Browsing Category

Top Stories

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬ ହଜାର ୪୯୦କୁ ବୃଦ୍ଧି

ନୂଆଦିଲ୍ଲୀ,୯ ।୧୦:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କମ୍ ହେଉଛି କରୋନା ସଂକ୍ରମଣ । ଦେଶରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬ ହଜାର ୪୯୦କୁ ବୃଦ୍ଧି…

ଗୁଣି ଗାରେଡି ସନ୍ଦେହରେ ହତ୍ୟା

ମାଲକାନଗିରି,୯ ।୧୦(ଓଡିଶା ଭାସ୍କର): ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଲୋକ କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ବାଗା କାବାସୀ ଙ୍କୁ…

ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ହେବ ଏହି ସହର, ଜାଣନ୍ତୁ କେିଁଟି?

କଟକ,୯ ।୧୦(ଓଡିଶା ଭାସ୍କର): ଏନଏଚ ବା ଜାତୀୟ ରାଜପଥ ୫୫ କାମ ବିଳମ୍ବ ଯୋଗୁଁ ୧୨ ଘଣ୍ଟିଆ ଚୌଦ୍ୱାର ବନ୍ଦ ଡାକରା ଦିଆଯାଇଛି । ରାସ୍ତା ମରଣଯନ୍ତା ଓ କାମରେ ଅହେତୁକ ବିଳମ୍ବ ଯୋଗୁଁ ଲୋକମାନେ ଉତ୍ତେଜିତ ହୋଇଛନ୍ତି ।…

ପ୍ରେମ ପାଇଁ ଟିକ୍ ଟିକ୍ କରି ହାଣିଦେଲେ!

କଣ୍ଟାବାଞ୍ଜି,୯ ।୧୦(ଓଡିଶା ଭାସ୍କର): ଟ୍ରେନଲାନରୁ ଉଦ୍ଧାର ହେଲା ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । କଣ୍ଟାବାଞ୍ଜିର କୁକୁଡାହାଡ ଗାଁ ପାଖ ରେଳ ଲାଇନରୁ ମୃତଦେହ ଉଦ୍ଧାର କରିଛି ଜିଆରପି । ଯୁବକଙ୍କ ମୁଣ୍ଡ ଓ ଗୋଡ…

ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ

ଭୁବନେଶ୍ୱର,୯ ।୧୦(ଓଡିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଏହା ଅବପାତର ରୂପ ନେଇପାରେ । କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ନେଇପାରେ ଅବପାତ ରୂପ । ପରେ ଲଘୁଚାପ…

କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ

ନୂଆଦିଲ୍ଲୀ,୮ ।୧୦: କେନ୍ଦ୍ର ଖାଦ୍ୟମନ୍ତ୍ରୀ ତଥା ଲୋକଜନ ଶକ୍ତି ପାର୍ଟି ନେତା ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । କିଛିଦିନ ତଳେ ଦିଲ୍ଲୀର ଏକ ହସପିଟାଲରେ ତାଙ୍କର…

ଶିଳ୍ପ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ଭେଟି, ଜାଣନ୍ତୁ କ’ଣ

ଭୁବନେଶ୍ୱର,୮ ।୧୦(ଓଡିଶା ଭାସ୍କର):ଆଜି ୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ୨ ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧୦ ଟି ପ୍ରକଳ୍ପର…

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭେଟି

ବରଗଡ,୮ ।୧୦(ଓଡିଶା ଭାସ୍କର): ବରଗଡ ଜିଲ୍ଲା ବିଜେପୁରବାସୀଙ୍କ ପାଇଁ ସ୍ୱତନ୍ତ୍ର ଭେଟି ଆଣିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୨୫ ମେଗାୱାଟର ସୌରଶକ୍ତି ପ୍ଲାଣ୍ଟ ଉଦଘାଟନ କରିଛନ୍ତି ନବୀନ । ୩ଟି ଗାଁର…