ ଆକାଉଣ୍ଟରେ ଟଙ୍କା ନଥାଇ ମଧ୍ୟ ଖାତାଧାରୀମାନେ ଲକ୍ଷ ଲକ୍ଷ ଟଙ୍କା ଉଠାଇଛନ୍ତି । ଏହି କାର୍ଯ୍ୟକ୍ରମ…
ଇକୋ ରିଟ୍ରିଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ପୁରୀ, ୧୪ା୧୨(ଓଡ଼ିଶା ଭାସ୍କର): ଆଜି କୋଣାର୍କ ପୁରୀ ସ୍ଥିତ କୁଶଭଦ୍ରା ନଦୀ ମୁହାଣରେ ଭାରତର ପ୍ରଥମ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉଦଘାଟନ ହୋଇଛି । ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ସଲମାନଙ୍କ ଘରେ ବୋମା ! ପୋଲିସକୁ ଚିଠି ଲେଖି ଯୁବକ କହିଲା-୨ ଘଣ୍ଟାରେ ଫାଟିବ
ମୁମ୍ବାଇ,୧୪ ।୧୨: ଜଣେ ୧୬ ବର୍ଷର ଯୁବକ ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଘରେ ବୋମା ଥିବାର ଦାବି କରୁଛି । ଗାଜିୟାବାଦରେ ରହୁଥିବା ସଲମାନଙ୍କ ଆପାର୍ଟମଣ୍ଟେରେ ବମ୍ ଲାଗିଛି ବୋଲି ଏହି ବାଳକ ବାନ୍ଦ୍ରା ପୋଲିସ ଷ୍ଟେସନରେ…
ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ମୃତ୍ୟୁ
କୋରାପୁଟ, ୧୪ା୧୨(ଓଡ଼ିଶା ଭାସ୍କର): କୋରାପୁଟ ପଟାଙ୍ଗୀରେ ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୃ ହୋଇଥିବା ସୂଚନା ମିଳିଛି । ସହକାରୀ କୃଷି ଅଧିକାରୀ ଗୌରହରି ବେହେରାଙ୍କ ମୃତ୍ୟୁ ହୋଇଛି । ନିଜ…
ରାଜନଗରରେ ୩ ମୃତ ଡଲଫିନ୍
କେନ୍ଦ୍ରପଡା,୧୪ ।୧୨(ଓଡିଶା ଭାସ୍କର): କେନ୍ଦ୍ରପଡା ରାଜନଗର ବେଳାଭୂମିରେ ଲାଗିଲେ ୩ ମୃତ ଡଲଫିନ୍ । ପେଣ୍ଠ ସମୁଦ୍ର ବେଳାଭୂମିରେ ମୃତ ଡଲଫିନଙ୍କୁ କାଉ, କୁକୁର ଝୁଣି ଖାଉଥିବାର ଦେଖିବାକୁ ମିଳିଛି । ତେବେ ଟ୍ରଲର…
ବିବାହ କଲେ ସଲମାନ୍, ମଥାରେ ସିନ୍ଦୁର ପିନ୍ଧାଉଥିବାର ଭିଡିଓ ଭାଇରାଲ !
ମୁମ୍ବାଇ,୧୪ ।୧୨: ବଲିଉଡର ଦବଙ୍ଗ ହିରୋ ସଲମାନ ଖାନ୍ ଏବେ ବିଗ୍ ବସ୍-୧୩ର ହୋଷ୍ଟ କରୁଥିବା ବେଳେ ଅନ୍ୟପଟେ ଆଗାମୀ ସିନେମା ‘ଦବଙ୍ଗ-୩’ ପାଇଁ ପ୍ରମୋସନରେ ବ୍ୟସ୍ତ ରହୁଛନ୍ତି । ନିଜ କାମରେ ସଲମାନ ଏତେ ବ୍ୟସ୍ତ ଯେ,…
ପଶ୍ଚିମବଙ୍ଗରେ ବିକ୍ଷୋଭ ଯୋଗୁଁ ଟ୍ରେନ ବାତିଲ
ପଶ୍ଚିମବଙ୍ଗ, ୧୪ା୧୨: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଛି । ବିଭିନ୍ନ ରେଳ ଷ୍ଟେସନରେ ଜଳାପୋଡ଼ା, ଭଙ୍ଗାରୁଜା ଓ ଅବରୋଧ ହୋଇଥିବା…
ବଦଳିଲା ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ
ଭୁବନେଶ୍ୱର, ୧୪ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ବଦଳିଛି । ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳି ଲୋକସେବା ମାର୍ଗ ନାମ ରଖାଯାଇଛି । ସଚିବାଳୟ ନାଁ…
ଖଣି ଟଙ୍କାରେ ହେବ ପୁରୀର ବିକାଶ
ପୁରୀ,୧୪ ।୧୨(ଓଡିଶା ଭାସ୍କର): ପୁରୀକୁ ଐତିହ୍ୟ ସହର କରିବାରେ ଲାଗିପଡିଛନ୍ତିି ରାଜ୍ୟ ସରକାର । ଏଥିରେ ଅର୍ଥନୈତିକ ବ୍ୟବସ୍ଥା ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ । ଇସ୍ପାତ ବିଭାଗ ଦେଇଛି ୬ଟି ଖଣ୍ଡୋଲାଇଟ୍ ଖଣି…